Daily Archives

May 27, 2024

ବିରୋଧୀଙ୍କ ଉପରେ ବର୍ଷିଲେ ଶାହା । କହିଲେ କଂଗ୍ରେସ ଜିତିପାରିବନି ୪୦ ବି ସିଟ୍ । ମୋଦୀ ୩ୟ ଥର ପାଇଁ ହେବେ…

କନକ ବ୍ୟୁରୋ: ଦେଶରେ ୫ମ ଚରଣ ନିର୍ବାଚନ ସୁଦ୍ଧା ମୋଦୀ ୩୧୦ ସିଟ୍ ଜିତିସାରିଥିଲେ,୬ଷ୍ଠ ଚରଣ ବେଳକୁ ଏହି ସଂଖ୍ୟା ୪ ଶହ ପାର୍ କରିସାରିଛି  । ଏଥର ଇଣ୍ଡିଆ ମେଣ୍ଟ ସଫା ହେବାକୁ ଯାଉଛି । କଂଗ୍ରେସ ପାର୍ଟି ଏଥର ୪୦ ସିଟ୍ ବି ଜିତିପାରିବନି । ଏପଟେ ଅଖିଳେଖ ଯାଦବ ମଧ୍ୟ ୪ ସିଟ୍ ଜିତିପାରିବେନି ।…

କେଉଁଠି ୫୦ ପାର ତ କେଉଁଠି ୪୮ ଡିଗ୍ରୀ ତାପମାତ୍ରା । ଅଂଶୁଘାତ ନେଲାଣି ୬୦ ଜୀବନ, ଜରୁରୀକାଳୀନ ବିଭାଗରେ ବଢୁଛି…

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗଣମାଧ୍ୟମର ରିପୋର୍ଟ ମୁତାବକ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ପାର କରିଛି । ସୋମବାର ଦିନ ପାଣିପାଗ ଏନେଇ ରେଡ୍ ଆଲର୍ଟ ଜାରି କରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ନିମାପଡାରେ ରୋଚକ ହେଉଛି ରାଜନୀତି ,ଗଡ ଜଗିବାକୁ ୮ ସଂଯୋଜକ ନିୟୋଜିତ କଲା ବିଜେଡି ।

କନକବ୍ୟୁରୋ:କଣ ରହିବ ନିମାପଡା ରାଜନୀତି ସମୀକରଣ । ବଦଳିବ କି ମୋଡ ।  ବିଜେଡିକୁ ଘାରିଛି ନିମାପଡା ଚିନ୍ତା । ପୁବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡିର ରଣନୀତି ଆରମ୍ଭ ହୋଇଛି । ବିଭିନ୍ନ ଦଳ ରାଜନୀତିକୁ ଲକ୍ଷ୍ୟ କରି…

ସେକ୍ସ ସ୍କାଣ୍ଡାଲ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ୱଳ ରେବନ୍ନାଙ୍କ ପ୍ରଥମ ବୟାନ । କହିଲେ, ମେ ୩୧ ତାରିଖରେ ଏସଆଇଟି…

କନକ ବ୍ୟୁରୋ : କର୍ଣ୍ଣାଟକ ଜେଡିଏସ୍ ସାଂସଦ ତଥା ୩ ହଜାର ସେକ୍ସ ଭିଡିଓ ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ୱଳ ରେବନ୍ନାଙ୍କ ପ୍ରଥମ ବୟାନ ଆସିଛି । ସେ କହିଛନ୍ତି କି, ମେ ୩୧ ତାରିଖରେ ଏସଆଇଟି ସାମ୍ନାରେ ହାଜର ହେବେ । ୩ହଜାର ସେକ୍ସ ଭିଡିଓ ମାମଲା ସାମ୍ନାକୁ ଆସିବା ପରେ ଏହି ସାଂସଦ…

ଗୋଟିଏ ବର୍ଷ ଭିତରେ ଲିଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ,ଆତ୍ମହତ୍ୟା ନା’ ଆଉ କିଛି କାରଣ ତାକୁ ନେଇ ବଢ଼ୁଛି ରହସ୍ୟ ।

କନକବ୍ୟୁରୋ:ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରରେ ଅଭାବନୀୟ ଘଟଣା । ପାର୍ବତୀପୁର ଗାଁରେ ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ । ମୃତକ ହେଲେ ମନୋଜ ମହାକୁଡ ଓ ସସ୍ମିତା ମହାକୁଡ । ଦୁହେଁ ଗତ ରାତିରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ବିଦ୍ୟୁତ ଆଘାତ ଦ୍ୱାରା…

ରାଜକୋଟ ଗେମିଂ ଜୋନରେ ନିଆଁ ଲାଗିବା ଘଟଣା । ହାଇକୋର୍ଟ କହିଲେ, ଗୁଜରାଟ ସରକାର ଉପରେ ଭରସା ନାହିଁ, ବିନା ଅନୁମତିରେ…

କନକ ବ୍ୟୁରୋ : ରାଜକୋଟ ଟିଆରପି ଗେମ୍ ଜୋନରେ ନିଆଁ ଲାଗି ୨୮ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଗୁଜରାଟ ହାଇକୋର୍ଟ ରାଜକୋଟ ମହାନଗରପାଳିକାର ପ୍ରଶାସନକୁ କଟାକ୍ଷ କରିଛନ୍ତି । କୋର୍ଟ କହିଛନ୍ତି କି, ୨୮ ଜଣଙ୍କ ମୃତ୍ୟୁ ପରେ ରାଜକୋଟ୍ ପୌରପାଳିକା ଜାଣିବାକୁ ପାଇଛି କି, ସହରରେ ଏତେବଡ ଦୁଇଟି ଗେମିଂ…