Daily Archives

May 27, 2024

ପ୍ରଶାନ୍ତ ଜଗଦେବଙ୍କ ଗିରଫକୁ ବିରୋଧ କରି ଖୋର୍ଦ୍ଧାରେ ତାତିଲେ ବିଜେପି କର୍ମୀ । ସିସିଟିଭି ଫୁଟେଜକୁ ସାର୍ବଜନୀନ…

କନକ ବ୍ୟୁରୋ: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ବିବାଦ ବଢିବାରେ ଲାଗିଛି । ଗିରଫ ପ୍ରତିବାଦରେ ଖୋର୍ଦ୍ଧାରେ ବିଜେପି କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା, କାହିଁକି ଏ ଯାଏଁ ସିସିଟିଭି ଯାଞ୍ଚ କରାଯାଇନାହିଁ । ତାଙ୍କୁ…

ପୁଣେ ହିଟ ଆଣ୍ଡ ରନ ମାମଲାରେ ଖୁଲ୍ଲାସା,ଅଳିଆ ଗଦାରୁ ମିଳିଲା ଅଭିଯୁକ୍ତର ରକ୍ତ ନମୁନା । ପ୍ରମାଣ ନଷ୍ଟ ଅଭିଯୋଗରେ ଦୁଇ…

କନକବ୍ୟୁରୋ: ପୁଣେ ହିଟ ଆଣ୍ଡ ରନ ମାମଲାରେ ଚାଂଚଲ୍ୟକର ଖୁଲ୍ଲାସା ହୋଇଛି ।ଅପରାଧୀ ରକ୍ତ ନମୁନାକୁ ଅଳିଆଗଦରେ ଫିଙ୍ଗି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଆଧାରରେ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି । ସେପଟେ ନ୍ୟାୟ ଦାବି କରି ପୁଣେ ରାସ୍ତାରେ…

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ କିଏ ମାରିବ ବାଜି? କେଉଁ ଦଳର ପ୍ରାର୍ଥୀ ଯିବେ ସଂସଦ? ବିଜେଡି-ବିଜେପି-କଂଗ୍ରେସ ବଳ…

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନକୁ ହାତରେ ଆଉ ମାତ୍ର କେଇଟା ଦିନ ଥିବା ବେଳେ ପ୍ରଚାର ମଇଦାନରେ ନେତା । ଜୁନ୍ ୧ ତାରିଖରେ ପଡ଼ିବ ଶେଷ ପର୍ଯ୍ୟାୟ ମତଦାନ । ଏଥିମଧ୍ୟରୁ ସବୁ ଦଳର ନଜରରେ ରହିଛି ତିନି ଲୋକସଭା ଆସନ । କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ଦେଖିବାକୁ ମିଳିପାରେ ଜୋରଦାର…

କୋର୍ଟରେ କାନ୍ଦିଲେ ସ୍ୱାତୀ ମାଲିୱାଲ,ମାରପିଟ ସହ ତାଙ୍କ ସହ ଅଭିଯୁକ୍ତ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ବୈଭବଙ୍କ…

କନକବ୍ୟୁରୋ: କୋର୍ଟରେ କାନ୍ଦିଲେ ସ୍ୱାତୀ ମାଲିୱାଲ । ଆଜି ତିସ ହଜାରୀ କୋର୍ଟରେ ଦୁର୍ବ୍ୟବହାର ମାମଲାରେ ବୈଭବ କୁମାରଙ୍କ ଜାମିନ ଆବେଦନ ଶୁଣାଣୀ ହୋଇଛି । କୋର୍ଟ ଜାମିନ ଆବେଦନକୁ ଖାରଜ କରିଛନ୍ତି । ତେବେ ଶୁଣାଣୀ ସମୟରେ ବୈଭବଙ୍କ ଓକିଲ ଦ୍ରୌପଦୀ ବସ୍ତ୍ରହରଣ ଓ କୌରବ ପାଣ୍ଡବଙ୍କ ଉଦାହରଣ…

ସମ୍ମାନ ପାଇଁ ଚାଲିଛି ସମରସଜ୍ଜା । ୬ ଲୋକସଭା କ୍ଷେତ୍ରରେ ନେତାଙ୍କ ଭିଡ଼, ୫ ବିଧାନସଭାରେ ଚାଲିଛି ବଡ଼ ଲଢ଼େଇ

କନକ ବ୍ୟୁରୋ: ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ୬ ସଂସଦୀୟ କ୍ଷେତ୍ରର ହଟ୍ ସିଟ୍ ଉପରେ ଏବେ ସାରା ଓଡିଶାର ନଜର । କାରଣ ଏହି ଆସନ ଦଖଲ ପାଇଁ ଆରମ୍ଭ ହୋଇଯାଇଛି ସମରସଜ୍ଜା । ସରିଥିବା ୧୦୫ ବିଧାନସଭା ଆସନର ନେତା ଏବେ ଏହି ଅଞ୍ଚଳରେ ଡେରା ପକାଇ ପ୍ରଚାର…

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର,ମଇଦାନରେ ହେଭିୱେଟ ପ୍ରଚାରକ ।

କନକବ୍ୟୁରୋ:ଜୁନ ୧ରେ ପଡିବ ଦେଶରେ ଶେଷ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ବିଜେପି ଓ ଇଣ୍ଡି ମେଂଟ ପ୍ରଚାରକୁ ଆହୁରି ଜୋରଦାର କରିଛନ୍ତି । ଉତରପ୍ରଦେଶରେ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅନ୍ୟପଟେ ଇଣ୍ଡି ବ୍ଲକର ସହଯୋଗୀ ତଥା ସପା ନେତା ଅଖିଳେଶ ଯାଦବ ବି…