Daily Archives

May 26, 2024

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ କିଏ ଜିତିବ କେତେ ଆସନ ତେଜିଲା ବୟାନବାଜି । ବିଜେଡି କହିଲା, ଆବଶ୍ୟକ ଆସନ ଜିତି…

କନକ ବ୍ୟୁରୋ : ଆଉ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମତଦାନ ବାକି ଅଛି । ହେଲେ ସରକାର ଗଢ଼ିବା ପାଇଁ ଦାବି କରୁଛନ୍ତି ଉଭୟ ବିଜେଡି ଓ ବିଜେପି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପରେ ବିଜେଡି ନେତା ଭିକେ ପାଣ୍ଡିଆନ କହିଛନ୍ତି ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି…

ଭୀଷଣ ବାତ୍ୟାର ପରିଣତ ହୋଇ ଆଗକୁ ବଢୁଛି ‘ରେମାଲ’ । ଆଜି ମଝି ରାତିରେ ଲ୍ୟାଣ୍ଡଫଲ୍, ସାଗରଦୀପ ଓ ଖେପୁପୁରା ମଧ୍ୟରେ…

କନକ ବ୍ୟୁରୋ : ଭୀଷଣ ବାତ୍ୟ।ର ପରିଣତ ହୋଇ ଆଗକୁ ବଢୁଛି ବାତ୍ୟା ‘ରେମାଲ’ । ଉତର ବଙ୍ଗୋପସାଗରରେ ୧୩ କିଲୋମିଟର ବେଗରେ ଉତର ଦିଗରେ ଗତି କରୁଛି    । ଏହା ଆହୁରି ଘନିଭୂତ ହୋଇ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।…

ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ,୫ ଲକ୍ଷରୁ ଅଧିକ ସୁନା ଗହଣା ଲୁଟ । ପୋଲିସର ତଦନ୍ତ ଆରମ୍ଭ ।

କନକବ୍ୟୁରୋ:ବ୍ୟବସାୟୀ ଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟି ନେଲେ ସୁନା ଓ ରୁପା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଭିମା ଗୁଡା ନିକଟରେ । ଯୁବକ ଜଣକ ଚନ୍ଦନ କୁମାର ସୋନି ବିହାର ହାରାଜ ଗ୍ରାମରେ । ଚନ୍ଦନ ଧୋଡ୍ରା ଠାରେ ଏକ ସୁନା ଅଳଂକାର ଦୋକାନ କରିଛନ୍ତି ।…

ନିର୍ବାଚନୀ ମଇଦାନରେ ପ୍ରଚାର ଜୋରଦାର । ସ୍ୱାମୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କଲେ ସ୍ତ୍ରୀ, ବିଭିନ୍ନ ପ୍ରସଙ୍ଗ ନେଇ…

କନକବ୍ୟୁରୋ:ଜମୁଛି ପ୍ରଚାର । ଭୋଟ ହାତେଇବାକୁ ପ୍ରାର୍ଥୀଙ୍କ ପ୍ରୟାସ ଜାରି ରହିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ରଣନୀତି ଆରମ୍ଭ ହୋଇଛି । ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ସମର୍ଥକ ଯୋଗାଡ କରୁଛନ୍ତି ପ୍ରାର୍ଥୀ ମାନେ । ହେଲେ ସେପଟେ ପ୍ରଚାର ସମୟରେ କିଛି ଦୃଶ୍ୟ ସାମନାକୁ ଆସିଛି…

ଯାଜପୁର ବରୀ ନିର୍ବାଚନ ମଣ୍ଡଳି ରାଜନୀତି ସରଗରମ ,ମଇଦାନରେ ତିନି ଦଳର ଟକ୍କର ।

କନକବ୍ୟୁରୋ:ଯାଜପୁର ବରୀ ନିର୍ବାଚନ ମଣ୍ଡଳି ରାଜନୀତି ସରଗରମ । ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ବଢୁଛି ରାଜନୀତି ତାତି । ବରୀ ନିର୍ବାଚନ ମଣ୍ଡଳି ଲାଗି ତିନି ପ୍ରମୁଖ ଦଳ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ଜୋରଦାର ହେବ । ବିଗତ ବର୍ଷ ଧରି ବିଜୁଜନତା ଦଳ ତାର ବିଜୟ ବାନା ଉଡ଼ାଇ…

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ । ଛାତ୍ରଛାତ୍ରୀ କହିଲେ ସଫଳତାର କାହାଣୀ ,ବିଭିନ୍ନ ସ୍ଥାନରୁ…

କନକବ୍ୟୁରୋ:ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ । ଚଳିତ ଥର ମାଟ୍ରିକ୍ ପରୀକ୍ଷାରେ ପାସ ହାର ରହିଛି ୯୬.୦୭ ପ୍ରତିଶତ । ଚଳିତ ଥର ପୁଅଙ୍କଠାରୁ ଆଗରେ ରହିଛନ୍ତି ଝିଅ । ତେବେ ମାଟ୍ରିକ ଫଳାଫଳ ଆସିଲା ପରେ କିଛି କୃତୀ ଛାତ୍ର ଛାତ୍ରୀଙ୍କ ପ୍ରତିକ୍ରିୟା…