Daily Archives

May 20, 2024

ହସ୍ପିଟାଲରୁ ବାହାରି ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ, ପୁଲିସ ଉପସ୍ଥିତିରେ ଆକ୍ରମଣ…

କନକ ବ୍ୟୁରୋ: ହସ୍ପିଟାଲରୁ ବାହାରି ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ନିର୍ବାଚନ ବେଳେ ସେ ବ୍ରହ୍ମପୁର ଗୋଷାଣିନୂଆଗାଁର ବୁଥକୁ ଯାଇଥିଲେ । ଏହି ସମୟରେ ସେ ଆକ୍ରମଣର ଶିକାର ହୋଇଥିଲେ । ପୁଲିସ ଉପସ୍ଥିତିରେ ସେ ଆକ୍ରମଣର ଶିକାର ହେବାକୁ ନେଇ…

ପୋଲିଂ ବୁଥରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଭଞ୍ଜନଗର ତୁରୁମୁ ପଞ୍ଚାୟତର ୪୭ ନମ୍ବର ବୁଥରେ ମାରପିଟ୍

କନକ ବ୍ୟୁରୋ: ମତଦାନ କେନ୍ଦ୍ରରେ ମାରପିଟ୍ । ବୁଥ୍ ରିଗିଂ ଅଭିଯୋଗ । ଭଂଜନଗର ନିର୍ବାଚନ ମଣ୍ଡଳିର ତୁରୁମି ପଂଚାୟତର ବେରୁଆବାଡି ଗାଁର ୪୭ ନମ୍ବର ବୁଥ୍ରେ ଏଭଳି ହଙ୍ଗାମା ଦେଖିବାକୁ ମିଳିଛି । ବିଜେଡି ଓ ବିଜେପି କର୍ମୀ ମାଡ ମରାମରି ହୋଇଥିବା ଅଭିଯୋଗ ହୋଇଛି । ତେବେ ବିଜେଡି କର୍ମୀ ବୁଥ୍…

ଛତିଶଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଘାଇକୁ ଖସିଗଲା ପିକଅପ୍ ଭ୍ୟାନ, ୧୫ ଜଣ ମୃତ

କନକ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ଏକ ଘାଇରେ ପିକ୍ ଅପ ଭ୍ୟାନ ଭାରସାମ୍ୟ ହରାଇ ଖସିପଡିଛି । ଏହି ପିକଅପ ଭ୍ୟାନରେ ୨୫ରୁ ୩୦ ଲୋକ ଯାଉଥିଲେ । କୱର୍ଦ୍ଧା ଏସପିଙ୍କ…

ଦିଲ୍ଲୀରେ ସୂର୍ଯ୍ୟ ସାଧୁଛି ଦାଉ । ୪୮ ଡିଗ୍ରୀ ଛୁଇଁଲା ତାପମାତ୍ରା । ଜାଣନ୍ତୁ ବଢୁଥିବା ତାପମାତ୍ରା ପଛରେ କ’ଣ ରହିଛି…

କନକ ବ୍ୟୁରୋ : ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଛନ୍ତି । ଏହାରି ଭିତରେ ଦିଲ୍ଲୀର ତାପମାତ୍ରା ଆଜି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରବିବାର ଦିନ ଦିଲ୍ଲୀର ନଜଫଗଡରେ ତାପମାତ୍ରା ୪୭.୮ ଡିଗ୍ରୀ ଛୁଇଁଛି । ରବିବାର ଦିନ ସାରା ଭାରତରେ ନଜଫଗଡ…

ମତଦାନ ସହ ଜଡିତ ନୁହେଁ ବରଗଡ ହିଂସା । ପୂର୍ବ ଶତ୍ରୁତାରୁ ହେଇଛି ହତ୍ୟାକାଣ୍ଡ । ସୂଚନା ଦେଲେ ଜିଲ୍ଲା ନିର୍ବାଚନ…

କନକ ବ୍ୟୁରୋ: ଠିକ୍ ନିର୍ବାଚନ ସମୟରେ ବରଗଡରେ ହତ୍ୟାକାଣ୍ଡ ଘଟିବା ପରେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ବରଗଜ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ । ତାଙ୍କ କହିବା ମୁତାବକ, ସରସରା ବୁଥ୍ ନମ୍ବର ୧୨୮ ଏବଂ ୧୨୯ ଠାରୁ ମାତ୍ର ୩ ଶହରୁ ୪ ଶହ ମିଟର ଦୂରରେ ଭୁଜାଲି ଆକ୍ରମଣରେ ଜଣକର…

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ: ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା, ୨୪ରେ ନେବ…

କନକ ବ୍ୟୁରୋ: ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୩ ଓ ୨୪ ତାରିଖରେ କାଳବୈଶାଖୀ ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର…