Daily Archives

May 16, 2024

ବିଜେପି ଛାଡିଲେ ରାଜୁ ଦାସ: ବିଜେଡିରେ ହେଲେ ସାମିଲ, ମୁଣ୍ଡିଆ ମାରି ପଶିଲେ ଶଙ୍ଖଭବନ

କନକ ବ୍ୟୁରୋ: ବିଜେଡିରେ ସାମିଲ ହେଲେ ରାଜେନ୍ଦ୍ର କୁମାର ଦାସ । ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ହେଲେ ସାମିଲ । ଶଙ୍ଖ ଭବନକୁ ଯାଇ ବିଜେଡିରେ ହେଲେ ସାମିଲ । ଶଙ୍ଖଭବନକୁ ଯିବା ପୂର୍ବରୁ ଚପଲ ଓହ୍ଲାଇ ମାରିଲେ ମୁଣ୍ଡିଆ । ରାଜୁ ଦାସ ପ୍ରଥମେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ।…

ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଚର୍ଚ୍ଚାରେ ଆମେଥି, ରାଏବରେଲି ଆସନ

କନକ ବ୍ୟୁରୋ: ମେ ୨୦ ତାରିଖରେ ଦେଶରେ ପଂଚମ ପର୍ଯ୍ୟାୟ ନିର୍ବାଚନ ହେବାର ଅଛି । ୬ଟି ରାଜ୍ୟ ଦୁଇ କେନ୍ଦ୍ରଶାସିତ ଅଂଚଳର ୪୯ ଆସନ ପାଇଁ ଭୋଟିଂ ହେବ । ଆଉ ୪୯ ଆସନ ମଧ୍ୟରୁ ଏଥର ସବୁଠୁ ଚର୍ଚ୍ଚାରେ ରହିଛି ଉତରପ୍ରଦେଶର ଦୁଇ ଆସନ ଆମେଥି ଓ ରାଇବରେଲି । କଗ୍ରେସ ନେତା ରାହୁଲ ଗାନ୍ଧୀ ଏଥର ଆମେଥି…

ରାଜଧାନୀରେ ନବୀନଙ୍କ ରୋଡ ଶୋ: ଜନତାକୁ କଲେ ସମ୍ବୋଧନ, କହିଲେ ଜୁଲାଇରୁ ମିଳିବ ମାଗଣା ବିଜୁଳି

କନକ ବ୍ୟୁରୋ: ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ ଶୋ । ଆଜି ସନ୍ଧ୍ୟାରେ ରୋଡ ଶୋ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ପ୍ରାୟ ୬ଟା ୪୫ରେ ମୁଖ୍ୟମନ୍ତ୍ରୀ ରୋଡ ସୋ ଗଙ୍ଗନଗର ଛକରୁ ରୋଡ ଶୋ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ…

ଅର୍ନ୍ତଜାତୀୟ ଫୁଟବଲରୁ ସୁନୀଲ ଛେତ୍ରିଙ୍କ ଅବସର ଘୋଷଣା: ଶେଷଥର ପାଇଁ ଖେଳିବେ ଫିପା ବିଶ୍ୱକପ ଯୋଗ୍ୟତା ମ୍ୟାଚ

କନକ ବ୍ୟୁରୋ: ଅବସର ଘୋଷଣା କଲେ ଭାରତୀୟ ଫୁଟବଲର ସୁନୀଲ ଛେତ୍ରୀ । ଜୁନ୍ ୬ ତାରିଖରେ ଖେଳାଯିବାକୁ ଥିବା କୁଏତ-ଭାରତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପରେ ଅନ୍ତର୍ଜାତୀୟ ଫୁଟବଲରୁ ସେ ଅବସର ଘୋଷଣା କରିବେ ବୋଲି ଘୋଷଣା କରିଛନ୍ତି । ବର୍ତମାନ ଭାରତୀୟ ଫୁଟବଲ ଦଳର ଅଧିନାୟକ ଭାବେ ଦାୟିତ୍ୱରେ…

ବନାରସ ବିଶ୍ୱବିଦ୍ୟାଳୟ ଗବେଷଣାରେ ବଡ଼ ଦାବି: କରୋନା ଟିକା କୋଭାକ୍ସିନର ରହିଛି ପାଶ୍ୱର୍ପ୍ରତିକ୍ରିୟା

କନକ ବ୍ୟୁରୋ: ବନାରସ ବିଶ୍ୱବିଦ୍ୟାଳୟ ଗବେଷଣାରେ ବଡ ଦାବି । କରୋନା ଟିକା କୋଭିସିଲ୍ଡ ପରେ କୋଭାକ୍ସିନରେ ଦେଖାଦେଉଛି ପାଶ୍ୱର୍ ପ୍ରତିକ୍ର୍ରିୟା । ରିପୋର୍ଟ ସାମ୍ନାକୁ ଆସିବା ପରେ ବଡ଼ ଖୁଲାସା ହୋଇଛି । ଟିକା ନେଇଥିବା ୧ ହଜାର ୨୪ ଜଣଙ୍କ ଅଧ୍ୟୟନ କରିବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ ।…

ଭାରତକୁ ପାକିସ୍ତାନର ସାଂସଦ ମୁସ୍ତାଫା କମଲଙ୍କ ପ୍ରଶଂସା: ଚନ୍ଦ୍ରଯାନ-୩ର ସଫଳତାର କଥା କହି ବଖାଣିଲେ ପାକିସ୍ତାନର…

କନକ ବ୍ୟୁରୋ: ପାକିସ୍ତାନ ଦୁର୍ଦ୍ଦର୍ଶା ବଖାଣିଲେ ପାକିସ୍ତାନର ସାଂସଦ । ଭାରତର ଉଦାହରଣ ଦେଇ ପାକିସ୍ତାନ ଥିବା ବିଭିନ୍ନ ମସସ୍ୟାର ଗୁମର ଖୋଲିଛନ୍ତି ପାକିସ୍ତାନର ସାଂସଦ ମୁସ୍ତାଫା କମଲ । ବୁଧବାର ପାକିସ୍ତାନର ସଂସଦରେ ମୁସ୍ତାଫା ଦେଇଥିବା ଭାଷଣ ଏବେ ଇଂଟରନେଟରେ ଭାଇରାଲ ହେଉଛି । ଯେଉଥିରେ…