Daily Archives

May 9, 2024

ଖରାପ ପ୍ରଦର୍ଶନକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ମତଭେଦ । ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ବଢିଲା ଚର୍ଚ୍ଚା ।

କନକବ୍ୟୁରୋ : ପ୍ଲେ ଅଫରୁ ବିଦା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ଦଳର ଖେଳାଳିଙ୍କ ମଧ୍ୟରେ ମତଭେଦର ଖବର ସାମ୍ନାକୁ ଆସିଛି । ଦଳର ବରିଷ୍ଠ ଖେଳାଳି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମ୍ୟାନେଜମେଂଟ ପାଖରେ ଫେରାଦ ହୋଇଥିବା କୁହାଯାଉଛି । ସେପଟେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ…

ହଲଚଲ ହେଉଛି ହରିଆଣା ରାଜନୀତି । ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

କନକବ୍ୟୁରୋ : ହରିଆଣାରେ ହେବ କି ଫ୍ଲୋର ଟେଷ୍ଟ । ତିନି ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ପ୍ରତ୍ୟାହାର । ହରିଆଣାରେ ରାଜନୈତିକ ହଟଚମଟ ଜାରି ରହିଛି । ମଙ୍ଗଳବାର ବିଜେପି ସରକାରକୁ ସମର୍ଥନ କରିଥିବା ୩ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏହା ପରେ ସରକାର…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ୍ ମିଳିବ କି ନାହିଁ । ଆସନ୍ତାକାଲି ସୁପ୍ରିମକୋର୍ଟ…

କନକବ୍ୟୁରୋ : ପ୍ରଚାର ଏକ ମୌଳିକ ଅଧିକାର ନୁହେଁ । ଏହାକୁ ଅନ୍ତରୀଣ ଜାମିନ ପାଇଁ ଆଧାର କରାଯାଇପାରିବ ନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ସୁପ୍ରିମ୍ କୋର୍ଟରେ ଏପରି ନିଜର ଆଭିମୁଖ୍ୟ ରଖିଛି । ନିର୍ବାଚନ…

କଂଗ୍ରେସ ଗଡରେ ଅମିତ ଶାହଙ୍କ ହୁଙ୍କାର । କ୍ଷମତାକୁ ଆସିଲେ ମୁସଲିମଙ୍କୁ ମିଳୁଥିବା ସଂରକ୍ଷଣ ହେବ ଉଚ୍ଛେଦ, ଏସସି, ଏସଟି…

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ଯେତିକି ଆଗଉଛି ସେତିକି ରୋଚକ ହେଉଛି । ଶାସକ ଦଳ ହୁଅନ୍ତୁ ବା ବିରୋଧୀ, ଉଭୟ ପକ୍ଷରୁ ଜବରଦସ୍ତ ବୟାନବାଜି ହେଉଛି । ତେଲେଙ୍ଗାନାର ଭୋଙ୍ଗିରରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ ଏହି ନିର୍ବାଚନ ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର…

ନିର୍ବାଚନ ବେଳେ ଦେଶରେ କେଉଁ ସଂପ୍ରଦାୟର କେତେ ଲୋକ । ଜାରି ହେଲା ରିପୋର୍ଟ, ବଢି଼ଛି ସଂଖ୍ୟାଲଘୁଙ୍କ ସଂଖ୍ୟା

କନକ ବ୍ୟୁରୋ : ନିର୍ବାଚନ ବେଳେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ)ର ରିପୋର୍ଟ । ଯେଉଁଥିରେ ଦେଶରେ ମୋଟ୍ ଜନସଂଖ୍ୟାରେ କେଉଁ ସଂପ୍ରଦାୟର କେତେ ଜନସଂଖ୍ୟା ରହିଛି ଉଲ୍ଲେଖ ରହିଛି । ଦେଶ ସ୍ୱାଧୀନ ହେବା ପରେ ୧୯୫୦ରୁ ୨୦୧୫ ମଧ୍ୟରେ ହିନ୍ଦୁଙ୍କ…

ବ୍ରହ୍ମପୁର ଲଜ୍ଜା, ତେଜିଲା ପ୍ରତିବାଦ: ରାସ୍ତାକୁ ଓହ୍ଲାଇବା ବିଜେପି ମହିଳା ମୋର୍ଚ୍ଚା

କନକ ବ୍ୟୁରୋ: ବ୍ରହ୍ମପୁରରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଜେପିର ମହିଳା ମୋର୍ଚ୍ଚା । ମହିଳା ମୋର୍ଚ୍ଚାର ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ମହିଳାମାନେ ବ୍ରହ୍ମପୁର ଏସ୍ପି ଅଫିସ୍ ସମ୍ମୁଖରେ ପ୍ରତିବାଦ କରିବା ସହ…