Daily Archives

April 23, 2020

ପୁଲିସ-ନକ୍ସଲ ଗୁଳିବିନିମୟ; ଖସିଗଲେ କ୍ୟାଡର, ସାମଗ୍ରୀ ଜବତ

କନକ ବ୍ୟୁରୋ :  କରୋନା ପାଇଁ ସୁରକ୍ଷା କର୍ମୀଙ୍କ ମାଓ ଦମନ ଗତିବିଧି କମିଛି। ଯାହାର ସୁଯୋଗ ନେଇ ମାଲକାନଗିରି ଜିଲ୍ଲାରେ ପଶିଥିଲେ ନକ୍ସଲ। ଦଲଦଲି ଘଞ୍ଚ ଜଙ୍ଗଲରେ କ୍ୟାମ୍ପ କରି ଠୁଳ ହେବା ସହ ଆଖପାଖ ଗାଁକୁ ଯାଇ ଲୋକଙ୍କୁ ଧମକ ଦେଉଥିଲେ। ସପ୍ତାହେ ହେଲା ସରକାର ବିରୋଧୀ ଆଭିମୁଖ୍ୟ ନେଇ…

ସ୍ଥିତି ଗମ୍ଭୀର କରୁଛି କରୋନା ବିଶ୍ୱର ସ୍ଥିତିକୁ ଗମ୍ଭୀର କରୁଛି କରୋନା । ବିଗିଡିବାରେ ଲାଗିଛି ଆମେରିକା ଓ ଫ୍ରାନ୍ସ…

କନକ ବ୍ୟୁରୋ :  ବିଶ୍ବବ୍ୟାପୀ ୨୫ ଲକ୍ଷ ୯୨ ହଜାର ଲୋକ କରୋନା ସଂକ୍ରମିତ ‌ହୋଇଛନ୍ତି ଏବଂ ୧ ଲକ୍ଷ ୮୧ ହଜାର ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୫ ହଜାରରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୫,୦୦୦ ଟପିଛି। ଆମେରିକା ପରେ ଏବେ…

ଯାଜପୁରର ୮ ଗାଁକୁ କଂଟେନମେଂଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ମେ ୫ତାରିଖ ରାତି ୮ଟା ପର୍ଯ୍ୟନ୍ତ ଅବରୋଧ ଅଂଚଳ…

କନକ ବ୍ୟୁରୋ : ବୁଧବାର ୮୩ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଅଂଚଳର ବୋଲି ଜଣାପଡିବା ପରେ ଆକ୍ରାନ୍ତ ରହୁଥିବା ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଦଶରଥପୁର ବ୍ଲକ ଅନ୍ତର୍ଗତ ଅକରପଡା ଓ ଚିତାଳ ପଂଚାୟତର ୮ଟି ଗାଁକୁ କଂଟେନମେଂଟ ଅଂଚଳ ବୋଲି ଘୋଷଣା କରାଯାଇଛି । ଏହି…

ତାଲାବନ୍ଦ : କୋର୍ଟକୁ ଯିବା ଲାଗି ଅନୁମତି ଦେବା ପ୍ରସଙ୍ଗ, ସତ୍ୟପାଠ ଦାଖଲ ପାଇଁ ସରକାରଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ଲକ୍‌ଡାଉନ ସମୟରେ କୋର୍ଟ କାର୍ଯ୍ୟ କରିବା ପାଇଁ ଯାଉଥିବା ଆଇନଜୀବୀ, ମୋହରିର ଓ ଅନ୍ୟମାନଙ୍କୁ ରାସ୍ତାରେ ଗାଡ଼ି ନେଇ ଯାତାୟାତ କରିବାକୁ ଅନୁମତି ପ୍ରଦାନ ସଂପର୍କିତ ମାମଲାରେ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି…

କରୋନା ମୁକାବିଲାରେ ବଡ ସଫଳତା ଆଣିଛି ଲକଡାଉନ । ପାଖାପାଖି ୮୫ ପ୍ରତିଶତ ରୋଗ ତାଲାବନ୍ଦ ପାଇଁ ଯାଉଛି କମି

କନକ ବ୍ୟୁରୋ :  ଭାରତ ଲକ୍‌ଡାଉନ୍‌ର ଚତୁର୍ଥ ସପ୍ତାହରେ ପହଞ୍ଚିଛି। କରୋନା ରୋକିବାପାଇଁ ଲକ୍‌ଡାଉନ୍‌ ନିୟମକୁ ମଧ୍ୟ ବିଭିନ୍ନ ସ୍ଥାନରେ କଡ଼ାକଡ଼ି କରାଯାଇଛି। ତେବେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ , ଲକ୍‌ଡାଉନ୍‌ ଦ୍ବାରା କରୋନା ବ୍ୟାପିବା…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରଶଂସା କଲେ ବିଲ ଗେଟସ୍ : କରୋନା ମୁକାବିଲାରେ ଭାରତର ପଦକ୍ଷେପ ପ୍ରଶଂସନୀୟ

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇ ସାରା ବିଶ୍ୱ ଲଢୁଛି । ଭାରତ କୋଟିକୋଟି ଜନସଂଖ୍ୟା ଓ କମ ସଂସାଧନରେ ମହାମାରୀକୁ ରୋକିବା ପାଇଁ ଯେପରି ପଦକ୍ଷେପ ନେଇଛି ତାକୁ ସାରା ବିଶ୍ୱ ପ୍ରଶଂସା କରୁଛି । ଆଉ ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତି ବିଲ ଗେଟସ୍ । ବୁଧବାର…