Daily Archives

March 18, 2020

ଆସନ୍ତାକାଲି ୟେସ ବ୍ୟାଙ୍କରୁ ଜଗା ଟଙ୍କା ଉଠାଇବାକୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି: ଆଜି ସନ୍ଧ୍ୟାରେ ସରୁଛି…

କନକ ବ୍ୟୁରୋ: ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ଜମା ରଖାଯାଇଥିବା ଜଗା ଟଙ୍କା ଉଠାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି  ନିଷ୍ପତି ନିଆଯାଇଛି । ଆଜି ସନ୍ଧ୍ୟାରେ ସରୁଛି ଜମା ଥିବା ଟଙ୍କାର ମୋରୋଟୋରିୟମ ପିରିୟଡ । ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଜମା ରଖାଯାଇଛି । କାଲି ୩୮୯…

ଭୁବନେଶ୍ୱରରେ ନିୟମ ମାନୁନଥିବା ଶିକ୍ଷାନୁଷ୍ଠାନ ଉପରେ ଚଢାଉ : ସରକାରୀ, ବେସରକାରୀ ସ୍କୁଲ ଓ କୋଚିଂ ସେଂଟର ଉପରେ ୪ଟି…

କନକ ବ୍ୟୁରୋ : ଭୁବନେଶ୍ୱରରେ ନିୟମ ମାନୁନଥିବା ଶିକ୍ଷାନୁଷ୍ଠାନ ଉପରେ ଚଢାଉ । ଭୁବନେଶ୍ୱରରେ କେତେକ ସ୍କୁଲ ଓ କୋଚିଙ୍ଗସେଂଟର କରୋନା ପାଇଁ ଲଗାଯାଇଥିବା କଟକଣା ମାନୁନଥିବା ଅଭିଯୋଗ ଆସିବା ପରେ, ଆଜି ବିଭାଗ ପକ୍ଷରୁ ଯାଂଚ କରାଯାଇଛି । ଭୁବନେଶ୍ୱର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା…

ଗଜପତିରୁ ଉଠିଲା ୧୪୪ ଧାରା : ହେଲେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଜାରି ରହିବ କଟକଣା, ଯାଜପୁରରେ ବି କୋହଳ ହେଲା ୧୪୪…

କନକ ବ୍ୟୁରୋ : କରୋନା ପାଇଁ ଗଜପତି ଜିଲ୍ଲାରେ ଜାରି କରାଯାଇଥିବା ୧୪୪ ଧାରାକୁ ଉଠାଇଦିଆଯାଇଛି । ହେଲେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୁପ କଟକଣା ଜାରି ରହିବ ।  କିନ୍ତୁ ସାମାଜିକ ମିଳାମିଶା ଉପରେ କଟକଣା ଲଗାଇ ସର୍ବସାଧାରଣ ସ୍ଥାନରେ ସମସ୍ତଙ୍କୁ ପରସ୍ପରଠାରୁ ଏକ ମିଟର ଦୂରତା ରଖିବାକୁ…

କରୋନା ପାଇଁ ଭୁବନେଶ୍ୱରରେ ସମସ୍ତ ହାଟ ଉପରେ କଟକଣା । ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ ବିଏମସି ପରିସରରେ ଥିବା ସବୁ ହାଟ

କନକ ବ୍ୟୁରୋ: ସନ୍ଧ୍ୟାରେ ରାଜଧାନୀରେ ଖୋଲିବନି ହାଟ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହେଲା ଏହି କଟକଣା । ବିଏମସି ଅଧିନରେ ଥିବା ସମସ୍ତ ହାଟ ସନ୍ଧ୍ୟା ୬ଟାରୁ ବନ୍ଦ ରଖିବ । ସେହିପରି ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁ ରହିବ ହାଟ । ତେବେ କରୋନାକୁ ଦୃଷ୍ଟିରେ ରଖି…

ମହଙ୍ଗା ପଡିଲା ସୋସିଆଲ ମିଡିଆରେ କରୋନା ନେଇ ମିଛ ପ୍ରଚାର : ତାଳଚେରର ଯୁବକ ଗିରଫ,କରୋନାରେ ଅନୁଗୁଳର ଜଣେ ଯୁବକଙ୍କ…

କନକ ବ୍ୟୁରୋ : ମହଙ୍ଗା ପଡିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ ଅଭିଯୋଗରେ ତାଳଚେରର ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ତାଳଚେର ଜଣେ ଯୁବକ ତାଙ୍କ ଫେସବୁକ ଆକାଉଂଟରେ ଅନୁଗୁଳର ଜଣେ ଯୁବକ କରୋନାରେ ପ୍ରାଣ ହରାଇଥିବା ଲେଖିଥିଲେ । ଏହାକୁ ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି…

ମାଲକାନଗିରି ମାଥିଲି ବ୍ଲକରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଡାକ୍ତରୀ ଦଳ : ଆତଙ୍କିତ ନହେବାକୁ ଘର ଘର ବୁଲି…

କନକ ବ୍ୟୁରୋ : ଲୋକଙ୍କ ମନରେ ସୃଷ୍ଟି ହୋଇଥିବା କରୋନା ଆତଙ୍କ ଦୂର କରିବାକୁ ମାଲକାନଗିରିରେ ଅଂଟା ଭିଡିଛନ୍ତି ଡାକ୍ତରୀ ଦଳ । ମାଥିଲି ବ୍ଲକ ସଦରର ବିଭିନ୍ନ ଆଦିବାସୀ ପଡା ଗାଁରେ ରାତିରେ ଘରକୁ ଘର ବୁଲି ସଚେତନତା କରିଛନ୍ତି ଡାକ୍ତର । ଲୋକଙ୍କୁ କରୋନା ସମ୍ପର୍କରେ ବୁଝାଇବା ସହିତ କିପରି…