Daily Archives

March 18, 2020

କରୋନା ସତର୍କତା ପରେ ପୁରୀରେ କମିଲେ ପର୍ଯ୍ୟଟକ : ମୁହଁରେ ମାସ୍କ ବାନ୍ଧି ଶ୍ରୀମନ୍ଦିରକୁ ଯାଉଛନ୍ତି ଶ୍ରଦ୍ଧାଳୁ,…

କନକ ବ୍ୟୁରୋ : କରୋନା ପାଇଁ ପୁରୀ କମିଯାଇଛି ପର୍ଯ୍ୟଟକଙ୍କ ସଂଖ୍ୟା। ଶ୍ରୀମନ୍ଦିରକୁ ଅଳ୍ପ ସଂଖ୍ୟକ ଭକ୍ତ ପ୍ରବେଶ କରୁଛନ୍ତି । ଉପଯୁକ୍ତ ଯାଂଚ କରାଯାଇ ଭକ୍ତଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ମୁହଁରେ ମାସ୍କ ବାନ୍ଧି ଶ୍ରୀମନ୍ଦିରକୁ ଯାଉଛନ୍ତି ଶ୍ରଦ୍ଧାଳୁ । ସେବାୟତ ବି…

କରୋନାର କୋକୁଆ ଭୟ ! ଯାଜପୁର ଘରୋଇ ବସଷ୍ଟାଣ୍ଡରେ ଆରମ୍ଭ ହେଲା ସାନିଟାଇଜେସନ୍ 

କନକ ବ୍ୟୁରୋ : କରୋନ ଭୂତାଣୁ ପାଇଁ ସମସ୍ତେ ଭୟଭୀତ । ଏପରି ସମୟରେ ଭୟଭୀତ ନହୋଇ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା ହାତକୁ ନିଆଯାଇଛି । ଓଡ଼ିଶାରେ କରୋନା ମୁକାବିଲା…

ସାଉଦି ଆରବରୁ ଫେରିବା ପରେ ଆଇସୋଲେସନରେ ସୁରେଶ ପ୍ରଭୁ । ରିପୋର୍ଟ ନେଗେଟିଭ୍ ଆସିଥିଲେ ବି ପ୍ରତିଷେଧକମୂଳକ ପଦକ୍ଷେପ…

କନକ ବ୍ୟୁରୋ: ସାଉଦି ଆରବରୁ ଫେରିବା ପରେ ଆଇସୋଲେସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ । ରିପୋର୍ଟ ନେଗେଟିଭ୍ ଆସିଥଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ନିଷ୍ପତି ନେଇଛନ୍ତି । ସୁରେଶ ପ୍ରଭୁ ମାର୍ଚ୍ଚ ୧୦ ତାରିଖରେ ଏକ…

ଆଇକୋନିକ୍ ସାଇଟରେ କୋଣାର୍କ : କେନ୍ଦ୍ର ସରକାରଙ୍କ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର କୋଣାର୍କ ମନ୍ଦିର

କେନ୍ଦ୍ର ସରକାର ଓଡ଼ିଶାର ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ଦେଶର ୧୯ଟି ଆଇକନିକ ବା ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏ ସଂପର୍କରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।  ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କ ଏକ…

ସାନ ସିନା ଦାନ ତା ମହାନ…ଅଙ୍ଗଦାନ କରି ୬ ବର୍ଷୀୟା ଦିବ୍ୟାଶ୍ରୀ ବଞ୍ଚାଇଲା ୩ ଜଣଙ୍କ ଜୀବନ

କନକ ବ୍ୟୁରୋ: ମୃତ୍ୟୁ ପରେ ଅଙ୍ଗଦାନ କରି ୩ ଜଣଙ୍କୁ ନୂଆ ଜୀବନ ଦେଇଛି ମାତ୍ର ୬ବର୍ଷର ଜଣେ ଶିଶୁକନ୍ୟା। ସେ ହେଲା, ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ)ରେ ରହୁଥିବା ଭାରତୀୟ ଦମ୍ପତି ଅରୁଣ କୁମାର ଓ କୀର୍ତ୍ତିଙ୍କ ଏକମାତ୍ର ଶିଶୁକନ୍ୟା ଦିବ୍ୟାଶ୍ରୀ। ସେ ଦୀର୍ଘ ଦିନ ଧରି ହୃଦ୍ ଓ ପଲମ୍ୟୁନାରି…

ଖୋର୍ଦ୍ଧା ବନଖଣ୍ଡ ନିରାକାରପୁର ଅଂଚଳରେ ଆହତ ହାତୀ ଦନ୍ତାହାତୀର ପହରା । କାରଣ ଅସ୍ପଷ୍ଟ, ସ୍ଥାନୀୟ ଅଂଚଳରେ ଆତଙ୍କ

କନକ ବ୍ୟୁରୋ: ହାତୀକୁ ଜଗିଛି ଦନ୍ତାହାତୀ । ଖୋର୍ଦ୍ଧା ବନଖଣ୍ଡ ନିରାକାରପୁର ଅଂଚଳରେ ଗୋଟିଏ ଆହତ ହାତୀ ପଡି ରହିଥିବାବେଳେ ଆଉ ଏକ ଦନ୍ତାହାତୀ ତାକୁ ପହରା ଦେଉଛି । ତେବେ ହାତୀ କେମିତି ଆହତ ହେଲା ଏହାର କାରଣ ଅସ୍ପଷ୍ଟ ରହିଛି । ଦନ୍ତା ହାତୀ ବୁଲୁଥିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ…