Daily Archives

March 7, 2020

ତଳେ ଜ୍ୱାଲାମୁଖୀ .. ଉପରେ ଡେୟାର୍ ଡେଭିଲ୍ସ : ଡହଡହ ଜ୍ୱାଲାମୁଖୀର ୧୮୦୦ ଫୁଟ୍ ଉଚ୍ଚତା ଉପରେ ୩୧ ମିନିଟ୍ ଦଉଡିରେ ଚାଲି…

ଆମେରିକାର ୪୧ ବର୍ଷୀୟ ଡେୟାର୍ ଡେଭିଲ୍ସ ନିକ୍ ୱାଲେଣ୍ଡା ବୁଧବାର ନିକାରାଗୁଆରେ ଥିବା ଜ୍ୱାଲାମୁଖୀ ମସାୟା ଉପରେ ରୋପ୍ ୱାର୍କ (ଦଉଡିରେ ଚାଲିବା) କରିଥିଲେ । ଏଭଳି ଦୁଃସାହସିକ କାମ କରିବାରେ ସେ ପ୍ରଥମ ବ୍ୟକ୍ତି ହୋଇଛନ୍ତି । ନିକ୍ ଙ୍କ ଷ୍ଟଣ୍ଟ୍ ପାଇଁ ଜ୍ୱାଲାମୁଖୀର କ୍ରେଟର୍ ମାଉଥ୍ ଅଫ୍…

ଚଳିତବର୍ଷ ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା

କନକ ବ୍ୟୁରୋ: ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ରଙ୍ଗ ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି । ତେବେ କରୋନା ଭାଇରସକୁ ନଜରରେ ରଖି ନବୀନ ଏଭଳି ନିଷ୍ପତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।…

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ କଟକଣା ପାଇଁ…

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ  ମନ୍ତ୍ରୀ ଓ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳ କରୋନା ସ୍ଥିତି ସମୀକ୍ଷା କରିବାକୁ…

ଛଅ ଟଙ୍କା ଘୋଡାକୁ ନଅ ଟଙ୍କା ଦାନା । ଟ୍ରାଫିକ ନିୟମ ଭାଙ୍ଗିବାରୁ ବସକୁ ଲାଗିଲା ବଡ଼ ଫାଇନ । ୧୩ ଲକ୍ଷ ୫୦୦ ଟଙ୍କାର…

କନକ ବ୍ୟୁରୋ: ଛଅ ଟଙ୍କା ଘୋଡାକୁ ନଅ ଟଙ୍କା ଦାନା । ଟ୍ରାଫିକ ନିୟମ ଉଂଲଘନ ଅଭିଯୋଗରେ ବାଲେଶ୍ୱରରେ ବସକୁ ବଡ଼ ଫାଇନ । ୧୩ ଲକ୍ଷ ୫୦୦ ଟଙ୍କାର ଫାଇନ କାଟିଛି ପରିବହନ ବିଭାଗ । ପୂର୍ବରୁ ଦୁଇ ଦୁଇ ଥର ଜୋରିମାନା ସାମନା କରିଥିବା ଏହି ବସକୁ ସିଜ ମଧ୍ୟ କରାଯାଇଛି । କଟକରୁ ୱାରେଂଟ ଜାରି ହେବା…

ମୋଦିଙ୍କ ଆଖିରେ ଲୁହ : ଜନଔଷଧୀ ଯୋଜନାରେ ଲାଭବାନ ହୋଇଥିବା ମହିଳାଙ୍କ ସହ କଥା ହେଲାବେଳେ ଭାବୁକ ହେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ମୋଦିଙ୍କ ଆଖିରେ ଲୁହ । ଜନଔଷଧୀ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କ ସହ ଆଲୋଚନା ସମୟରେ ଭାବୁକ ହୋଇ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାରେ ଲାଭବାନ୍ ହୋଇଥିବା ଦୀପା ଶାହା ନିଜ କାହାଣୀ ବଖାଣିଛନ୍ତି । ପୂର୍ବରୁ ଔଷଧ କିଣିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ…

ଫେସବୁକକୁ କଲବଲ କଲା କରୋନା । କର୍ମଚାରୀଙ୍କ ଦେହରେ ଚାଇନା ଭାଇରସ ଚିହ୍ନଟ ପରେ ୩ଟି ଅଫିସରେ ଝୁଲିଲା ତାଲା । ୩ ହଜାର…

କନକ ବ୍ୟୁରୋ: କାୟା ମେଲାଉଛି କରୋନା । ବିଶ୍ୱବ୍ୟାପି କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଯାଇଥିବା ବେଳେ ଏହି ଭୟଙ୍କର ଭାଇରସ୍ ବର୍ତ୍ତମାନ ୯୩ ଦେଶକୁ ନିଜ କବଳରେ କରିଦେଲାଣି । କରୋନାରେ ଆଜି ସୁଦ୍ଧା ୧ଲକ୍ଷ ୧୬୨ ଜଣ ସଂକ୍ରମିତ…