Daily Archives

March 7, 2020

ଶସ୍ତା ଓ ସୁବିଧାରେ ଲୋକଙ୍କୁ ମିଳୁଛି ଔଷଧ : ୫୦ରୁ ୭୦ ପ୍ରତିଶତ ଯାଏ ଶସ୍ତାରେ ପାଉଛନ୍ତି ହିତାଧିକାରୀ, ଜନଔଷଧୀ ଯୋଜନା…

କନକ ବ୍ୟୁରୋ : ଲୋକଙ୍କୁ ଶସ୍ତା ଓ ସୁବିଧାରେ ଔଷଧ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଜନଓøଷଧୀ ଯୋଜନା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶରେ ୬ ହଜାର ଜନଓøଷଧୀ କେନ୍ଦ୍ର ଖୋଲାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସବୁ କେନ୍ଦ୍ରରେ ୫୦ରୁ ୭୦ ପ୍ରତିଶତ…

‘କରୋନା’ ପାଇଁ ବିମାନସେବା ପ୍ରଭାବିତ । ୨୫୬ ସିଟ୍ ବିମାନରେ ଉଡ଼ିଲେ ମାତ୍ର ୨୫ ଯାତ୍ରୀ । ସେପଟେ କୁଏତ ସମେତ ୬ଟି ଦେଶକୁ…

କନକ ବ୍ୟୁରୋ: କରୋନା ଭୟ ଯୋଗୁଁ ବିମାନସେବା ପ୍ରଭାବିତ । ଦିଲ୍ଲୀରୁ ଲଣ୍ଡନ, ନ୍ୟୁୟର୍କ, ତୁର୍କୀ ଭଳି ସ୍ଥାନକୁ ବିମାନ ସେବା ବ୍ୟାପକ ଭାବରେ ପ୍ରଭାବିତ ହୋଇଛି । ଏମିତି କି ୨୫୬ ସିଟ୍ ବିଶିଷ୍ଟ ଏକ ବିମାନରେ ଉଡ଼ିଲେ ମାତ୍ର ୨୫ ଯାତ୍ରୀ । ସେପଟେ କୁଏତ ସମେତ ୬ଟି ଦେଶକୁ ଉଡ଼ାଣ ବନ୍ଦ ହୋଇଛି ।…

ନାରୀଙ୍କୁ ପରିଚୟ : ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୯ ମହିଳା ବ୍ୟକ୍ତିତ୍ୱଙ୍କୁ ‘ଓଡ଼ିଶା ଉତ୍କର୍ଷ…

କନକ ବ୍ୟୁରୋ :  ସବୁର ସ୍ରଷ୍ଟା ନାରୀ ନିଜେ ଅବହେଳିତ! ପୁଣି ସେ ନିଜ ପରିଚୟ ବି ଖୋଜୁଛି! ଏଭଳି କଥା ଶୁଣିଲେ ଓ ପରିସ୍ଥିତି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ଏତେ ସତ୍ତ୍ବେ ପୁରୁଷ ପ୍ରାଧାନ୍ୟ ପେସ‌ାରେ ନାରୀ ନିଜକୁ ସାମିଲ କରି ନିଜର ଉତ୍କର୍ଷ ପ୍ରତିପାଦିତ କରୁଛି। ସେଭଳି…

ଦିଲ୍ଲୀ ହିଂସା : ଦିଲ୍ଲୀ ପୋଲିସ୍ ନଜରରେ ତାହିର୍ ହୁସେନର ୪ ସାଥୀ , ହିଂସା ବେଳେ ତାହିରକୁ ସାହାଯ୍ୟ କରିଥିବା ଲୋକଙ୍କୁ…

ଦିଲ୍ଲୀ ହିଂସା ମାମଲାରେ ଆପ୍ ର ପୂର୍ବତନ ନେତା ତାହିର୍ ହୁସେନଙ୍କୁ ଶୁକ୍ରବାର କଡ଼କଡ଼ଡୁମା କୋର୍ଟରେ ହାଜର କରାଗଲା । ଯେଉଁଠାରୁ ତାଙ୍କୁ ପୋଲିସ୍ ରିମାଣ୍ଡରେ ପଠାଇସାରିଛି । ଏଥିମଧ୍ୟରେ , ଦିଲ୍ଲୀ ପୋଲିସ୍ ର କ୍ରାଇମ୍ ବ୍ରାଞ୍ଚ୍ ଟିମ୍ କହିବାନୁସାରେ ମୁସ୍ତଫାବାଦ୍ ରେ ୪ ଜଣ ଲୋକ ତାହିର୍…

ଦୂର ହେବ କି ସଙ୍କଟ ? ୟେସ୍ ବ୍ୟାଙ୍କର ୪୯ % ଅଂଶଧନ କିଣିପାରେ ଏସବିଆଇ

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କକୁ ଭରସା ଏସବିଆଇ । ୟେସ୍ ବ୍ୟାଙ୍କର ୪୯ % ଅଂଶଧନକୁ କିଣିପାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ସାମ୍ବାଦିକ ସମ୍ବିଳନୀ କରି ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି-ୟେସ୍ ବ୍ୟାଙ୍କକୁ ବର୍ତମାନ ୨୦ ହଜାର କୋଟି ଆବଶ୍ୟକ । ଆଉ ଏସବିଆଇ ୨୪ ଶହ ୫୦ କୋଟି ଟଙ୍କା…

ବିହାରର ମୁଜାଫରପୁରରେ ସ୍କର୍ପିଓ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ୧୧ ମୃତ, ୪ ଗୁରୁତର

କନକ ବ୍ୟୁରୋ : ବିହାରର ମୁଜାଫରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ଭୋର ସମୟରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି  । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି । ମୁଜାଫରପୁର ଜିଲ୍ଲାର କାଣ୍ଟି ଥାନା ଅଞ୍ଚଳରେ ଏକ ସ୍କର୍ପିଓ ଓ…