Daily Archives

March 4, 2020

ତେଜସ୍ୱିନୀ ଓଜସ୍ୱିନୀ । ନିଜେ କର୍କଟ ରୋଗ ସହ ଲଢୁଛନ୍ତି ଅସହାୟଙ୍କ ସେବା କରି ଉଦାହରଣ ପାଲଟିଛନ୍ତି ।

କନକ ବ୍ୟୁରୋ: ମାନବ ସେବା ହିଁ ମାଧବ ସେବା । ଦୁସ୍ଥ ଏବଂ ଅସହାୟଙ୍କ ସେବାରେ ହିଁ ମିଳେ ଆତ୍ମତୃପ୍ତି । ଯାହା ଅନ୍ୟ କୈଣସି ସେବାରେ ମିଳିନଥାଏ । ନିଜେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସଂମୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ବି ଅସହାୟକଙ୍କ ସେବା କରି ଉଦାହରଣ ସାଜିଛନ୍ତି ଓଜସ୍ୱିନୀ ବିଶୋଇ ।…

ସୁଆଦିଆ ଫାଷ୍ଟଫୁଡ୍ ପଛର କଳାସତ : ଫାଷ୍ଟଫୁଡର ସୌଖିନ ମଣିଷ ଟିକେ ସାବଧାନ … ଏଭଳି ଖାଇଲେ କରୋନା ନୁହଁ ସିଧା କାଳ…

ବଜାରର ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରୁଥିବା ଲୋକ ଏହି ଖବର ଉପରେ ଟିକେ ନଜର ପକାନ୍ତୁ । ପାଟି ଲାଳସା ପାଇଁ ଆପଣ ଯେଉଁ ଫାଷ୍ଟଫୁଡ୍ ଖାଉଛନ୍ତି ଏହା ପଛରେ ଥିବା ସତ ଯେ କେତେ କଳା ତାହା ଆପଣ ଏହି ଭିଡିଓରୁ ଜାଣିପାରିବେ । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଠେଲାବାଲା…

ନିରାସ କରୁଛି ବିଏସଏନଏଲ୍! ଟାୱାର ଅଛି ହେଲେ ମିଳୁନି ନେଟୱର୍କ ଲିଙ୍କ୍, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ।

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଆସୁନି ବିଏସଏନଏଲ ନେଟୱାର୍କ । ଫଳରେ ହାତରେ ମୋବାଇଲେ ଅଛି ହେଲେ କାମରେ ଆସୁନି । ସହରରେ ସେବା ଯୋଗାଇବା ଉଦେଶ୍ୟରେ ଟାୱାର ଠିଆ ହୋଇଛି, ହେଲେ କୌଣସି କାର୍ଯ୍ୟରେ ଲାଗୁନି । କେଉଁଠି ବିଏସଏନଏଲ କେବୁଲ ଛିଡ଼ି ଯାଇଛି, ତ କେଉଁଠି ତାର ବିଲକୁଲ୍ ଟଣା…

ହାଇଦ୍ରାବାଦରେ ଆରମ୍ଭ ହେଲା ୫ ଟଙ୍କିଆ ମୋବାଇଲ୍ କ୍ୟାଣ୍ଟିନ୍ : ୫ ଟଙ୍କାରେ ଗରମାଗରମ ପେଟପୁରା ଭୋଜନ ଖାଇବେ ଦିବ୍ୟାଙ୍ଗ…

ହାଇଦ୍ରାବାଦରେ ଅନ୍ନପୂର୍ଣ୍ଣା ମୋବାଇଲ୍ କ୍ୟାଣ୍ଟିନର ଶୁଭାରମ୍ଭ ହୋଇଛି । ଏହି ସୁବିଧା ଆରମ୍ଭ କରିଛନ୍ତି ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେଶନ (GHMC) । ମୁଖ୍ୟତଃ ଅସହାୟ ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପାଖରେ ଗରମ ଖାଦ୍ୟ ପହଞ୍ଚାଇବା ହେଉଛି ଏହାର ମୂଳ ଲକ୍ଷ୍ୟ । ହରେକୃଷ୍ଣା…

ସଂଘର୍ଷ ଭିତରେ ମା’ ରୁ ମାରାଥନ୍ ରାଣୀ ସାଜିଲେ ସୀମା : କେବେ ପରିସ୍ଥିତିରେ ପଡି ପରଘରେ କାମ କରୁଥିବା ମହିଳା ଆଜି…

ଜିତିବାର ନିଶା ଓ ଆତ୍ମବିଶ୍ୱାସ ପାଇଁ ମଣିଷ ଯେକୌଣସି ଅସମ୍ଭବକୁ ସମ୍ଭବ କରିପାରେ। ଯାହା କରି ଦେଖାଇଛନ୍ତି ମୁମ୍ୱାଇର ନାଳାସୋପାରାରେ ରହୁଥିବା ୩୮ ବର୍ଷୀୟା ସୀମା ବର୍ମା । ଯାହାଙ୍କ ବ୍ୟକ୍ତିଗତ ଜୀବନ କୌଣସି ପ୍ରେରଣାଦାୟୀ ସଂଘର୍ଷର କାହାଣୀ ଠାରୁ କମ୍ ନୁହେଁ । ଜୀବନ ବଞ୍ଚାଇବା ପାଇଁ ଦିନେ…

କରୋନା ଭାଇରସର ପ୍ରତିଷେଧକ ଔଷଧ ମିଳୁଥିବା ନେଇ ଦାବି କଲେ ଦୋକାନୀ । ବାଲେଶ୍ୱର ଦୋକାନ ଆଗରେ ଲଗାଇଲେ ବୋର୍ଡ

କନକ ବ୍ୟୁରୋ: ବିଶ୍ୱରେ ଏବେ ମହାମାରୀ ରୂପ ନେଇଛି କରୋନା ଭାଇରସ୍ । ଚାଇନାର ଉହାନ ସହରରେ ଉଭା ହୋଇଥିବା ଏହି ଘାତକ ଭୁତାଣୁରେ ଶିକାର ହୋଇ ସାରା ବିଶ୍ୱରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷେରୁ ଅଧିକ ଲୋକ ଏବେ ଏହା ସଂସ୍ପର୍ଶରେ ଆସି ଜୀବନ ସହ ସଂଗ୍ରାମ କରୁଛନ୍ତି ।…