Daily Archives

March 4, 2020

ବାପା ନାହିଁ , ମା ବି ପର କରି ଛାଡ଼ି ଚାଲିଗଲା. . . . ଚାରି କୁନି କୁନି ଭାଇଙ୍କ ମା’ ସାଜିଛି ବଡ଼ଭାଇ, ଘରର ମୂରବୀ ସାଜି…

କନକ ବ୍ୟୁରୋ : ମା’ ନାହିଁ ସିନା ବଡ଼ ଭାଇ ତ ଅଛି । ମା'ର ସ୍ନେହବୋଳା ପଣତକାନି ପାଲଟିଛି ବଡ଼ଭାଇର ଚିରାଫଟା ସାର୍ଟ । ଚାରି କୁନି କୁନି ସାନ ଭାଇଙ୍କ ଅଳିଅର୍ଦ୍ଦଳୀ ସହୁଛି ବଡ଼ଭାଇ । କଥାରେ ଅଛି ଦୁଃଖ ଆସିଲେ ଭାଇ ଭାଇ ବନ୍ଧୁ କୁଟୁମ୍ବ ନେଇ ଆସେ । ପ୍ରଥମେ ବାପା ଚାଲିଗଲେ, ଆଉ ତା’ପରେ…

ଭାରତରେ ଏବେ ୨୫ଜଣ କରୋନା ଆକ୍ରାନ୍ତ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସୂଚନା, ସେପଟେ ଭୟରେ…

କନକ ବ୍ୟୁରୋ : ଭାରତରେ ଏବେ ୨୫ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ସେମାନଙ୍କ ଦେହରେ କରୋନା ପଜିଟିଭ୍ ରହିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ମୋଟ ୨୮ଟି କରୋନା…

ଓଡ଼ିଶାରେ କରୋନା ପାଇଁ ହଇଚଇ : ଭାଇରସ୍ ସଂକ୍ରମଣ ସନ୍ଦେହରେ ଭିମସାରରେ ଭର୍ତ୍ତି ହେଲେ ଦୁବାଇରୁ ଫେରିଥିବା ଯୁବକ

କନକ ବ୍ୟୁରୋ : କରୋନା ସଂକ୍ରମଣ ସନ୍ଦେହରେ ବୁର୍ଲା ଭିମସାରରେ ଜଣେ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ସୋନପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଯୁବକଙ୍କୁ ଭିମସାରଙ୍କୁ ସ୍ଥାନାନ୍ତର କରାଯାଇଛି । ଆଇସୋଲେସନ ୱାର୍ଡ଼ରେ ରଖି ଚିକିତ୍ସା କରାଯାଉଛି । ଯୁବକ ଜଣଙ୍କ କିଛି ଦିନ ତଳେ ଦୁବାଇରୁ ଫେରିଥିଲେ ।…

ମୋଦିଙ୍କୁ ଘାରିଲା ‘କରୋନା’ ଭୟ ! କରୋନା ଭାଇରସ ପାଇଁ ଏଥର ହୋଲି ଖେଳିବେନି ପ୍ରଧାନମନ୍ତ୍ରୀ । ବିଶେଷଜ୍ଞଙ୍କ ପରାମର୍ଶ…

କନକ ବ୍ୟୁରୋ: କରୋନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ହୋଲି ଖେଳିବେନି ବୋଲି ଟୁଇଟ କରିଛନ୍ତି । ଭିଡରୁ ଦୁରେଇ ରହିବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି ବୋଲି ମୋଦି ଟୁଇଟ କରିଛନ୍ତି । ସେଥିପାଇଁ ହୋଲି ମିଳନ ଉତ୍ସବରେ ସେ ସାମିଲ ହେବେନି । ଆସନ୍ତା ସପ୍ତାହରେ ସାରା ଦେଶରେ ହୋଲି…

ହୁସିଆର୍ ! ଗୁଜବ ଖେଳାଇଲେ ହୋଇପାରେ ଜେଲ୍…ଏଣିକି ମିଛ ଖବର ପ୍ରଚାର କଲେ ବାନ୍ଧିନେବ ପୋଲିସ୍: ଆଜୀବନ ଜେଲ୍ ସହ…

କନକ ବ୍ୟୁରୋ: ସାବଧାନ୍ ! ଏଣିକି ଗୁଜବ ଖେଳାଇଲେ ହେବ ଆଜୀବନ ଜେଲ୍ ! ମିଛ ଖବର ବା ଗୁଜବ କଲେ ଏବେ ବାନ୍ଧିନେବ ପୁଲିସ୍ । ଆଜିକାଲି ମୋବାଇଲ ଗାଁଠୁ ସହର, ପିଲାଙ୍କଠାରୁ ବୃଦ୍ଧ ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି । ତେବେ ମୋବାଇଲ ଯୋଗୁଁ ଯୋଗାଯୋଗ କ୍ଷେତ୍ରରେ ସୁଧାର ଆସିଛି ସତ ହେଲେ ଏଥିରେ…

ରାଜ୍ୟସଭା ପାଇଁ ଲବି ଜୋରଦାର : ତୃତୀୟ ମହଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ . . .…

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ଲବି ଜୋରଦାର ।  ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ବିଜେଡି ଖାତାକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଏଥିପାଇଁ ବିଜେଡ଼ି ସୁପ୍ରିମୋଙ୍କ ନିକଟରେ ଲବି ଜୋରଦାର । ତୃତୀୟ ମହଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ…