Monthly Archives

February 2020

ଲୋକାର୍ପିତ ହେଲା ‘ସମ୍ ଅଲ୍ଟିମେଟ୍ ମେଡିକେୟାର’: ଉଦଘାଟନୀ କାର୍ଯ୍ୟକ୍ରମରେ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ…

କନକ ବ୍ୟୁରୋ: ଲୋକାର୍ପିତ ହୋଇଛି ଅତ୍ୟାଧୁନିକ ସମ୍ ଅଲ୍ଟିମେଟ ମେଡିକେୟାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୁପର ସ୍ପେଶାଲିଟି ଡାକ୍ତରଖାନା ସମ ଅଲ୍ଟିମେଟ ମେଡିକେୟାର ଉଦଘାଟିତ ହୋଇଛି ।…

‘ରେଷ୍ଟୁରାଣ୍ଟ ଅନ୍ ହ୍ଵିଲ୍ସ’ ନାମରେ ଆରମ୍ଭ ହେଲା ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ୍ । ପୁରୁଣା ମେମୁ କୋଚ୍ ରୁ…

ଭାରତୀୟ ରେଳ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଆସନସୋଲ ରେଳଷ୍ଟେସନରେ ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ ଆରମ୍ଭ କରାଯାଇଛି । ଯାହାର ନାମ ‘ରେଷ୍ଟୁରାଣ୍ଟ ଅନ୍ ହ୍ଵିଲ୍ସ’ ରଖାଯାଇଛି । ପୂର୍ବତଟ ରେଳ ଅଧିକାରୀଙ୍କ କହିବା ଅନୁସାରେ, ଦୁଇଟି ପୁରୁଣା ମେମୁ କୋଚ୍ କୁ ମିଶାଇ ଏହି ରେଷ୍ଟୁରାଣ୍ଟ ତିଆରି…

ହ୍ରଦ ଭିତରେ ଅମାପ ଧନ , ଆଉ ସୁରକ୍ଷାରେ ନାଗ ଦେବତା ! ଭାରତର ଏଭଳି ଏକ ରହସ୍ୟ ହ୍ରଦ ଯେଉଁଠି ବହୁ ପୁରାତନ କାଳରୁ ପଡିଛି…

ପୁରାତନ ଧର୍ମଗ୍ରନ୍ଥରେ ନାଗ ପୂଜାର ବିଧିବିଧାନ ସମ୍ପର୍କରେ ଜାଣିବାକୁ ମିଳିଥାଏ । ଆଜିର ସମୟରେ ମଧ୍ୟ କିଛି ପାହାଡିଆ ଅଞ୍ଚଳରେ ନାଗ ପୂଜାକୁ ଉତ୍ସବ ଭଳି ଲୋକମାନେ ପାଳନ କରିଥାନ୍ତି । କେଉଁ କେଉଁ ସ୍ଥାନରେ କୁଳଦେବତା ରୁପେ ନାଗରାଜଙ୍କୁ ପୂଜା କରାଯାଏ ତ ଆଉ କେଉଁଠି ମନ୍ଦିର କିମ୍ବା…

ହୋମ ନିଆଁରେ ଜଳିଗଲା ଜୀବନର ସବୁ ଦୁଃଖ : ଚାନ୍ଦିନୀର ହାତ ପାହାନ୍ତରେ ସ୍ୱର୍ଗର ଚାନ୍ଦ, ଅଗ୍ନିକୁ ସାକ୍ଷୀ ରଖି ଅନାଥ…

କନକ ବ୍ୟୁରୋ : ମନ୍ଦିର ପ୍ରାଙ୍ଗଣରେ ବେଦୀ ବନ୍ଧା ହୋଇଛି । ଆଉ ନୋଳ ମୁକୁଟ ପିନ୍ଧି ବେଦୀରେ ବସିଛି ଚାନ୍ଦିନୀ । ହାତରେ ଶଙ୍ଖା, ପାଦରେ ଅଳତା, ମଥାରେ ସିନ୍ଦୁର ନାଇ ମନର ମଣିଷକୁ ଅତି ସରାଗରେ ଅନେଇ ରହିଛି । ସ୍ୱପ୍ନରେ ବି ବିବାହ କଥା ଭାବିପାରୁନଥିବା ଅନାଥ ଝିଅଟି ଆଜି ଖୋଜିଲା ମଣିଷକୁ…

ମା’ର ମୃତଦେହକୁ ଜାବୁଡି ରାହା ଧରି କାନ୍ଦୁଛନ୍ତି କୁନିକୁନି ଛୁଆ। କେନ୍ଦ୍ରାପଡାରୁ ଆସିଲା ହୃଦୟ ଚହଲାଇ ଦେଲା ଭଳି…

କନକ ବ୍ୟୁରୋ: ମାଆ ଆଉ ଛୁଆ । ସଂପର୍କ, ଅନାବିଳ ମମତା. ଅପତ୍ୟ ସ୍ନେହର । ମାଆକୁ ଛାଡି ପିଲା ବା ପିଲାକୁ ଛାଡି ମାଆ ଘଡିଏ ରହିବା ବି ମୁସ୍କିଲ । ହେଲେ ଯେତେବେଳେ ଦୁନିଆକୁ ଭଲରେ ଦେଖିନଥିବା, ଜୀବନକୁ ଭଲରେ ବୁଝିନଥିବା କୋମଳମତି ଛୋଟ ପିଲାଙ୍କୁ ଛାଡି ମାଆ ଆରପାରିକୁ ଚାଲିଯାଏ । ମାଆର ହାତ,…

ପରୀକ୍ଷା ଦେବାକୁ ପିଲାଙ୍କ ବିପଦସଙ୍କୁଳ ଯାତ୍ରା : ଟ୍ରାକ୍ଟର ଉପରେ ବସି ନଦୀ ପାର ହେଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ,…

କନକ ବ୍ୟୁରୋ : ଟ୍ରାକ୍ଟରରେ ବସି ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ  । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚର୍ଦ୍ଦାପାଲି ଠାରେ । ପରୀକ୍ଷା ଦେବା ପାଇଁ କିଛି ଛାତ୍ରଛାତ୍ରୀ ଟ୍ରାକ୍ଟରରେ ଓ କିଛି ପିଲା ଚାଲି ଚାଲି ନଈ ପାର ହେଉଥିବା…