Daily Archives

February 25, 2020

କ୍ରିକେଟ୍ ମୈଦାନକୁ ଆସୁଛନ୍ତି କ୍ୟାପଟେନ୍ କୁଲ୍ । ପୁଣି ଦେଖିବାକୁ ମିଳିବ ଧୋନୀଙ୍କ ଧୁମ୍, ମାହି ମାହି ନାରାରେ କମ୍ପିବ…

କନକ ବ୍ୟୁରୋ : କୁଆଡେ ଗଲେ ଧୋନୀ ? କ୍ରିକେଟ୍ ମୈଦାନରେ ପୁଣି କେବେ ଦେଖିବାକୁ ମିଳିବ ମାହିଙ୍କ ମ୍ୟାଜିକ୍ । ଆପଣଙ୍କ ମନରେ ଥିବା ଏଭଳି କିଛି ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । କାରଣ ଖୁବ ଶୀଘ୍ର କ୍ରିକେଟ୍ ଦୁନିଆକୁ ଫେରୁଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।…

ଆପେ ବଂଚିଲେ ବାପର ନାଁ…ନିଜ ସୁରକ୍ଷା ପାଇଁ ନିଜେ ଅଂଟା ଭିଡ଼ିଲେ ବ୍ୟବସାୟୀ । ନିଜ ନିଜ ଭିତରେ ଚାନ୍ଦା କରି…

କନକ ବ୍ୟୁରୋ: କଥାରେ ଅଛି ‘ଆପେ ବଂଚିଲେ ବାପର ନାଁ’ । ଏହାକୁ ଅନୁସରଣ କରିଛନ୍ତି ସମ୍ବଲପୁର ସହରର ବୁଢାରଜା ଅଂଚଳର ଦୋକାନୀ ମାନେ । ନିଜ ସୁରକ୍ଷା ପାଇଁ ନିଜ ଭିତରେ ଚାନ୍ଦା କରି କରି ନିଜେ ଲଗାଇଛନ୍ତି ସିସିଟିଭି । ସିସିଟିଭି ନଜରରେ ରହିବ ସହର । ନିଜ ସୁରକ୍ଷା ପାଇଁ ନିଜେ ଅଂଟା ଭିଡ଼ିଲେ…

ଦିଲ୍ଲୀ ଜଳୁଛି, ଜୀବନ ଯାଉଛି… ଗୋଟେ ପରେ ଗୋଟେ ମୁଣ୍ଡ ନେଉଛି ନାଗରିକତା ନିଆଁ । ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା…

କନକ ବ୍ୟୁରୋ: ଦିଲ୍ଲୀ ଜଳୁଛି, ଜୀବନ ଯାଉଛି । ଗୋଟେ ପରେ ଗୋଟେ ମୁଣ୍ଡ ନେଉଛି ନାଗରିକତା ନିଆଁ । ଗତକାଲି ଦିଲ୍ଲୀ ଛାତିରେ ଜଳିଥିବା ସିଏଏ ନିଆଁ ସାଙ୍ଘାତିକ ରୂପ ଧାରଣ କରିଥିଲା । ଯେଉଁଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ ଜଣ ପ୍ରାଣ ହରାଇଥିବା ସୂଚନା ମିଳୁଛି । ତେବେ…

କୋହଲି ବାହିନୀର ପରାଜୟକୁ ନେଇ ଖପ୍ପା କପିଲ ଦେବ୍ । କହିଲେ, ପ୍ରତି ମ୍ୟାଚରେ କାହିଁକି ବଦଳୁଛନ୍ତି ଖେଳାଳୀ, ରାହୁଲଙ୍କୁ…

କନକ ବ୍ୟୁରୋ : ୱେଲିଙ୍ଗଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ ପରେ ଦଳର ରଣନୀତିକୁ ନେଇ ଟିମ୍ ଇଣ୍ଡିଆକୁ ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ କପିଲ ଦେବ । ସେ କହିଛନ୍ତି ‘ନ୍ୟୁଜିଲାଣ୍ଡ ଦଳର ପ୍ରଂଶସା କରିବାକୁ ହେବ, ସେମାନେ ଦମଦାର ପ୍ରଦର୍ଶନ କରୁଛନ୍ତି ।…

ସ୍ତ୍ରୀକୁ ୩୦୦ ଖଣ୍ଡ କରିଥିବା ସୈତାନ ସ୍ୱାମୀକୁ ସଜ୍ଜା । ୨୦୧୩ ନୟାପଲ୍ଲୀର ଚର୍ଚ୍ଚିତ ହତ୍ୟାଘଟଣାରେ କର୍ଣ୍ଣେଲ ସୋମନାଥ…

କନକ ବ୍ୟୁରୋ: ନୟାପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜରେ ଘଟିଥିବା ଚର୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାବାସ । ତେବେ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲ୍ଲା ଜଜ୍ । ପତ୍ନୀଙ୍କୁ ହତ୍ୟା ପରେ ମୃତଦେହର ୩୦୦ ଖଣ୍ଡ କରିଥିଲା…

ଓଡିଶାରେ ଆତ୍ମସମର୍ପଣ କଲା ଛତିଶଗଡ ମାଓବାଦୀ । ଦକ୍ଷିଣ-ପଶ୍ଚିମାଂଚଳ ଡ଼ିଆଇଜିଙ୍କ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ କମଲୁ…

କନକ ବ୍ୟୁରୋ: ଓଡ଼ିଶାରେ ଆତ୍ମସମପର୍ଣ କଲେ ଛତିଶଗଡ଼ ମାଓବାଦୀ । ମାଲକାନାଗିରିଠାରେ ଦକ୍ଷିଣ ପଶ୍ଚିମାଂଚଳ ଡ଼ିଆଇଜିଙ୍କ ନିକଟରେ ଆତ୍ମସମପର୍ଣ କରିଛନ୍ତି ଛତିଶଗଡ଼ ଦରଭା ଡ଼ିଭିଜନାଲ କମିିଟିର କ୍ୟାଡ଼ର ମାଓବାଦୀ କମଲୁ ବେଟି । ୨୦୦୭ରୁ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ । ଦରଭା ଡ଼ିଭିଜନାଲ କମିଟି…