Daily Archives

February 25, 2020

କାଳ ହେଲା ମାଗଣା ଅସ୍ତ୍ରୋପଚାର । ଅପରେସନ ପରେ ଆଲୁଅ ବଦଳରେ ବୃଦ୍ଧାଙ୍କ ଜୀବନରେ ମାଡି ଆସିଲା ବହଳ ଅନ୍ଧାର ।…

କନକ ବ୍ୟୁରୋ: ବାବୁ! ସେମାନେ ମୋ ଆଖିରେ ଜ୍ୟୋତି ଭରି ଦେବେ କହି ଗାଧୁଆ ତୁଠରୁ ଫେରିବା ବାଟରୁ ନେଇ ଗଲେ, ହେଲେ ମୋ ଶେଷ ଜୀବନକୁ ଅନ୍ଧାର କରିଦେଲ । ମୋ ଆଖିରେ ଜ୍ୟୋତି ଫେରାଇ ଦେବା ଆଳରେ ମୋ ଆଖି ତାଡ଼ି ନେଲେ । ଆଉ ଏବେ ଜ୍ୟୋତିହୀନ ଆଖିକୁ ନେଇ ଶେଷ ଜୀବନ ବଂଚିବି କେମିତି । ଢେଙ୍କାନାଳର…

ନବରଙ୍ଗପୁର ଉମରକୋଟରେ ପରୀକ୍ଷା ନାଁରେ ଚାଲିଛି ଫାର୍ସ । ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ୪୦ ନମ୍ବରର ପରୀକ୍ଷା…

କନକ ବ୍ୟୁରୋ: ପରୀକ୍ଷା ସରିଲା ପରେ ପରୀକ୍ଷାର୍ଥୀଙ୍କ ଅପେକ୍ଷା ଥାଏ ଫଳାଫଳକୁ । ଫଳାଫଳର ମାର୍କ ତା ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣ କରିଥାଏ । ଗୋଟିଏ ବିଷୟରେ ଜଣେ ପରୀକ୍ଷାର୍ଥୀ ସମାନ ପ୍ରତିଶତ ମାର୍କ ରଖିଥିବା ଆପଣ ଶୁଣିଥିବେ ନିଶ୍ଚୟ କିନ୍ତୁ ପରୀକ୍ଷା ହୋଇଥିବା ମାର୍କଠାରୁ ଯଦି ଅଧିକା…

ନରହନ୍ତା ଦନ୍ତାକୁ ନେଇ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କ ପ୍ରତିକ୍ରିୟା: କହିଲେ, ହାତୀର କୌଣସି ଦୋଷ ନାହିଁ, ଲୋକେ…

କନକ ବ୍ୟୁରୋ: ପିପିଲି ଅଂଚଳରେ ହାତୀ ଆକ୍ରମଣରେ ଲୋକ ମରିବାରେ ହାତୀର ଦୋଷ ନାହିଁ । ହାତୀ କାହାକୁ ନିଜ ପଟୁ ଆକ୍ରମଣ କରି ମାରି ନାହିଁ । ଲୋକେ ତା ସାମନାକୁ ପଳେଇ ଆସିଲେ,ସେଥିପାଇଁ ମୃତ୍ୟୁ ହୋଇଛି । ଏପରିକି ବନବିଭାଗର କର୍ମଚାରୀମାନେ ମନା କଲା ପରେ ବି ଲୋକେ ତା ସାମନାକୁ ଆସବାରୁ ମୃତ୍ୟୁ…

ଉତ୍ପାତ ମଚେଇ ଚନ୍ଦକା ଫେରିଲା ‘ବାହୁବଳୀ’। ୪ ଜଣଙ୍କୁ ଦଳି, କାନ୍ଥ ପାଚେରୀ ଭାଙ୍ଗି ଶେଷରେ ଜଙ୍ଗଲ ଫେରିଗଲା ନରହନ୍ତା…

କନକ ବ୍ୟୁରୋ: ଚନ୍ଦକାକୁ ଫେରିଯାଇଛି ନରହନ୍ତା ଦନ୍ତା । ହେଲେ ଫେରିବା ସମୟରେ ଉତ୍ପାତ ମଚେଇଛି ଦନ୍ତା । ବଣୁଆ ଦନ୍ତା ସାମ୍ନାରେ ଥିବା ପାଚେରୀ କାନ୍ଥକୁ ମଧ୍ୟ ଭାଙ୍ଗି ଦେଇଛି । ପାତ୍ରପଡ଼ାର ଚନ୍ଦକା ଫେରୁଥିବା ସମୟରେ ଦନ୍ତା ସାମ୍ନାରେ ପଡ଼ିଥିଲା କିଛି କାନ୍ଥ ପାଚେରୀ । ଯାହାକୁ ଷୁଣ୍ଢ ମାରି…

ୟେସ୍ ବ୍ୟାଙ୍କରେ ଏବେବି ରହିଛି ‘ଜଗା’ର ଟଙ୍କା । ବିଧାନସଭାରେ ଆଇନ ମନ୍ତ୍ରୀଙ୍କ ଲିଖିତ ଉତ୍ତର: ଶ୍ରୀମନ୍ଦିର ପ୍ରଶାସନ…

କନକ ବ୍ୟୁରୋ: ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏବେବିି ନାହିଁ ଜଗନ୍ନାଥଙ୍କ ସମସ୍ତ ଜମିର ସତ୍ୱଲିପି । ବିଧାନସଭାରେ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କର ଚିହ୍ନଟ ହୋଇଥିବା ୬୦ ହଜାର ୪୨୬ ଏକର ଜମି ମଧ୍ୟରୁ ୨୫ ହଜାର ୬୨୩ ଏକର ଜମିର ସତ୍ୱଲିପି…

ହାଇଦ୍ରାବାଦ ହାଉସରେ ମୋଦି-ଟ୍ରମ୍ପଙ୍କ ଦ୍ୱିପାକ୍ଷିକ ଆଲୋଚନା : ବାଣିଜ୍ୟ, ସୁରକ୍ଷା ଓ ତୈଳ କାରବାର ଉପରେ ଫୋକସ, ୩…

କନକ ବ୍ୟୁରୋ : ହାଇଦ୍ରାବାଦ ହାଉସରେ ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଭାରତ-ଆମେରିକା ପକ୍ଷରୁ ମିଳିତ ବୟାନ ରଖାଯାଇଛି । ଟ୍ରମ୍ପ ସପରିବାରେ ସହ ଭାରତ ଆସିଥିବାରୁ ବହୁତ ଖୁସି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ମଧ୍ୟରେ…