Daily Archives

February 14, 2020

ମାଲକାନଗିରିରେ ଦଲାଲଙ୍କ କବଜାରେ ଧାନ ମଣ୍ଡି । କିଏ ଓ କେତେ ଜଣ ପାଇବେ ଟୋକନ ନିର୍ଦ୍ଧାରଣ କରୁଛନ୍ତି ଠକ !! କନକ ନ୍ୟୁଜ…

କନକ ବ୍ୟୁରୋ : ଦଲାଲ ଙ୍କ କବଜାରେ ଧାନ ମଣ୍ଡି । ଏକଥା ଆମେ ବାରମ୍ବାର କହି ଆସୁଛୁ । ତେବେ ପ୍ରଥମ ଥର କରି ଆଜି ଆମେ ଆପଣଙ୍କୁ ଦେଖାଇବୁ, କେମିତି ଦଲାଲ ମାନଙ୍କ ଦ୍ୱାରା ପରିଚାଳିତ ହେଉଛି ଧାନ ମଣ୍ଡି । ଉପାନ୍ତ ଅଂଚଳ ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିକୁ ଦଲାଲ ମାନେ କେମିତି ନିୟନ୍ତ୍ରଣ…

କେଜ୍ରିୱାଲ୍ ଙ୍କ ଶପଥ ଗ୍ରହଣ ଉତ୍ସବରେ ନିମନ୍ତ୍ରଣ ହେଲେ ସ୍ପେଶାଲ୍ ଅତିଥି : ଆପ୍ ପକ୍ଷରୁ କୁନି କେଜ୍ରିୱାଲ୍ ଙ୍କୁ…

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆସନ୍ତା ୧୬ ରେ ସେ ଶପଥ ନେବେ । କେଜ୍ରିୱାଲଙ୍କୁ ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଛି । ଏହି ନିର୍ବାଚନରେ ଆମ ଆଦମୀ ପାର୍ଟି ୬୨ ଆସନ ହାସଲ କରିଛି । କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ…

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଜନ୍ମଜୟନ୍ତୀରେ ସମ୍ମାନ ଜଣାଇଲେ ସରକାର  : ଦେଶର ଦୁଇଟି ପ୍ରମୁଖ…

ପୃଥିବୀର କୋଣଅନୁକୋଣରେ ରହୁଥିବା ଭାରତୀୟ ସମୁଦାୟ ସହ ସମ୍ପର୍କ କରିବାର ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ‘ପ୍ରବାସୀ ଭାରତୀୟ କେନ୍ଦ୍ର’ ର ନୂତନ ନାମକରଣ ହୋଇଛି । ନୂଆ ନାଁ ହୋଇଛି “ସୁଷମା ସ୍ୱରାଜ ଭବନ” । ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ…

୧୬ରେ ଶପଥ ନେବେ କେଜ୍ରିୱାଲ । କିନ୍ତୁ ଚଳିତଥର ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ :  ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ ଆସନ ମଧ୍ୟରୁ ୬୨ ଆସନରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଜୟଲାଭ କରି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗାଦି ଅଳଂକୃତ କରିବାକୁ ଯାଉଛନ୍ତି। ଆସନ୍ତା ୧୬ ତାରିଖ ଦିନ…

୧୨ ଘଂଟିଆ ଢେଙ୍କାନାଳ ବନ୍ଦ । ସିଟି ହସ୍ପିଟାଲ ଦାବିରେ ତେଜିଲା ଆନ୍ଦୋଳନ

କନକ ବ୍ୟୁରୋ : ସିଟି ହସ୍ପିଟାଲ ଦାବିରେ ଢ଼େଙ୍କାନାଳରେ ତେଜିଲା ଆନ୍ଦୋଳନ । ଆଜି ୧୨ ଘଂଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ସଂଘ ଓ ସଂଗଠନ । ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେହିପରି ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଫଳରେ ଜୀବନଯାତ୍ରା ଠପ ହୋଇଯାଇଛି । ଏହି ଆନ୍ଦୋଳନକୁ…

ପୁଣି ହସ୍ପିଟାଲରେ ଉତ୍ତେଜନା! ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ନର୍ସଙ୍କୁ ରୋଗୀ ସମ୍ପର୍କୀୟଙ୍କ ଆକ୍ରମଣ ଅଭିଯୋଗ,…

କନକ ବ୍ୟୁରୋ: ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଉତେଜନା । ଜଣେ କାର୍ଯ୍ୟରତ ନର୍ସଙ୍କୁ ରୋଗୀ ସମ୍ପର୍କୀୟଙ୍କ ଆକ୍ରମଣ କରିବା ଅଭିଯୋଗରେ ଦେଖା ଦେଇଛି ଉତେଜନା । ନର୍ସମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି…