Daily Archives

February 11, 2020

କିଏ ଖସିଲା, କିଏ ଫସିଲା ? ନିଜ ମୁଣ୍ଡରୁ ଦୋଷ କାଢିନେଲା ଶକ୍ତି ବିଭାଗ, ବସରେ କରେଣ୍ଟ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ…

କନକ ବ୍ୟୁରୋ : ‘କୁଜି ଅସରପା ଉପରେ କାଣୀ ବିରାଡ଼ିର ରାଜ୍’। ବ୍ରହ୍ମପୁରର ମେନ୍ଦ୍ରାଜପୁରଠାରେ ଘଟିଥିବା ଲୋମଟାଙ୍କୁରା ବସ୍ ଦୁର୍ଘଟଣାରେ ପ୍ରଶାସନର ଆଭିମୁଖ୍ୟ, ଏଭଳି ଏକ ଉକ୍ତିକୁ ଯଥାର୍ଥ ପ୍ରମାଣିତ କରୁଛି । ଆଉ ଏହି ଘଟଣାରେ କେବଳ ବସର ଡ୍ରାଇଭର ଗିରଫ ହେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ହନୁମାନଙ୍କ କୃପାରୁ ଜିତିଲେ କେଜ୍ରିୱାଲ । ସଙ୍କଟମୋଚନଙ୍କ ଆଶିର୍ବାଦରୁ ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ୩ୟ ଥର ବିଜୟ ବାନା…

କନକ ବ୍ୟୁରୋ: ବିଜୟ ପଛରେ ବଜରଙ୍ଗବଲୀ । ଦିଲ୍ଲୀରେ ଲଗାତାର ୩ୟ ଥର ବିଜୟ ପଛରେ ରହିଛି ବଜରଙ୍ଗବଲୀଙ୍କ ଅପାର କୃପା । ତାଙ୍କ ଆଶିର୍ବାଦ ପାଇଁ ଆମେ ପୁଣି ଥରେ ଦିଲ୍ଲୀରେ ବିଜୟ ବାନା ଉଡାଇଲୁ ବୋଲି କହିଛନ୍ତି କେଜ୍ରିୱାଲ । ଆଜି ମଙ୍ଗଳବାର, ହନୁମାନଙ୍କ ବାର . ଆଉ ମଙ୍ଗଳବାର ପାଇଁ ଏ ମହାବିଜୟ…

ମୋ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ସାଧାରଣ ଲୋକଙ୍କୁ ଅଧିକରୁ ଅଧିକ ସେବା, ସୁବିଧା…

କନକ ବ୍ୟୁରୋ: ମୋ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଖାଦ୍ୟ ଯୋଗାଣ କ୍ଷେତ୍ରରେ ବିଭାଗ ସକ୍ରିୟ ଥିବାରୁ ଆଉ ଲୋକଙ୍କ ସମସ୍ୟା ଖବର ପାଇ ସଙ୍ଗେ ସଙ୍ଗେ ସେମାନଙ୍କୁ ସେବା…

ପୁଣି ପରାଜୟ ପଥରେ ‘ହାତ’ର ଯାତ୍ରା । ଏଥର ବି ଖାତା ଖୋଲିପାରିଲାନି କଂଗ୍ରେସ, ଜାଣନ୍ତୁ ଦିଲ୍ଲୀରେ କଂଗ୍ରେସର ଦୟନୀୟ…

କନକ ବ୍ୟୁରୋ : ଯେଉଁ ଦିଲ୍ଲୀ ଦରବାର, ଦିନେ କଂଗ୍ରେସର ଗଡ଼ ଭାବେ ସାରା ଭାରତରେ ଜଣାଯାଉଥିଲା, ସେଠି ‘ହାତ’ ଦଳକୁ ଏମିତି ଯେ ଦୟନୀୟ ପରାଜୟର ସାମ୍ନା କରିବାକୁ ପଡିବ, ତାହା ହୁଏତ କେହି ଭାବିନଥିବେ । ଦିଲ୍ଲୀ ବିଧାନସଭାର ଗତ ଦୁଇଟି ବଡ ନିର୍ବାଚନରେ ଜାରି ରହିଛି କଂଗ୍ରେସ ‘ଶୂନ’ ଯାତ୍ରା ।…

ଫାଶୀ ଘୁଞ୍ଚୁଛି ନିର୍ଭୟା ଆତ୍ମା କାନ୍ଦୁଛି ! ସାତ ଦିନ ପୂରିଲା, ସୈତାନଙ୍କ ଛାତି ଥରିଲା । ନିର୍ଭୟା ରାକ୍ଷସଙ୍କୁ ଫାଶୀ…

କନକ ବ୍ୟୁରୋ: ନ୍ୟାୟ ନ୍ୟାୟ ନ୍ୟାୟ ନିର୍ଭୟାକୁ କେବେ ମିଳିବ ନ୍ୟାୟ? ନ୍ୟାୟ ଆଉ ନିର୍ଭୟା ଦୁଇଟି ଶବ୍ଦ ସତେ ଯେମିତି ଖେଳନା ହୋଇଯାଇଥିବା ଅନୁଭବ ହେଉଛି । କାରଣ ନିର୍ଭୟା ଗଣଦୁର୍ଷ୍ମକାରୀଙ୍କ ଫାଶୀ ତାରିଖ ପୂର୍ବରୁ ବାରମ୍ବାର ଘୁଞ୍ଚିବା ଆଉ ଦୋଷୀମାନଙ୍କୁ ଆହୁରି ଆସ୍ୱସ୍ତି ମିଳିବା ସତେ…

ତୃତୀୟ ଥର ଦିଲ୍ଲୀ ଦଖଲ କଲେ କେଜ୍ରିୱାଲ । ପୁଣି ବିଜେପିକୁ ବନବାସ ପଠାଇ ହାସଲ କଲେ ଐତିହାସିକ ବିଜୟ, ଜାଣନ୍ତୁ ଆପର…

କନକ ବ୍ୟୁରୋ : ସାରା ଦେଶକୁ ଚକିତ କରି ପୁଣି ଥରେ ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । କେଜ୍ରିୱାଲଙ୍କ ଲୋକପ୍ରିୟତା ଆଗରେ ସଂପୂର୍ଣ୍ଣ ଫେଲ ମାରିଛି, ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ଦଖଲର ରଣନୀତି । ଅରବିନ୍ଦ କେଜ୍ରିୱାଲଙ୍କ ବିକାଶର ବାର୍ତ୍ତା ଆଗରେ ଫିକା…