Daily Archives

February 11, 2020

ଅରବିନ୍ଦଙ୍କ ଆନନ୍ଦ ଦୁଇଗୁଣା: ପତ୍ନୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ ଦଖଲ କଲେ, ଐତିହାସିକ ବିଜୟକୁ ଉପହାର ଭାବେ…

କନକ ବ୍ୟୁରୋ: ଦିଲ୍ଲୀରେ ଉଡ଼ିଲା ଆପ୍ ବିଜୟ ବାନା । ପୁଣି ଚାଲିଲା କେଜ୍ରିୱାଲଙ୍କ ଜାଦୁ ବିରୋଧୀଙ୍କୁ ପଛରେ ପକାଇ ଦିଲ୍ଲୀ ଅକ୍ତିଆର କଲେ ଅରବିନ୍ଦ କେଜ୍ରିୱାଲ । ବିଧିବଦ୍ଧଭାବେ ଫଳାଫଳ ଘୋଷଣା ହୋଇନଥିଲେ ବି ଟ୍ରେଣ୍ଡ ମୁତାବକ ଦିଲ୍ଳୀ ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି ଆପ୍ । ଆଉ…

୧୦ ରାଉଣ୍ଡ ପର୍ଯ୍ୟନ୍ତ ଚିନ୍ତାରେ ଥିଲେ ମନୀଷ ଶିଶୋଦିଆ । ବିଜେପି ପ୍ରାର୍ଥୀ ସହ କଡ଼ା ଟକ୍କର ପରେ ଶେଷର ଜିତିଲେ ।

କନକ ବ୍ୟୁରୋ : ଦିଲ୍ଲୀ ନିର୍ବାଚନ ଭୋଟ୍ ଗଣତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୭୦ରୁ ୬୩ଟି ଆସନରେ ଆଗୁଆ ରହିଥିବା ଆମ ଆଦମୀ ପାର୍ଟିକୁ ବିଜୟର ପ୍ରଥମ ସ୍ବାଦ ଚଖାଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପାର୍ଟିର ପ୍ରଭାବଶାଳୀ ନେତା ମନୀଷ ଶିଶୋଦିଆ ତାଙ୍କର ନିକଟତମ…

କାଳ ହେଲା ଅନୈତିକ ସର୍ମ୍ପକ : ସ୍ତ୍ରୀର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

କନକ ବ୍ୟୁରୋ : କାଳ ହେଲା ଅନୈତିକ ସର୍ମ୍ପକ  । ସ୍ତ୍ରୀର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ  । ବାଲେଶ୍ୱର ରାଇବଣିଆ ଥାନା ଦୁଧିଆଖାଳୀ ଗାଁ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ବିଶ୍ୱମ୍ବର ବେହେରା ଆଜି ସକାଳେ ତାଙ୍କ ସ୍ତ୍ରୀ ସହିତ ଘର ଭିତରେ ପ୍ରେମିକ…

କରୋନା ପାଇଁ କଠୋର ହୋଇପଡିଛି ଚୀନ୍ : ସଂନ୍ଦିଗ୍ଧଙ୍କୁ ବାକ୍ସରେ ପୁରାଇ ଟ୍ରକ୍ ରେ ବୋହି ନେଉଛି ଚୀନ୍ ପ୍ରଶାସନ ।

କରୋନା ଭାଇରସ୍ କୁ ଦେଶରୁ ଦୂରେଇବା ପାଇଁ ଚୀନ୍ ସବୁ ଉପାୟକୁ ଆପଣାଉଛି । ୯୦୦ ଜୀବନ ନେଇଥିବା କରୋନା ବର୍ତ୍ତମାନ ୪୦,୧୭୧ ଲୋକଙ୍କୁ ସଂକ୍ରମଣ କଲାଣି । ଏତଦ୍ ବ୍ୟତୀତ ୧୮୭,୫୧୮ ଜଣ ଲୋକ ଚିକିତ୍ସକଙ୍କ ନଜରରେ ରହିଛନ୍ତି । ଏଭଳି ସ୍ଥିତିରେ ଚୀନ୍ ରୁ କିଛି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍…

ଦିଲ୍ଲୀରେ ଦଳର ଶୋଚନୀୟ ସ୍ଥିତିକୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା । ଅଧୀର ରଂଜନ କହିଲେ, କ୍ଷମତା ଅକ୍ତିଆର ପାଇଁ…

କନକ ବ୍ୟୁରୋ: ସାରା ଦେଶକୁ ଚକିତ କରି ପୁଣି ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ବର୍ତମାନ ପର୍ଯ୍ୟନ୍ତ ଯାହା ଟ୍ରେଣ୍ଡ ରହିଛି, ସେଥିରୁ ଜଣାପଡୁଛି ଦିଲ୍ଲୀରେ ହ୍ୟାଟ୍ରିକ କରିବାକୁ ଯାଉଛନ୍ତି କେଜ୍ରିୱାଲ । ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ଦଖଲର ରଣନୀତି…

ଦିଲ୍ଲୀରେ ପରାଜୟକୁ ନେଇ ଓଡିଶା ବିଜେପି ନେତାଙ୍କ ବଡ଼ ବୟାନ । ଖାରବେଳ ସ୍ୱାଇଁ କହିଲେ, ମଝିରେ ମଝିରେ ହାରିବା ଦରକାର…

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନର ଟ୍ରେଣ୍ଡ ବିଜେପିକୁ ଜୋରଦାର ଝଟକା ଦେଇଛି । ହେଲେ ଯାହା ହୋଇଛି ତାହା ଭଲ ହୋଇଛି ବୋଲି କହିଛନ୍ତି ଓଡିଶା ବିଜେପିର ବଡ ଚେହେରା ଖାରବେଳ ସ୍ୱାଇଁ । କହିଛନ୍ତି, ବିଜେପି ଏମିତି ମଝିରେ ମଝିରେ ହାରିବା ଦରକାର । ତା ପଛରେ ଏହି ବରିଷ୍ଠ ନେତାଙ୍କ…