Daily Archives

February 4, 2020

ବାର୍ଡ ଫ୍ଲୁ ଚିହ୍ନଟ ପରେ ଓୟୁଏଟି ଫାର୍ମ ସିଲ୍‌ : ଲାଗିଲା ଲାଲ ପତାକା, ଏକ ବର୍ଷ ଯାଏ କୁକୁଡ଼ା ପ୍ରଜନନ ବନ୍ଦ

କନକ ବ୍ୟୁରୋ :  ଓୟୁଏଟି କୁକୁଡ଼ା  ଫାର୍ମକୁ ସିଲ୍‌ । ବାର୍ଡ ଫ୍ଲୁ ଚିହ୍ନଟ ପରେ ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି) ଫାର୍ମକୁ ସିଲ୍‌ କରି ଦିଆଯାଇଛି । ଏହି ଫାର୍ମକୁ ସିଲ୍‌ କରିବା ସହ କର୍ତ୍ତୃପକ୍ଷ ଲାଲ ପତାକା ମଧ୍ୟ ଲଗାଇଛନ୍ତି । ଏହି ଫାର୍ମ ତିନିମାସ ପର୍ଯ୍ୟନ୍ତ…

ଦୁଃଖ ଦରିଆରେ ଦୁଇ ଭଉଣୀ । ମୁଣ୍ଡ ଉପରେ ନା ଅଛି ବାପାଙ୍କର ହାତ ନା ମାଆର ପଣତକାନି, ଏହି ଅନାଥ ପିଲାଙ୍କୁ ସାହା ହୁଅ…

କନକ ବ୍ୟୁରୋ : କଥାରେ ଅଛି ମାଆ ନାହିଁ ଯାହାର ସାହା ନାହିଁ ତାହାର । ଆଉ ଏହି ଉକ୍ତିର ମର୍ମ ଏବେ ଅଙ୍ଗେ ଲିଭାଉଛନ୍ତି ବାଙ୍ଗୋର ଗାଁର ଦୁଇ ଭଉଣୀ । ବାପା ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ଆଖିବୁଜିବା ପରେ ମାଆର ପଣତକାନି ବି କିଛିଦିନ ପରେ ଏମାନଙ୍କ ମୁଣ୍ଡରୁ ସବୁଦିନ ପାଇଁ ହଟିଗଲା । ଆଉ…

ବାରମ୍ବାର ବୁଡୁଛି ଡଙ୍ଗା । ହେଲେ ନା ଚେତୁଛି ପ୍ରଶାସନ ନା ଚେତୁଛନ୍ତି ଲୋକେ । ବିନା ଲାଇଫ୍ ଜ୍ୟାକେଟରେ ଜୀବନକୁ ପାଣି…

କନକ ବ୍ୟୁରୋ : ବାରମ୍ବାର ବୁଡୁଛି ଡଙ୍ଗା । ନିକଟରେ ଚିଲିକାରେ ଭାରସାମ୍ୟ ହରାଇ ଡଙ୍ଗା ବୁଡିଯାଇଥିବା ବେଳେ ମୃତ୍ୟୁ ମୁହଁରୁ ୨୭ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ । କିନ୍ତୁ ଏହା ପରେ ବି ନା ଚେତୁଛି ପ୍ରଶାସନ ନା ଚେତୁଛନ୍ତି ଲୋକେ । ରାଜନଗର ତାଳଚୁଆ ଫେରିଘାଟରୁ ବି ଆସିଛି କିଛି ଏଭଳି…

କାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ହାମିଲଟନରେ ହେବ ହାଇଭୋଲଟେଜ୍ ଟକ୍କର, ଟି-୨୦ ସିରିଜ ପରେ ଦିନିକିଆରେ ଦମ୍…

କନକ ବ୍ୟୁରୋ : ଘରୋଇ କିୱି ଦଳ ବିପକ୍ଷରେ କାଲିଠୁ ଆରମ୍ଭ ହେବ ଦିନିକିଆ ଲଢେଇ । ଟି-୨୦ ସିରିଜରେ କ୍ଲିନ୍ ସୁଇପ ପରେ ଦିନିକିଆରେ ମଧ୍ୟ ଦମ୍ ଦେଖାଇବା ପାଇଁ ପ୍ରସ୍ତୁତ ହୋଇସାରିଛି ବିରାଟ ବାହିନୀ । କାଲି ନ୍ୟୁଜିଲାଣ୍ଡର ହାମିଲଟନରେ ହେବ ହାଇଭୋଲଟେଜ୍ ଟକ୍କର । ଭାରତୀୟ ସମୟ ଅନୁସାରେ ସକାଳ…

ଅବହେଳିତ ଅବସ୍ଥାରେ ସହିଦ ପରିବାର : ପୁଲୱାମା ଆକ୍ରମଣକୁ ବର୍ଷେ ପୂରିବାକୁ ବସିଲାଣି, ହେଲେ ସହିଦ୍ କୌଶଲ କୁମାର…

କନକ ବ୍ୟୁରୋ : ସହିଦ ପରିବାରକୁ ଅଣଦେଖା । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ପୁଅକୁ କେନ୍ଦ୍ର ସରକାର ଅଣଦେଖା କରିବା ନିଶ୍ଚିତ ଦୁର୍ଭାଗ୍ୟଜନକ ବିଷୟ । ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିଲେ ଆଗ୍ରାର ସହିଦ୍ କୌଶଲ କୁମାର ରାୱତ୍ । ଗୋଟିଏ ମା’ ପାଇଁ ଜୀବନ ଦେଲେ, ହେଲେ ଆଉ ଜଣେ ମା’ର କୋଳ ଶୂନ୍ୟ…

ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି : ୬ବର୍ଷରୁ ଅଧିକ ସମୟ ବିଇଓ,ଡିଇଓ କାର୍ଯ୍ୟାଳୟରେ ରହିପାରିବେନି ଅଧିକାରୀ 

କନକ ବ୍ୟୁରୋ : ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ଏଣିକି ୬ ବର୍ଷରୁ ଅଧିକ ସମୟ ବିଇଓ ଓ ଡିଇଓ କାର୍ଯ୍ୟାଳୟରେ ରହିପାରିବେନି ଅଧିକାରୀ ।  ମନ୍ତ୍ରୀଙ୍କ ସ୍କାନରରେ ଜିଲ୍ଲା ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟର କିରାଣି । ଯେଉଁ କିରାଣିମାନେ ୬ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି, ସେମାନଙ୍କୁ ଅନ୍ୟ…