Daily Archives

February 4, 2020

ଭାରତର ଏହି ଶସ୍ତ୍ର ଆଗରେ ମୁଣ୍ଡ ନୁଆଁଇବେ ଶତ୍ରୁଦେଶ : ଯାହାର ଗୋଟିଏ ଲକ୍ଷ୍ୟରେ ଥରହର ହୋଇଉଠିବେ ଶତ୍ରୁଦେଶ ।

ଭାରତ ସଶସ୍ତ୍ର ବଳର ଅଧିକାରୀ । ଭାରତର ଶସ୍ତ୍ର ସେନାରେ ତିନୋଟି ପ୍ରମୁଖ ବିଭାଗ ରହିଛି । ଯଥା- ଭାରତୀୟ ଜଳସେନା, ସ୍ଥଳସେନା , ବାୟୁସେନା ଓ ଏହାର ଅତିରିକ୍ତ, ଭାରତୀୟ ସଶସ୍ତ୍ର ବଳ, ଭାରତୀୟ ତଟରକ୍ଷକ ବଳ । ପାକିସ୍ତାନ ଓ ଚୀନ ଭଳି ଦେଶ ସହିତ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଭାରତ…

ଅପନ୍ତରା ଗାଁର ପାଠୋଇ ଝିଅ : ଅନୁଗୁଳ ବେତର ଗାଁରେ କୁନି କୁନି ପିଲାଙ୍କର ଭରସା ପାଲଟିଛନ୍ତି ରଶ୍ମିତା, ଗାଁ ପିଲାଙ୍କୁ…

କନକ ବ୍ୟୁରୋ : ଅବହେଳିତ ଅନୁଗୁଳ ଶରଧାପୁର ପଂଚାୟତର ବେତର ଗାଁ । ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ଥିବା ଏହି ଗାଁରେ ଶିକ୍ଷାର କଥା ନ କହିବା ଭଲା । ପାହାଡ, ଜଙ୍ଗଲ ଡେଇଁ ଗାଁକୁ ପାଠ ପଢାଇବାକୁ ଯିବାକୁ କୌଣସି ଶିକ୍ଷକ ରାଜି ହେଉନଥିବା ବେଳେ ଏବେ ସେହି ଗାଁର କୁନି କୁନି ପିଲାଙ୍କ ଭରସା…

ମନ ମୋହୁଛନ୍ତି ପାଟଣାଗଡର ଶିଶୁ କଣ୍ଠଶିଳ୍ପୀ : ପଞ୍ଚମ ଶ୍ରେଣୀ ଛାତ୍ରୀ ଗାଇଥିବା ଲୋକଗୀତ ସୋସିଆଲ ମିଡିଆରେ ଭାଇରାଲ,…

କନକ ବ୍ୟୁରୋ : କୁନି କଣ୍ଠଶିଳ୍ପୀ । ୧୦ ବର୍ଷର କୁନି ଝିଅ ଅତି ଚମତ୍କାର ଗୀତ ଗାଉଛି । ସୁମଧୁର କଣ୍ଠର ଯାଦୁ ସମସ୍ତଙ୍କ ମନ ମୋହୁଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବର୍ଷାରାଣୀ ତ୍ରିପାଠୀ ଏବେ ସୋସିଆଲ ମିଡିଆରେ ବେଶ୍…

ରାଜଧାନୀରେ କଲ୍ୟାଣମଣ୍ଡପ ସିଲ ଅଭିଯାନ ଜାରି । ଏୟାରଫିଲ୍ଡ ଥାନା ଅଂଚଳରେ ଉତ୍ତେଜନା । ଶେଷରେ ସିଲ ନକରି ଫେରିଗଲା…

କନକ ବ୍ୟୁରୋ: ବିଏମସି ପକ୍ଷରୁ ଦ୍ୱିତୀୟ ଦିନରେ କଲ୍ୟାଣ ମଣ୍ଡପ ସିଲ ଅଭିଯାନ ଜାରି ରହିଛି । ଆଜି ଏୟାର ଫିଲଡ ଅଂଚଳରେ କଲ୍ୟାଣ ମଣ୍ଡପ ସିଲ କରିବାକୁ ଯାଇଥିଲେ ବିଏମସି ଅଧିକାରୀ । ଏହାକୁ ନେଇ ଉତେଜନା ଦେଖା ଦେଇଥିଲା । କଲ୍ୟାଣ ମଣ୍ଡପ ମାଲିକ ଓ ତାଙ୍କ ସମର୍ଥକ କଲ୍ୟାଣ ମଣ୍ଡପ ସିଲକୁ ତୀବ୍ର…

କରୋନା ସନ୍ଦେହରୁ ମୁକ୍ତ ହେଲେ ଫୁଲବାଣୀର ଡାକ୍ତରୀ ଛାତ୍ର : କରୋନା ଭାଇରସ୍ ଥିବା ସନ୍ଦେହରେ ଏସସିବିରେ ଥିଲେ ଛାତ୍ର,…

କନକ ବ୍ୟୁରୋ : କରୋନା ସନ୍ଦେହରୁ ମୁକ୍ତ ହେଲେ ଫୁଲବାଣୀର ଡାକ୍ତରୀ ଛାତ୍ର  ।  କନ୍ଧମାଳର ବାସିନ୍ଦା କରୋନା ସନ୍ଦିଗ୍ଧ ଚୀନ୍‌ ଫେରନ୍ତା ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ ଆକ୍ରାନ୍ତ ନୁହନ୍ତି ବୋଲି ଜଣାଯାଇଛି । ଏନେଇ ମେଡିକାଲ୍ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ଡାକ୍ତର ସି ବି କେ…

ଆଜି ଭାରତ-ପାକିସ୍ତାନ ସେମିଫାଇନାଲ: ୧୯ ବର୍ଷରୁ କମ କ୍ରିକେଟ୍ ବିଶ୍ୱକପର ପ୍ରଥମ ସେମିରେ ମୁହାଁମୁହିଁ ହେବେ ଦୁଇ…

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ ପ୍ରଥମ ସେମିଫାଇନାଲରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ୪ଥରର ବିଜେତା ଭାରତ କ୍ରମାଗତ ତୃତୀୟ ଥର ଫାଇନାଲ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି । ଉଭୟ ଦଳ ଅପରାଜିତ ରହି ସେମିଫାଇନାଲରେ…