Daily Archives

January 2, 2020

ରକ୍ତର ହୋଲି ଖେଳିଲେ ୨ ଭାଇ ! ୫ ଜଣଙ୍କୁ ଗୋଡାଇ ଗୋଡାଇ ହାଣିଲେ, ଜଣଙ୍କ ଅବସ୍ଥା ସଂକଟାପନ୍ନ

କନକ ବ୍ୟୁରୋ : ସୁକିନ୍ଦା ଥାନା ଅନ୍ତର୍ଗତ ଦୁଧୁଯୋରୀ ପଞ୍ଚାୟତର ଦାମୋଦରପୁର ଗ୍ରାମରେ ବୁଧବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଦୁଇ ଭାଇ ଗ୍ରାମର ୫ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣିଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କ ଅବସ୍ଥା ସଂକଟାପନ୍ନ…

‘ଓଡ଼ିଆ ପିଲାଙ୍କୁ ସଂରକ୍ଷଣ ଦିଅ’…କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୫% ସିଟ୍…

କନକ ବ୍ୟୁରୋ: କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବାକୁ ବିଶ୍ୱିବଦ୍ୟାଳୟ କୂଳପତିଙ୍କୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆସନ୍ତା…

ଆଧାର ଲିଙ୍କ୍ ନହେଲେ ଏପ୍ରିଲ୍‌ରୁ ମିଳିବନି ଭତ୍ତା : ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଭାଗୀୟ ସଚିବ

କନକ ବ୍ୟୁରୋ : ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆଧାର ଲିଙ୍କ୍ ବାଧ୍ୟତାମୂଳକ। ସରକାର ଏଥିପାଇଁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଥିଲେ । କିନ୍ତୁ ଆଧାର ଲିଙ୍କ୍ ଶତ ପ୍ରତିଶତ ହୋଇ ନଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ…

ପୁରୀରେ ଫୁଟିଲା ଶତାଧିକ ବୋମା ! ବୋମା ମାଡରେ ୫ ଗୁରୁତର

କନକ ବ୍ୟୁରୋ :  ପୁଲିସର ଅବହେଳା ଯୋଗୁଁ ପୁରୀ ସଦର ଥାନା ଅନ୍ତର୍ଗତ ଷଣ୍ଢପୁର ଗାଁରେ ଶତାଧିକ ବୋମା ଫୁଟିଛି। ଏହି ବୋମାମାଡ଼ର ପ୍ରଚ୍ଛଦ ପଟରେ ଜମି ବିବାଦ ରହିଥିବା ଜଣାପଡ଼ିଛି। ଜମି ବିବାଦକୁ କେନ୍ଦ୍ର କରି ସଦର ଥାନା ଇଲାକାରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ବୋମାମାଡ଼ରେ ୫…

ଗ୍ରାହକଙ୍କୁ ଆଶ୍ୱସ୍ତି ! ଆଗକୁ ଆଉ ବଢିବ ନାହିଁ ଆଳୁ କି ପିଆଜ ଦର

କନକ ବ୍ୟୁରୋ : ଆଳୁ ଓ ପିଆଜ ଅମଳ ଋତୁ ଆରମ୍ଭ ହୋଇଯାଇଛି। ତେଣୁ ଆଗକୁ ଆଉ ଆଳୁ ଓ ପିଆଜ ଦର ବଢ଼ିବା ଆଶଙ୍କା ନାହିଁ। ଯଦିଓ ଦୁଇଟିଯାକ ନିହାତି ଆବଶ୍ୟକ ସାମଗ୍ରୀର ଦର ଆଖିଦୃଶିଆ ଭାବେ କମିନାହିଁ, ତଥାପି ପିଆଜ ଦର ୮୦ ଟଙ୍କା ତଳକୁ ଖସିଯିବା ଖାଉଟିଙ୍କୁ ଆଶ୍ବସ୍ତ କରିଛି। ସେହିଭଳି ବଜାରକୁ ନୂଆ…

କଳିଙ୍ଗନଗର ଗୁଳିକାଣ୍ଡକୁ ୧୪ ବର୍ଷ ପୁରିଲା । ସହିଦ ଦିବସ ପାଳନ ପାଇଁ ଆଦିବାସୀଙ୍କ ପକ୍ଷରୁ ସଜବାଜ । କଡ଼ା ସୁରକ୍ଷା…

କନକ ବ୍ୟୁରୋ: କଳିଙ୍ଗନଗର ଗୁଳିକାଣ୍ଡକୁ ୧୪ ବର୍ଷ ପୁରିଲା । ୨୦୦୬ ଜାନୁୟାରୀ ୨ତାରିଖରେ ଟାଟା କାରଖାନା ପାଇଁ ଜମି ସମତୁଲ କଲା ବେଳେ ଆଦିବାସୀ ଓ ପୁଲିସ୍ ମଧ୍ୟରେ ଲଢ଼େଇ ହୋଇଥିଲା । ଯେଉଁଥିରେ ୧୪ ଆଦିବାସୀ ଓ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଆଦିବାସୀମାନେ ସେହିଦିନକୁ ସହିଦ…