Daily Archives

December 15, 2019

ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାକୁ ମୁଁ ଜହ୍ଲାଦ ହେବାକୁ ପ୍ରସ୍ତୁତ ।  ଗୃହମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖି…

କନକ ବ୍ୟୁରୋ :  ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଖୁବଶୀଘ୍ର ଫାଶୀ ଦେବାକୁ ଗୃହମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ଅର୍ନ୍ତଜାତୀୟ ମହିଳା ସୁଟର ।  ଦେଶର ପ୍ରତ୍ୟେକଟି କୋଣଅନୁକୋଣରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଲୋକମାନେ ଦାବି କରୁଛନ୍ତି। ନିର୍ଭୟା ଦୁଷ୍କର୍ମ ଓ ହତ୍ୟା…

ଆସାମ ପରେ ପଶ୍ଚିମବଙ୍ଗରେ ନାଗରିକତା ନିଆଁ: ହିଂସାକାଣ୍ଡକୁ ଆଖି ଆଗରେ ରଖି ଇଣ୍ଟରନେଟ ସେବା ବନ୍ଦ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କରାଯାଉଥିବା ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନକାରୀଙ୍କୁ ଆୟତ୍ତ କରିବା ପାଇଁ ପଶ୍ଚିମବଙ୍ଗ ସରକାର ରାଜ୍ୟର କେତୋଟି ଜିଲ୍ଲାରେ ରବିବାର ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି। ମାଳଦା, ମରସିଦାବାଦ୍,…

ବାଲୁଗାଁରେ ଛାତ୍ରୀ ହତ୍ୟା ଘଟଣାରେ ନୂଆମୋଡ । ପ୍ରେମିକ ନୁହଁ ଭାଉଜ ହିଁ ନଣନ୍ଦର ତଣ୍ଟିକାଟି କରିଥିଲା ହତ୍ୟା

କନକ ବ୍ୟୁରୋ: କଲେଜ ଛାତ୍ରୀଙ୍କୁ ଘରେ ପଶି ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଛି ବଡ ସୁରାକ୍ । ଏକତରଫା ପ୍ରେମ ନୁହଁ, ଏହା ପଛରେ ରହିଛି ଭାଉଜଙ୍କ ହାତ । ନଣନ୍ଦର ତଂଟି କାଟିଛି ଭାଉଜ । ସାଇଁଟିଫିକ୍ ଟିମ୍ ସହିତ ଖୋର୍ଧା ପୋଲିସର ତଦନ୍ତ ଆଗେଇବା ପରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ।…

ଜୟପୁର ଭିଜିଲାନ୍ସ ଏସପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ବୋହୂ ଆଣିଲେ ନିର୍ଯାତନା ଅଭିଯୋଗ

କନକ ବ୍ୟୁରୋ: ପାରିବାରିକ କଳହକୁ ନେଇ ଥାନାରେ ମାମଲା । ଭିଜିଲାନ୍ସ ଏସପିଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ । ଏ ନେଇ ଅଭିଯୋଗକୀରିଣୀ କନକ ନ୍ୟୁଜରେ ଅଭିଯୋଗ ଆଣିବା ପରେ ଗଣମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ ଶ୍ୱଶୂର ତଥା ଜୟପୁର ଭିଜିଲାନ୍ସ ଏସପି ଶଶୀଭୂଷଣ ମହାପାତ୍ର ।…

ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧର ପ୍ରଭାବ । ଓଡିଶାରେ ରେଳ ଚଳାଚଳ ପ୍ରଭାବିତ । କିଛି ଷ୍ଟେସନରେ ଅଟକି…

କନକ ବ୍ୟୁରୋ: ନାଗରକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଚାଲିଥିବା ବିକ୍ଷୋଭ ପାଇଁ ରେଳ ଚଳାଚଳ ପ୍ରଭାବିତ । ବିଭିନ୍ନ ରେଳ ସାରଣୀରେ ପରିବର୍ତନ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୁଚନା । ଓଡ଼ିଶାକୁ ଆସୁଥିବା ଏବଂ ଯାଉଥିବା ବିଭିନ୍ନ ଟ୍ରେନର ସମୟକୁ ପରିବର୍ତନ କରାଯାଇଛି । କିଛି…

ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଲୁଚାଇ ରଖିଥିବା ଘଟଣାରେ ନୂଆମୋଡ । ସଦସ୍ୟା କହିଲେ ଆମକୁ କରାଯାଇନି ଅପହରଣ, ଆମେ ନିଜ…

କନକ ବ୍ୟୁରୋ: ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ନେଇ ବିଜେପିର ଅଭିଯୋଗ ଆଣିବା ଘଟଣାରେ ଆସିଛି ନୂଆମୋଡ । ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ସଦସ୍ୟାମାନେ । କହିଛନ୍ତି ସେମାନଙ୍କୁ କେହି ଅପହରଣ କରିଆଣି ନାହାନ୍ତି । ସେମାନେ ନିଜ ଇଚ୍ଛାରେ ଭୁବନେଶ୍ୱର ଆସିଛନ୍ତି…