Daily Archives

November 26, 2019

ଦୁଃଖ ବୁଝିବେ ଦୀପାଲି: ରାଜନୀତିରେ ନରହି ବି ସାଧାରଣ ଲୋକଙ୍କ ସେବା କରିବେ ନବ ଦାସଙ୍କ ଝିଅ । ସମସ୍ୟା ଶୁଣି ସମାଧାନ…

କନକ ବ୍ୟୁରୋ: ସେବା କରିବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ । ସକ୍ରିୟ ରାଜନୀତିରେ ନଥାଇ ମଧ୍ୟ ସାଧାରଣ ଲୋକଙ୍କ ଦୁଃଖସୁଖ ବୁଝିବେ ନବ ଦାସଙ୍କ ଝିଅ ଦୀପାଲି ଦାସ । ବାପାଙ୍କ ପ୍ରତିନିଧି ଭାବେ ସେ ଲୋକଙ୍କ ସମସ୍ୟା ବୁଝିବାକୁ ପଣ କରିଛନ୍ତି । ତେବେ ଗତ କିଛି ଦିନ ହେବ ନବ ଦାସଙ୍କ ଝିଅ ରାଜନୀତିରେ…

ବିଶ୍ୱର ଆଉ ଏକ ବଡ ଚୋରି । ମାତ୍ର ୧ ଫୁଟର ଫାଙ୍କ କରି ୭୮୦୦ କୋଟିର ଜୁଏଲାରୀ ଲୁଟି ନେଲେ ଚୋର ।

ବିଶ୍ୱର ସବୁଠୁ ବଡ ଚୋରି । ମାତ୍ର ଗୋଟିଏ ଫୁଟ୍ ଫାଙ୍କ ଦେଇ ୭୮୦୦ କୋଟି ଟଙ୍କାର ଜୁଏଲାରୀ ଚୋରି କରି ନେଇଛନ୍ତି ଚୋର । ଆଉ ଏହି ଚୋରି ଜର୍ମୀନୀର ଐତିହାସିକ ଡ୍ରେସଡେନ୍ ଗ୍ରୀନ ଭୋଲ୍ଟ ମ୍ୟୁଜିୟମରୁ ହୋଇଛି । ଚୋରି ହୋଇଥିବା ସମସ୍ତ ଜୁଏଲାରୀ ହୀରାରେ ନିର୍ମିତ । ସୋମବାର ଭୋର ସମୟରେ ଏହି ଚୋରି…

ଟୋକନ୍ ପରେ ନୂଆ ଟେନସନ୍! ମୁଣ୍ଡ ଟେକିଲାଣି ମଣ୍ଡି ବିବାଦ, ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳୁନଥିବା ଅଭିଯୋଗ ।

କନକ ବ୍ୟୁରୋ: ମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ । ମାଲକାନଗିରି ଜିଲ୍ଲାରେ ଗତ ୪ ଦିନ ହେବ ଧାନ ମଣ୍ଡି ଆରମ୍ଭ ହୋଇ ଥିଲେ ହେଁ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏଫ.ଏ.କ୍ୟୁ ର ଆଳ ଦେଖାଇ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ, କ୍ୟୁଇନ୍ଟାଲ ପିଛା ୧୦ କେଜି ରୁ ଅଧିକ ଧାନ…

ଶେଷ ହେବ ସବୁ ସସପେନ୍ସ, ସନ୍ଧ୍ୟାରେ ଆସିବ ‘ମହା’ ସରକାର । ସନ୍ଧ୍ୟା ୭ଟାରେ ସରକାର ଗଢ଼ିବାକୁ ରାଜ୍ୟପାଳଙ୍କୁ ଭେଟି ଦାବି…

କନକ ବ୍ୟୁରୋ: ଶେଷ ହେବ ସବୁ ସସପେନ୍ସ, ସନ୍ଧ୍ୟାରେ ଆସିବ ‘ମହା’ ସରକାର । ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍ ପାୱାର ଇସ୍ତଫା ଦେବାପରେ ଦୋହଲିଗଲା ଦେବେନ୍ଦ୍ରଙ୍କ ଗଡ଼ । ଫ୍ଲୋରଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଦେଲେ ଇସ୍ତଫା । ଆଉ ଆରମ୍ଭ ହେଲା ନୂଆ ସରକାରର ଅଙ୍କକଷା ।…

ପାଣି ପାଇଁ ଜୀବନ ଗଲା । ରାତିରେ ବାରମ୍ବାର ପାଣି ମାଗୁଥିଲେ ମା’, ଗଳାଚିପି ହତ୍ୟା କଲା ନାବାଳକ ପୁଅ ।

ରାଜଧାନୀ ଦିଲ୍ଲୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଧ ରାତିରେ ପାଣି ମାଗିବାରୁ ମା’କୁ ହତ୍ୟା କରିଛି ନାବାଳକ ପୁଅ । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମିଳିଥିବା ସୂଚନା ମୁତାବକ, ଗ୍ରେଟର ନୋଏଡାର ବାଦଲପୁର ଅଞ୍ଚଳରେ ଗତ ଶନିବାର ଜଣେ ୫୦ ବର୍ଷୀୟ ମହିଳାଙ୍କୁ…

ପରୀକ୍ଷା ପୂର୍ବରୁ ‘ପଦ୍ମ’ ପାଇଁ ଅଡୁଆ କଲେ ଅଜିତ୍ । ଗାଦି ଦୋହଲିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଦେଲେ…

କନକ ବ୍ୟୁରୋ: ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନବିସ । ସାମ୍ବାଦିକ ସମ୍ମିଳନୀ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଦେବେନ୍ଦ୍ର । ଇସ୍ତଫା ପୂର୍ବରୁ ଶିବସେନା ଉପରେ ପ୍ରବଳ…