Daily Archives

November 26, 2019

କମିଗଲା ଫଡନବିସଙ୍କ ‘ପାୱାର’! ଆସ୍ଥା ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଦେବେନ୍ଦ୍ର ବି…

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ନାଟକୀୟ ମୋଡ । ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର । ଆସ୍ଥା ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ ଅଜିତ ପାୱାର । ତେବେ ଆସନ୍ତାକାଲି ଅପରାହ୍ଣ ୫ଟା ସୁଦ୍ଧା ଆସ୍ଥା ଭୋଟ ହେବ ବୋଲି ସୁପ୍ରିମକୋର୍ଟ ଧାର୍ଯ୍ୟ କରିବା ପରେ ଆଜି…

ଆଶୀର୍ବାଦଙ୍କୁ ମିଳିଲା ଜାମିନ୍ । ଦେଢ ଲକ୍ଷର ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ଦେଲେ ହାଇକୋର୍ଟ ।

କନକ ବ୍ୟୁରୋ : ଓଡିଶା କ୍ରିକେଟ୍ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ଜାମିନ । ଆଶୀର୍ବାଦଙ୍କୁ ଆଜି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିଥିଲା ସିବିଆଇ । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏବେ…

ଜମି ଦୁର୍ନୀତି ନେଇ ମହାରଥୀଙ୍କ ଉପରେ ବର୍ଷିଲେ ବିଜେପି ନେତା ଆଶ୍ରିତ ପଟ୍ଟନାୟକ । କହିଲେ ୩୫-୪୦ ବର୍ଷ ହେବ ରାଜନୀତି…

କନକ ବ୍ୟୁରୋ : ବିଜେପିକୁ ପ୍ରଦୀପ ମହାରଥୀଙ୍କ ଚ୍ୟାଲେଞ୍ଜ ପରେ ପିପିଲି ବିଧାୟକଙ୍କୁ ଘେରିଲେ ବିଜେପି ନେତା ଆଶ୍ରିତ ପଟ୍ଟନାୟକ । ସରକାରୀ ଜମି ନେଇ ସାଂଘାତିକ ଅଭିଯୋଗ ଆସିବା ପରେ ବିଜେପିକୁ ଚ୍ୟାଲେଞ୍ଜ ଦେଇଥିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ସେ କହିଛନ୍ତି, ଶହେ କୋଟି ତ ଦୂରର କଥା…

ବିଜେପିକୁ ମହାରଥୀଙ୍କ ମହାଚ୍ୟାଲେଞ୍ଜ: କହିଲେ, ସରକାରୀ ଜମି ହଡପର ସତ ଦେଖାଇଲେ ରାଜନୀତିରୁ ନେବି ସନ୍ୟାସ । ଶହେ କୋଟି…

କନକ ବ୍ୟୁରୋ: ମହାରଥୀଙ୍କ ନାଁରେ ବିଜେପି ସାଙ୍ଘାତିକ ଅଭିଯୋଗ ଆଣିବା ପ୍ରସଙ୍ଗ । ବିଜେପିକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ମହାରଥୀ । ସରକାରୀ ଜମି ହଡପ ନେଇ ବିଜେପି ସାଂଘାତିକ ଅଭିଯୋଗ କରିବା ପରେ ଚ୍ୟାଲେଞ୍ଜ ଦେଇଛନ୍ତି ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ।…

କ’ଣ ଏହି ଓପନ୍ ବାଲଟ୍ ଭୋଟିଂ ପ୍ରକ୍ରିୟା ? ଆସନ୍ତାକାଲି ମହାରାଷ୍ଟ୍ରରେ ଏହି ପ୍ରକ୍ରିୟାରେ ହେବ ଭୋଟ୍ ।

କନକ ବ୍ୟୁରୋ : କୌଣସି ରହସ୍ୟ ଓ ରୋମାଞ୍ଚରେ ଭରପୁର ଡ୍ରାମ୍ବା କିମ୍ବା କାହାଣୀଠାରୁ ଭିନ୍ନ ନୁହେଁ ମହାରାଷ୍ଟ୍ର ରାଜନୀତି । କାରଣ ଏଠି ଘଡିକେ ବଦଳି ଯାଉଛି ଦୃଶ୍ୟ । ଆଜି ସୁପ୍ରିମକୋର୍ଟ ଦେଇଥିବା ରାୟରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବିଧାନସଭାରେ…

ସମ୍ବିଧାନ ଦିବସରେ ସଂସଦରେ ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । କହିଲେ, ଆମ ସମ୍ବିଧାନ ଦୁନିଆର ସବୁଠୁ…

କନକ ବ୍ୟୁରୋ: ସମ୍ବିଧାନ ଦିବସରେ ସଂସଦରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଆଜିର ଦିନ ଐତିହାସିକ ଦିନ ଅଟେ । ଆମ ସମ୍ବିଧାନ ଦୁନିଆର ସବୁଠୁ ନିରପେକ୍ଷ । ସମ୍ବିଧାନ ଆମ ପାଇଁ ପବିତ୍ରତମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଏକ…