Daily Archives

November 26, 2019

ଚେତାଇ ଦେଲେ ପରିବହନ ମନ୍ତ୍ରୀ, ଆସନ୍ତା ୧ରୁ କଡାକଡି ହେବ ନୂଆ ଟ୍ରାଫିକ ନିୟମ । ଗାଡି କାଗଜପତ୍ର ପାଇଁ ଆରଟିଓ ଅଫିସରେ…

କନକ ବ୍ୟୁରୋ : ହାତରେ ଆଉ ମାତ୍ର ୪ ଦିନ । ପୁଣି ଥରେ କଡ଼ାକଡ଼ି ଭାବେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ । ଆଉ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ରାଜ୍ୟର ବିଭିନ୍ନ ପରିବହନ କାର୍ଯ୍ୟାଳୟ ଗୁଡ଼ିକରେ ଲାଗୁଛି ଅସମ୍ଭାଳ ଭିଡ଼ । ଭୁବନେଶ୍ୱର, କଟକ, ନୟାଗଡ଼ ଏବଂ…

ସରକାର ଦେଉଛନ୍ତି ୩୫ କେଜି, ହିତାଧିକାରୀ ପାଉଛନ୍ତି ୧୫ରୁ ୨୦ କେଜି । କାହା ପେଟକୁ ଯାଉଛି ବଳକା ଚାଉଳ?

କନକ ବ୍ୟୁରୋ: ଆଦିମ ଅଧିବାସୀ କୁଟିଆ କନ୍ଧଙ୍କ ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଜଣେ କି ଦୁଇ ଜଣ ନୁହେଁ ଶହ ଶହ ହିତାଧିକାରୀଙ୍କ କ୍ୱିଂଟାଲ କ୍ୱିଂଟାଲ ଚାଉଳ ବାଟମାରଣା କରୁଛନ୍ତି ଯୋଗାଣ ବିଭାଗ ଅଧିକାରୀ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏପରି ସାଂଘାତିକ ଘଟଣା…

ରତ୍ନଭଣ୍ଡାରରେ ଅଛି କେତେ ଅଳଙ୍କାର ? ହିସାବ ଦେଲେ ସରକାର, କହିଲେ ସୁରକ୍ଷିତ ଅଛି ମହାପ୍ରଭୁଙ୍କ ସୁନା ଅଳଙ୍କାର ।

କନକ ବ୍ୟୁରୋ : ରତ୍ନଭଣ୍ଡାରରେ ରହିଛି କେତେ ଅଳଙ୍କାର । ଆଜି ବିଧାନସଭାରେ ଶ୍ରୀଜିଉଙ୍କ ରହସ୍ୟମୟ ରତ୍ନଭଣ୍ଡାରର ହିସାବ ରଖିଛନ୍ତି ସରକାର ।  ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରାୟ ୩୦ବର୍ଷ ତଳେ ହୋଇଥିବା ଭଣ୍ଡାର ଘରର ଆକଳନ ସମ୍ପର୍କୀତ ତଥ୍ୟ ଉପସ୍ଥାପନ କରିଛନ୍ତି ।  ଆଉ…

ସବୁ ଲୁଟିନେଲେ ଶ୍ମଶାନ ଅଘୋରୀ: ତନ୍ତ୍ର-ମନ୍ତ୍ର ମାୟାଜାଲରେ ପଡ଼ିଗଲେ ଯୁବକ, ବେତାଳ ବାହାନାରେ ଠକି ନେଲେ ଲକ୍ଷ ଲକ୍ଷ…

କନକ ବ୍ୟୁରୋ: ଘରକୁ ବେତାଳ ପଠାଇବେ କହି ଠକିନେଲେ ୧ ଲକ୍ଷ ୨୦ ହଜାର ଟଙ୍କା । ଆଜିର ଆଧୁନିକ ଯୁଗରେ ମନ୍ତ୍ର ତନ୍ତ୍ର ନାମରେ ହୋଇଥିବା ଏହି ଠକେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଭଳି ଏକ ଘଟଣା ସାମନାକୁ ଆସିଛି ଜୟପୁରରୁ । ପୁଲିସ ତଦନ୍ତ କରି ଠକେଇ ଟଙ୍କା ଉଦ୍ଧାର କରିଛି ହେଲେ ଅଭିଯୁକ୍ତ…

ଏନସିପିର ସେହି ବିଧାୟକ । ଯିଏ ଅଜିତଙ୍କ ହାତ ଛାଡି ଆସିବା ପରେ ମୋଡ ବଦଳାଇଥିଲା ମହାରାଷ୍ଟ୍ର ରାଜନୀତି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୮୦ ଘଣ୍ଟା ନ ପୁରୁଣୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବୀଶ । ତେବେ ରାତାରାତି ଫଡନବୀଶ ସରକାର ଗଠନ ପଛର ମୁଖ୍ୟ ପୁରୋଧା ଥିଲେ ଏନସିପି ନେତା ଧନଞ୍ଜୟ ମୁଣ୍ଡେ । ଅଜିତ ପାୱାରଙ୍କ ସମର୍ଥନପତ୍ର ସାହାଯ୍ୟରେ ଦେବେନ୍ଦ୍ର ଫଡନବୀଶ ସରକାର ଗଢିଥିଲେ…

ଶିକ୍ଷା ନାଁରେ ଶୋଷଣ ! ମାଲକାନଗିରିରେ କାୟା ମେଲାଉଛି ଜାଲ୍ ସାର୍ଟିଫିକେଟ୍ ଜାଲ, ପୋଲିସ୍ ପଞ୍ଝାରେ ପଡ଼ିଲା ମହାଠକ ।

କନକ ବ୍ୟୁରୋ: ଟଙ୍କା ଦିଅ ସାର୍ଟିଫିକେଟ ନିଅ । ବଜାରରେ ବିକ୍ରି ହେଉଛି ସାର୍ଟିଫିକେଟ । ବିନା କଷ୍ଟରେ, ପାଠ ନ ପଢି କେମିିତି ମୋଟା ଅଙ୍କ ଦେଇ ନକଲି ସାର୍ଟିଫିକେଟ କିଣି ଦହଗଂଜ ହେଉଛନ୍ତି ଛାତ୍ରଛାତ୍ରୀ । ଉପାନ୍ତ ଅଂଚଳରେ ବେଶ ଫଳପ୍ରଦ ହେଉଛି ଜାଲ ସାର୍ଟିଫିକେଟର ଗୋଲକଧନ୍ଦା । ମାଲାକନଗିରି…