Daily Archives

November 17, 2019

ଅପପୁଷ୍ଟି ଭିତରେ ଓଡ଼ିଶାର ଭବିଷ୍ୟତ ? ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ । ୨୩, ୪୨୯ ଶିଶୁ ଅପପୁଷ୍ଟିର ଶିକାର, ଭୋକର…

କନକ ବ୍ୟୁରୋ : ଅପପୁଷ୍ଟିର ଶିକାର ହେଉଛନ୍ତି ରାଜ୍ୟର ଭବିଷ୍ୟତ । ଯୋଜନା ପରେ ଯୋଜନା ହେଉଛି, ହେଲେ ହଜାର ହଜାର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ । ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ୱୀକାର କରିଛନ୍ତି ୨୩ ହଜାର ୪୨୯ ଜଣ ଶିଶୁଙ୍କ ଓଜନ ଅତି କମ୍ । ଏଥିପାଇଁ ସରକାରଙ୍କ…

ମୋତେ ସାହା ହେବାକୁ କେହି ନାହିଁ । ମୋ ଦୁଃଖ ବୁଝିବାକୁ କେହି ନାହିଁ । ବାତ୍ୟା ବୁଲବୁଲ ସବୁକିଛି ଶେଷ କରିଦେବା ପରେ…

କନକ ବ୍ୟୁରୋ : ବାତ୍ୟା ବୁଲବୁଲ ଆସିଲା, ଆଉ ଓଡ଼ିଶାର ଅତି ନିକଟରୁ ଚାଲିଗଲା । କିନ୍ତୁ ଏହି ଅଳ୍ପ ସମୟ ମଧ୍ୟରେ ଅନେକ ପରିବାରର ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲା ବୁଲବୁଲ । ବାତ୍ୟା ଚାଲିଯିବାର ୮ ଦିନ ବିତିଯାଇଛି ସତ, କିନ୍ତୁ ଦେଇଥିବା କ୍ଷତ ଏଯାଏଁ ଶୁଖିନି । କିଏ ବାସହରା ହୋଇଛି ତ ପୁଣି…

ଚାଲିଥିଲା ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚ୍ । ହଠାତ୍ ପଡିଆ ମଝିକୁ ଦୌଡି ପଶିଗଲେ ଜଣେ ଦର୍ଶକ । ଦେଖନ୍ତୁ କେମିତି…

କନକ ବ୍ୟୁରୋ : ଚାଲିଥିଲା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ । ଇନ୍ଦୋରରେ ଖେଳାଯାଉଥିବା ମ୍ୟାଚର ତୃତୀୟ ଦିନରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜଣେ ଫ୍ୟାନ୍ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ତାଙ୍କୁ ଭେଟିବାକୁ ପଡିଆ ମଧ୍ୟକୁ ଚାଲିଯାଇଥିଲେ । ଡ୍ରିଙ୍କସ ବ୍ରେକ୍…

ଆସନ୍ତାକାଲିଠାରୁ ଶୀତକାଳୀନ ସଂସଦୀୟ ଅଧିବେଶନ । ସ୍ମସିତ କହିଲେ, ପର୍ଯ୍ୟଟନ ଠାରୁ ପୋଲାଭରମ୍, ପାର୍ଲାମେଣ୍ଟରେ ସବୁ…

କନକ ବ୍ୟୁରୋ: ସଂସଦରେ ଉଠିବ ସବୁକଥା । ପର୍ଯ୍ୟଟନ ଠାରୁ ଆରମ୍ଭ କରି ପୋଲାଭରମ ଶୀତକାଳୀନ ସଂସଦୀୟ ଅଧିବେଶନରେ ସବୁ ପ୍ରସଙ୍ଗ ଉଠାଇବ ବିଜେଡି । ଆସନ୍ତାକାଲି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସସ୍ମିତ ପାତ୍ର । ଦେଶର…

ଭାରତୀୟ ରେଳବାଇରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଜାଣନ୍ତୁ କେମିତି କରିବେ ଆବେଦନ ।

କନକ ବ୍ୟୁରୋ : ଭାରତୀୟ ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର ସହିତ ସୁବର୍ଣ୍ଣ ସୁଯୋଗ ରହିଛି । ରେଳବାଇ (ରେଲୱେ, ଆରଆରବି)ଅପ୍ରେନ୍‌ଟିସ୍‌ ଜରିଆରେ ୨୦୨୯ଟି ଖାଲି ଥିବା ପଦ ଭର୍ତ୍ତି ପାଇଁ ବିଜ୍ଞାପନ ବାହାରିଛି । ଏହି ପଦ ପାଇଁ ଆବେଦନ…

ଶଙ୍କରାଚାର୍ଯ୍ୟଙ୍କ ସଜ୍ଞାକୁ ନେଇ ପ୍ରଶ୍ନ ଉଠାଇଲେ ନରସିଂହ । କହିଲେ, ଉଇଲ୍ ଅନୁସାରେ ନିଜ ନାଁରେ ଦେବତୀର୍ଥ ଲେଖୁ…

କନକ ବ୍ୟୁରୋ : ଓଡିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍-୨୦୧୯ ବିଧାନସଭାରେ ପାରିତ ହୋଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଦେବୋତ୍ତର ଆଇନ୍ ଅନୁସାରେ ମଠ ଗୁଡିକ ଆଇନ୍ ଅନୁଯାୟୀ ଆକାଉଂଟ୍ ଡିଟେଲ ଦେବା ଆବଶ୍ୟକ ଓ ଆୟର ୫ ପ୍ରତିଶତ…