Daily Archives

November 17, 2019

ଅଯୋଧ୍ୟା ରାୟ ଉପରେ ପୁନଃବିଚାର କରିବାକୁ ରିଭ୍ୟୁ ପିଟିସନ ଦାଖଲ କରିବ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ।…

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଛି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ । ଅଯୋଧ୍ୟା ମାମଲାର ପୁନଃବିଚାର ପାଇଁ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ପକ୍ଷରୁ ପୁଣିଥରେ ରିଭ୍ୟୁ ପିଟିସନ ଦାଖଲ କରାଯିବ ସାମ୍ବାଦିକ ସମ୍ମିଳନୀରେ…

ଅଯୋଧ୍ୟା ରାୟକୁ ନେଇ ଅସନ୍ତୁଷ୍ଟ ମୁସଲିମ୍ ପକ୍ଷ ମଧ୍ୟରେ ଫାଟ ! ମୁସଲିମ୍ ଶିକ୍ଷାନୁଷ୍ଠାନ ବୈଠକରେ ଯୋଗ ଦେଲେନି ଅନେକ…

ଅଯୋଧ୍ୟା ମାମଲାକୁ ନେଇ ମୁସଲିମ୍‌ ପକ୍ଷରେ ସାମ୍ନାକୁ ଆସିଲାଣି ଫାଟ। ସୁପ୍ରିମକୋର୍ଟର ଅଯୋଧ୍ୟା ରାୟ ଆସିବାର ସପ୍ତାହକ ପରେ ଦେଖିବାକୁ ମିଳିଛି ବିରୋଧ। ଦେଶର ସର୍ବୋଚ୍ଚ ଅଦାଲତଙ୍କ ରାୟ ବିରୋଧରେ ମୁସଲିମ୍‌ ପକ୍ଷ ପୁନଃବିଚାର ଯାଚିକା ଆବେଦନ କରିବା ନେଇ ନିଷ୍ପତି ନେବାକୁ ବାହାରିବା ସମୟରେ…

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କୁ ଅଧିକ ଗୁରୁ ଦାୟିତ୍ୱ । ଏଣିକି ସାମ୍ବାଦିକ କଲ୍ୟାଣ ଯୋଜନା ଠାରୁ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ଅଧିକ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସବୁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସରକାରୀ ବିଜ୍ଞାପନ ଦେବା ନେଇ ମାନସ ମଙ୍ଗରାଜ ହିଁ ନିଷ୍ପତ୍ତି ନେବେ । ଏନେଇ…

ଟାଙ୍ଗିରେ ଚାଲିଛି ନକଲି ସିମେଂଟ କାରଖାନା: ଚୋରା ଚାଲାଣ ବେଳେ ପୋଲିସ ମାରିଲା ରେଡ୍; କାରଖାନା ସିଜ

କନକ ବ୍ୟୁରୋ: ଶହ ଶହ ନକଲି ସିମେଂଟ ବସ୍ତା ଜବତ । ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟ ଏକ ଘରୁ ଏହି ନକଲି ସିମେଂଟ ଜବତ କରାଯାଇଛି । ଦୀର୍ଘ ଦିନ ହେବ ଏଠି ନକଲି ସିମେଂଟ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଥିଲା । ଆଜି ଟାଙ୍ଗୀ  ପୋଲିସ ସେହି ଅଂଚଳରେ…

ଜୁଇରୁ ଜିଇଁଲା ଶବ ! ମୃତ ଭାବି ସଂସ୍କାର କରିବାକୁ ନେଇଥିବା ବେଳେ ଜୁଇ ଉପରେ ହଲିଲା ମହିଳାଙ୍କ ହାତଗୋଡ

କନକ ବ୍ୟୁରୋ: ଶବଦାହ ବେଳେ ଜୁଇରୁ ଉଠି ବସିଲେ ମହିଳା । ଅସୁସ୍ଥ ପରେ ମୃତ ଭାବି ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଇଥିଲେ ପରିବାର ଲୋକେ । ଜୁଇରୁ ଉଠିବା ଦେଖି ସ୍ମଶାନରେ ଥିବା ପରିବାର ଲୋକେ ଚକିତ ହୋଇଯାଇଥିଲେ । ଜୁଇରୁ ମହିଳାଙ୍କୁ ଆଣି ପୁଣି ଥରେ ଆଂବୁଲାନ୍ସ ଧରି ବାହାରି ପଡିଥିଲେ…

ଚୋର ନେଇଗଲା ଟଙ୍କା ବାକ୍ସ ! ଏପଟେ ବରବଧୂଙ୍କ ଚାଲିଥିଲା ଫଟୋସୁଟ୍ ସେପଟେ ୫ ଲକ୍ଷ ଟଙ୍କାର ବାକ୍ସ ଧରି ଚମ୍ପଟ ମାରିଲା…

ବିବାହରେ ଛୋଟମୋଟ ଜିନିଷ ଚୋରୀ ହେବା ଘଟଣା କିଛି ନୂଆ ନୁହଁ କିନ୍ତୁ ଆଖି ଆଗରୁ ଟଙ୍କା ବାକ୍ସ ଚୋରୀ ହୋଇଯିବା ଘଟଣା ନିହାତି ମନରେ ଡର ସୃଷ୍ଟି କରିବ । ରାଜଧାନୀ ଦିଲ୍ଲୀରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି । ଦିଲ୍ଲୀର କଡକଡଡ୍ଡୁମା କୋର୍ଟରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ଗହଳି ଆଳରେ…