Daily Archives

November 16, 2019

କାଲି କଳା ପଟି, ଆଜି କଳା ଗାମୁଛା । ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ଅଡି ବସିଛି ବିଜେପି ,…

କନକ ବ୍ୟୁରୋ : ଗୋଟିଏ ପଟେ ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ଭୁଲ ତଥ୍ୟକୁ ନେଇ ବିଧାନସଭା ସରଗରମ ହେଉଥିବା ବେଳେ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ବିଜେପି ବିଧାୟକଙ୍କ ପ୍ରତିବାଦ । ସ୍ମିତାରାଣୀ ପ୍ରସଙ୍ଗକୁ ହାଲୁକା କରିବା ପାଇଁ ବ୍ୟାକରଣଗତ ତ୍ରୁଟିକୁ ପ୍ରସଙ୍ଗ କରାଯାଇଛି ବୋଲି ଆକ୍ଷେପ…

ବିଏମସିର ନୂଆ ନିୟମ । ଏଣିକି ଖୋଲାରେ ମଳତ୍ୟାଗ କଲେ ଗଣିବାକୁ ପଡିବ ଜରିମାନା ।

କନକ ବ୍ୟୁରୋ : ସ୍ମାର୍ଟସିଟିବାସୀଙ୍କ ପାଇଁ ନୂଆ ନିୟମ । ରାଜଧାନୀ ଭୁବନେଶ୍ୱରରେ ଏଣିକି ଖୋଲାରେ ପରିସ୍ରା କିମ୍ବା ମଳତ୍ୟାଗ୍ କଲେ ତ୍ରାହି ନାହିଁ । ଏଣିକି ଖୋଲାରେ ମଳତ୍ୟାଗ କିମ୍ବା ପରିସ୍ରା କଲେ ଜରିମାନା ଗଣିବାକୁ ପଡିବ । ଏନେଇ ନୋଟିସ ଜାରି କରିଛି ବିଏମସି । ଯଦି ରାଜଧାନୀର କୌଣସି…

ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ପରୀକ୍ଷାଫଳ ପ୍ରକାଶିତ : ମୋଟ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ

କନକ ବ୍ୟୁରୋ : ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ପରୀକ୍ଷାଫଳ ପ୍ରକାଶିତ । ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ବା (ଓଏଏସ-ମୁଖ୍ୟ) ପରୀକ୍ଷା ୨୦୧୮ର ଫଳାଫଳ ଘୋଷିତ ହୋଇଛି । ଏହି ପରୀକ୍ଷାର୍‌ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି ।…

ହାତ ନାହିଁ କିନ୍ତୁ ପରିବାର ଚଳାଇବାକୁ ପଛଘୁଂଚା ଦେଉନାହାନ୍ତି । ପାନ ଦୋକାନ ଖଣ୍ଡିଏ କରିଛନ୍ତି, ପରିବାର ଚଳାଉଛନ୍ତି ।…

କନକ ବ୍ୟୁରୋ : ଦୁର୍ଘଟଣା ସିନା ଯନ୍ତ୍ରଣା ଦେଇଛି କିନ୍ତୁ ଜୀବନ ଗତିପଥକୁ ରୋକି ପାରିନାହିଁ । ପ୍ରଶାସନ କି କମ୍ପାନୀର ସହଯୋଗ ମିଳିନି, ତଥାପି ଆଗକୁ ବଢିଛନ୍ତି ଦୁର୍ଘଟଣାରେ ଗୋଟିଏ ହାତ ହରାଇଥିବା ଅନୁଗୁଳ କଣିହାଁ ଟେଲ କୋବଡା ବସ୍ତିର ଲାଲମୋହନ ମୁର୍ମୁ । ଅଘଟଣ ପରେ ପରିବାର ପ୍ରତିପୋଷଣ ପଥ…

ଇନ୍ଦୋରରେ ଟିମ୍ ଇଣ୍ଡିଆର ବିଜୟ ଛକା । ଧୋନିଙ୍କୁ ପଛରେ ପକାଇ ନୂଆ ରେକର୍ଡ ହାସଲ କଲେ କ୍ୟାପଟେନ କୋହଲି ।

ଇନ୍ଦୋରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୦ ରନରେ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଆଉ ଏହି ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିବା ସହ କ୍ୟାପଟେନ କୋହଲି ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଟେଷ୍ଟ ମ୍ୟାଚରେ ଭାରତୀୟ…

ସାବରୀମାଳା ମନ୍ଦିରର କବାଟ ଖୋଲିଲା : ୧୦ ମହିଳାଙ୍କୁ ଫେରାଇଦେଲା କେରଳ ପୋଲିସ୍

କନକ ବ୍ୟୁରୋ : ଖୋଲିଲା ସାବରୀମାମଳା ମନ୍ଦିର । ମଣ୍ଡଳା ପୂଜା ପାଇଁ ଆଜି ସନ୍ଧ୍ୟା ୫ଟାରେ କେରଳର ସାବରୀମାମଳା ମନ୍ଦିର ଖୋଲିଛି । ମନ୍ଦିର ଖୋଲିଲା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ୪୧ ଦିନିଆ ବାର୍ଷିକ ତୀର୍ଥଯାତ୍ରାର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା…