Daily Archives

November 16, 2019

ପଛରେ ପଡିବେ ୪ ଶକ୍ତିଶାଳୀ ଦେଶ । ୨୦୩୦ ସୁଦ୍ଧା ଭାରତୀୟ ସେନା ହେବ ବିଶ୍ୱର ସବୁଠୁ ଶକ୍ତିଶାଳୀ ବାହିନୀ 

ଦିନକୁ ଦିନ ବଢୁଛି ଭାରତୀୟ ସେନାର ଶକ୍ତି । ସାମିଲ ହେଉଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର । କେବଳ ଯୁଦ୍ଧାସ୍ତ୍ର ନୁହେଁ ଭାରତୀୟ ସେନାକୁ ଶକ୍ତିଶାଳି କରୁଛି ତା ନୁହେଁ ଭାରତୀୟ ସେନାରେ ଦିଆଯାଉଥିବା ଯୁଦ୍ଧ କୌଶଳର ତାଲିମ୍ ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି । ତେବେ ଏହାରି ମଧ୍ୟରେ ସାମ୍ନାକୁ…

ଇଞ୍ଜିନିୟରିଂ ପାଠ ଠାରୁ ମୁହଁ ମୋଡି ନେଉଛନ୍ତି ଛାତ୍ରଛାତ୍ରୀ । ଫାଙ୍କା ପଡିଛି ୭୦ ପ୍ରତିଶତରୁ ଅଧିକ ସିଟ୍,…

କନକ ବ୍ୟୁରୋ : ଇଞ୍ଜିନିୟରିଂ କଲେଜକୁ ଘାରିଛି ଶନି ଦଶା । ଚାକିରି ନାହିଁ କି ଆଉ ଭଲ ଦରମା ମଧ୍ୟ ନାହିଁ । ଦିନକୁ ଦିନ ଏହି କାରଣ ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଠାରୁ ଦୂରେଇ ନେଉଛି । ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେବା ସହ ରାଜ୍ୟରେ…

ଭଦ୍ରକ ଜିଲ୍ଲାରେ ଅଭାବନୀୟ ଘଟଣା : ପରିବାରକୁ ନ ଜଣାଇ ମୃତ ବ୍ୟକ୍ତିଙ୍କ ଆଖି କାଢ଼ିଦେଲେ ଡାକ୍ତର, ଧରାଇଦେଲେ ଚକ୍ଷୁଦାନ…

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଘରୋଇ କଳହ ପାଇଁ ସ୍ବାମୀ ବିଷ ପିଇବା ପରେ ଚିକିତ୍ସା ପାଇଁ ସ୍ତ୍ରୀ ସମେତ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ । କିନ୍ତୁ  ପରିସ୍ଥିତି ଗମ୍ଭୀର ହେବାରୁ  ଯୁବକଙ୍କୁ  କଟକ ଏସସିବିକୁ ଅଣାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ…

ମଣ୍ଡି ଖୋଲିଛି ଧାନ ଉଠୁନି : ଟୋକନ୍ ଅପେକ୍ଷାରେ ଚାଷୀ, ଖଳାରେ ଧାନ

କନକ ବ୍ୟୁରୋ : ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡରେ ଭଲ ବର୍ଷା ଯୋଗୁଁ ଚାଷୀ ଭଲ ଧାନ ଫସଲ ଅମଳ କରିଛନ୍ତି । ହେଲେ ସରକାରୀ ଅବ୍ୟବସ୍ଥା କାରଣରୁ ସେହି କଷ୍ଟ ଉପାର୍ଜିତ ଧାନକୁ ବିକିବା ପାଇଁ ଚାଷୀଙ୍କୁ ଏବେ ବହୁ ହନ୍ତସନ୍ତ ହେବାକୁ ପଡୁଛି । ଧାନମଣ୍ଡି ଗୁଡିକ ଖୋଲିଛି ହେଲେ ପ୍ରଶାସନ…

ଏଣିକି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଚାହୁଁଥିବା ଯାତ୍ରୀ ମାନଙ୍କୁ ହେବନି କୌଣସି ଅସୁବିଧା । ଭୁବନେଶ୍ୱର, ଭଦ୍ରକ ଓ ଗୟା…

କନକ ବ୍ୟୁରୋ: ଦେଶର ପସିଦ୍ଧ ପର୍ୟ୍ୟଟନସ୍ଥଳୀଗୁଡ଼ିକୁ ଯାତ୍ରା କରିବା ପାଇଁ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଏକ ସ୍ବତନ୍ତ୍ର ଟ୍ରେନ୍ ଯାତାୟତ କରିବ। ବିଶାଖାପାଟଣାରୁ ଆଲ୍ଲାବାଦ୍ ପର୍ୟ୍ୟନ୍ତ ଯିବାକୁ ଥିବା ଏହି ଟ୍ରେନ୍ ଭୁବନେଶ୍ବର, ଭଦ୍ରକ ଓ ଗୟା ଦେଇ ଯିବ। ଟ୍ରେନ୍ରେ ଯାତ୍ରୀମାନଙ୍କର…

ଇନ୍ଦୋରରେ ଇନିଂସ ବିଜୟ । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ବାଂଲାଦେଶ, ଇନିଂସ ଓ ୧୩୦ ରନରେ ମାତ୍…

କନକ ବ୍ୟୁରୋ : ଇନ୍ଦୋରରେ ଟିମ୍ ଇଣ୍ଡିଆର ଇନିଂସ ବିଜୟ । ବାଂଲାଦେଶ ବିପକ୍ଷ ଇନ୍ଦୋର ଟେଷ୍ଟକୁ ଇନିଂସ ଓ ୧୩୦ ରନରେ ବାଜି ମାରି ନେଇଛି ବିରାଟ ବାହିନୀ । ଆଉ ଏହାସହ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଏବେ ୧-୦ରେ ଆଗୁଆ ରହିଛି କୋହଲି ଆଣ୍ଡ କୋ । ଇନ୍ଦୋର ଟେଷ୍ଟର ତୃତୀୟ ଦିନରେ ବାଂଲାଦେଶକୁ…