Daily Archives

November 10, 2019

ଆଦର୍ଶ ଅଙ୍ଗନବାଡିର ଆଦର୍ଶ ଦିଦି ଶୁକ୍ରି କବାସୀ…ସ୍ୱାଭିମାନ ଅଞ୍ଚଳ ପାଇଁ ସାଜିଛନ୍ତି ପ୍ରେରଣା…ତାଙ୍କ…

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳ ପାଇଁ ଜୀବନ୍ତ ପ୍ରେରଣାର ସ୍ରୋତ ଶୁକ୍ରି କବାସୀ । ବୟସ ପ୍ରାୟ ୨୫ ବର୍ଷ । କୋୟା ସଂପ୍ରଦାୟର ଏହି ଆଦିବାସୀ ଯୁବତୀ ଏବେ ପଛୁଆ ଅଂଚଳର ଜଣେ ଭିନ୍ନ ମଣିଷ ଭାବେ ପରିଚୟ ପାଇଛନ୍ତି । ଶୁକ୍ରି କବାସୀ ହେଉଛନ୍ତି ମାଲକାନଗିରି ବ୍ଲକ ତମସା ଗାଁର ଅଙ୍ଗନବାଡି ଦିଦି ।…

କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ : ଫସଲ ନଷ୍ଟ କଲେ, ଘର ଭାଙ୍ଗିଲେ

କନକ ବ୍ୟୁରୋ : ପୁଣି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଗୋଟିଏ ହାତୀପଲ କରଞ୍ଜିଆ ଉପଖଣ୍ଡରେ ପଶି ଆସିଛନ୍ତି । ଏଥିରେ ୫୦ରୁ ଅଧିକ ହାତୀ…

କାଶ୍ମୀରରେ ବରଫପାତ : ଧଳା ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର, ବାଟରେ ଅଟକି ରହିଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : ବରଫ ଚାଦରରେ ଘୋଡାଇ ହୋଇଗଲାଣି ଶ୍ରୀନଗର । ଏବେ ଚାରିଆଡେ ଲାଗି ରହିଛି ବରଫ ପାତ । ପରିବେଶ ଏପରି ହୋଇଛି ଦେଖିଲେ ଲାଗିବ ସତେ ଯେମିତି କିଏ ଗୋଟିଏ ଧଳା ଚାଦର ଶ୍ରୀନଗର ସହର ଉପରେ ଘୋଡାଇ ଦେଇ ଯାଇଛି । ମାଟି ଉପରେ ବରଫର ଆସ୍ତରଣ । ଘର ଉପରେ ଜମିଛି ବରଫ । ରାଜପଥ ଘୋଡାଇ ହୋଇ…

ବଦଳିବେ ନାହିଁ ପିସିସି ସଭାପତି। ନିଂରଜନଙ୍କ ହାତରେ ହିଁ ରହିବ କଂଗ୍ରେସର ମଙ୍ଗ। ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର…

କନକ ବ୍ୟୁରୋ: ବିରୋଧୀଙ୍କୁ ଝଟକା । ପିସିସି ସଭାପତି ପଦରେ ରହିବେ ନିରଞ୍ଜନ ପଟ୍ଟନାୟକ । ଦିଲ୍ଲୀରେ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଏହି ଘୋଷଣା କରିଛନ୍ତି । ବାହାରେ ବୟାନବାଜି କରୁଥିବା ନେତାଙ୍କ ପାଇଁ ସେ ସତର୍କ ବାଣୀ ଶୁଣାଇଛନ୍ତି । ଜିତେନ୍ଦ୍ର ସିଂ କହିଛନ୍ତି, ଯେଉଁମାନେ…

ମାଲକାନଗିରି କାଲିମେଳାରେ ଜୀବନ ନେଉଛି ଅଜଣା ରୋଗ : ଆଖି ବୁଜିଲେଣି ୬ ଶିଶୁ, କାରଣ ଜାଣିପାରୁ ନାହାନ୍ତି ଡାକ୍ତର

କନକ ବ୍ୟୁରୋ : ମାଲକାନାଗିରିରେ ଅଜଣା ରୋଗ ଆତଙ୍କ । କାଲିମେଳା ବ୍ଲକରେ କିଛି ଦିନ ଭିତରେ ୬ ଶିଶୁଙ୍କ ଜୀବନ ନେଲାଣି ଅଜଣା ରୋଗ । ବର୍ତମାନ ସୁଦ୍ଧା ରୋଗ କଣ ଜଣାପଡିନି । ଶିଶୁ ମୃତ୍ୟୁର କାରଣ ବି ଜାଣିପାରୁନାହାନ୍ତି ଡାକ୍ତର । କେବଳ ପୁଷ୍ଟିହୀନତା ଓ ନିର୍ଦ୍ଧାରିତ ସମୟ ଆଗରୁ ଶିଶୁ ଜନ୍ମ…

ରାଜ୍ୟର ପ୍ରଥମ ଇକୋ ଭିଲେଜର ମାନ୍ୟତା ପାଇଲା ନୟାଗଡର ମୁଦୁଲିଗାଡିଆ। ପରିଷ୍କାର ପରିଚ୍ଛନ୍ନ ଗାଁ ଦାଣ୍ଡ, ସବୁ ଘରେ…

କନକ ବ୍ୟୁରୋ: ଦିନ ଥିଲା ଏଇ ଜଂଗଲର ଫଳମୂଳ ଆଉ କନ୍ଦା ଖାଇ ବିତୁଥିଲା ଏମାନଙ୍କ ଜୀବନ । ଜାଣି ନ ଥିଲେ ବିକାଶ କଣ ଆଉ ଦେଖିନଥିଲେ ଉନ୍ନତି କଣ । ହେଲେ ଆଜି ଅନ୍ୟମାନଙ୍କ ପାଇଁ ସେମାନେ ପାଲଟିଛନ୍ତି ଉଦାହରଣ ।  ନୟାଗଡ ଜିଲ୍ଲା ମୁଦୁଲିଗାଡିଆ ଗାଁ । ଏହି ଗାଁ ଏପରି କାମ କରିଦେଖାଇଛି , ଯାହା…