Daily Archives

November 10, 2019

ଚାରାରୋପଣ ପାଇଁ ସଚେତନତା : ଭୁବନେଶ୍ୱରରରୁ ଅରୁଣାଚଳ ପ୍ରଦେଶ ୫୦୦୦ କିମି ବାଇକ୍ ଯାତ୍ରାରେ ବାହାରିଲେ ଓଡ଼ିଆ ପୁଅ…

କନକ ବ୍ୟୁରୋ : ସବୁଜ ପୃଥିବୀ ପାଇଁ ଓଡ଼ିଆ ପୁଅ ସିଦ୍ଧାର୍ଥଙ୍କ ନିଆରା ପ୍ରୟାସ । ଚାରା ରୋପଣ ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ବାଇକ୍ ଯାତ୍ରା କରିଛନ୍ତି ଭୁବନେଶ୍ୱରର ସିଦ୍ଧାର୍ଥ ।   କିଛି ସାଥୀଙ୍କୁ ନେଇ ଭୁବନେଶ୍ୱରରୁ ଅରୁଣାଚଳ ପ୍ରଦେଶ ପାଖାପାଖି ୫୦୦୦ କିମି ବାଇକ୍ ଯାତ୍ରା କରିଛନ୍ତି…

ହୀରାକୁଦ ନୀଳଜଳରେ ଅତିଥୀ ପକ୍ଷୀଙ୍କ କଳରବ ! ଏସିଆ, ୟୁରୋପ, ମାଲଦୀପ ଓ ଆଫ୍ରିକାରୁ ଜଳଭଣ୍ଡାରକୁ ଉଡିଆସିଛନ୍ତି ବିଦେଶୀ…

କନକ ବ୍ୟୁରୋ: ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ । ଧୀରେ ଧୀରେ ଶୀତର ପ୍ରକୋପ ବଢୁଥିବାବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଛି । ପ୍ରତିବର୍ଷ ଭଳି ହୀରାକୁଦ ଜଳଭଣ୍ଡାରକୁ ବିଦେଶୀଗତ ପକ୍ଷୀମାନେ ହଜାର ହଜାର କିମି ଅତିକ୍ରମ କରି ଜଳଭଣ୍ଡାରକୁ ଆସିଛନ୍ତି । ପଶ୍ଚିମ…

ପାକିସ୍ତାନର କାଶ୍ମୀର ଚିନ୍ତା : କରତାରପୁର କରିଡର ଉଦଘାଟନ ଉତ୍ସବରେ ବି ରାଜନୀତିର କେଁ ପୁରାଇବାକୁ ଇମ୍ରାନଙ୍କ…

କନକ ବ୍ୟୁରୋ : କରତାରପୁର କରିଡର ଉଦଘାଟନରେ ବି ରାଜନୀତି କରିବାକୁ ଭୁଲିନି ପାକିସ୍ତାନ । କରତାରପୁର କରିଡରର ଗତକାଲି ଥିଲା ଉଦଘାଟନ ଉତ୍ସବ । ଭାରତ ସୀମାରେ ପ୍ରଧାନମନ୍ତ୍ରୀ ମୋଦି ତ ପାକିସ୍ତାନ ପଟେ କରତାରପୁର ଗୁରୁଦ୍ୱାରରେ ଏହାର ଉଦଘାଟନ କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।…

ଅଯୋଧ୍ୟାରେ ନୂଆ ସକାଳ : ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ଥିତି ସ୍ୱାଭାବିକ, ସରଜୁ ତଟରୁ ଆସିଲା ପ୍ରାର୍ଥନାର ପ୍ରଥମ…

କନକ ବ୍ୟୁରୋ : ସୁପ୍ରିମକୋର୍ଟରୁ ଅଯୋଧ୍ୟା ରାୟ ଆସିବା ପରେ ଚାରି ଆଡେ ଦେଖିବାକୁ ମିଳିଥିଲା ଉତ୍ସବର ପରିବେଶ । ତେବେ ଏହା ମଧ୍ୟରେ ପ୍ରାୟ ୨୪ ଘଂଟା ବିତିଲାଣି । ଏ ହେଉଛି ଆଜି ଅଯୋଧ୍ୟା ସହରର ଚିତ୍ର । ଚାରି ଆଡେ ପରିବେଶ ପୁରା ସାମାନ୍ୟ ରହିଛି । ସେଭଳି କୌଣସି ବି ଅସ୍ୱସ୍ତିକର ସ୍ଥିତି ବା…

ଶରୀର ଦୁଇ ହେଲେ ବିଚାର ଏକ୍…ସ୍ୱଚ୍ଛତାର ବାର୍ତ୍ତାବହ ସାଜିଛନ୍ତି ଦୁଇ ବାନ୍ଧବୀ…ପରିବେଶକୁ ସ୍ୱଚ୍ଛ ରଖିବା…

କନକ ବ୍ୟୁରୋ: ପ୍ରଶାସନଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ । ସଭିଙ୍କ ମନରେ ସାଧାରଣତଃ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ତତ୍ପରତା ଦେଖିବାକୁ  ମିଳିଥାଏ । ଯେଉଁଥି ପାଇଁ କେଉଁଠି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ତ ପୁଣି ଆଉ କେଉଁଠି ଉଚ୍ଚସ୍ତରୀୟ ସମୀକ୍ଷା । ହେଲେ ସମାଜରେ…

ଦୀର୍ଘ ବର୍ଷର ଇତିହାସ ଅଯୋଧ୍ୟା ବିବାଦ ! ମିର୍ ବକି ନିର୍ମାଣ କରିଥିଲେ ବାବ୍ରି ମସଜିଦ୍

ଅଯୋଧ୍ୟା ବିବାଦର ଇତିହାସ ଅନେକ ଲମ୍ବା । ପ୍ରାୟ ୪୯୧ ବର୍ଷ ତଳେ ୧୫୨୮ ମସିହାରେ ବାବରଙ୍କ ନିର୍ଦ୍ଦେଶରେ ମୀର୍ ବକିଙ୍କ ଦ୍ୱାରା ବାବ୍ରି ମସଜିତ ନିର୍ମାଣ ହୋଇଥିଲା । ରାମଙ୍କ ଜନ୍ମସ୍ଥାନ କୁହାଯାଉଥିବା ଏହି ସ୍ଥାନରେ ରାମ ମନ୍ଦିର ଧ୍ୱଂସ ପରେ ଏହି ମସଜିଦକୁ ନିର୍ମାଣ କରାଯାଇଥିବାରୁ  ଆରମ୍ଭରୁ…