Daily Archives

November 5, 2019

ଶରଦଙ୍କ ହାତରେ ରହିବ କି ମହାରାଷ୍ଟ୍ରର ମଙ୍ଗ? ବୁଲେଇ ବଙ୍କେଇ ଜବାବ ଦେଲା ଶିବସେନା ।

ମହାରାଷ୍ଟ୍ରରେ କିଏ ଗଢିବ ସରକାର, ମୁଖ୍ୟମନ୍ତ୍ରୀ ଆସନରେ ବସିବ କିଏ? ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଉଭୟ ଶିବସେନା ଓ ବିଜେପି ସତ୍ତାର ଚାବି ଧରିବା ପାଇଁଁ କସରତ ଜାରି ରଖିଛନ୍ତି । ଆଉ ଏସବୁ ଭିତରେ ଶିବସେନା ପୁରୁଣା ସହଯୋଗୀ ବିଜେପିକୁ ବାଏ ବାଏ କରିବା ସହ ଏନସିପିକୁ ସାଥୀ…

ସରକାରୀ ଜାଗାରେ ସବୁଜ ଜହର । ଆଖି ବୁଜି ଦେଇଛି ପ୍ରଶାସନ, ମାଲାମାଲ ହେଉଛନ୍ତି ମାଫିଆ ।

କନକ ବ୍ୟୁରୋ : ସ୍ୱଳ୍ପ ଅର୍ଥ ଏବଂ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗୁଁ ଏବେ କର୍କଟ ରୋଗ ଭଳି ବଢିଚାଲିଛି ବେଆଇନ ଗଞ୍ଜେଇ ଚାଷ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳରେ ଥିବା ଶହ ଶହ ହେକ୍ଟର ସରକାରୀ ଜମିରେ ଅବାଧରେ ଚାଲିଛି ଗଞ୍ଜେଇ ଚାଷ । ମୋଟା ଅଙ୍କର ହାତଗୁଞ୍ଜା ନେଇ ବିଭାଗୀୟ…

ସ୍ୱଚ୍ଛ ଭାରତ ଯୋଜନାକୁ ଶକ୍ତ ଚାପୁଡା! ରାତି ପାହିଲେ ଶୌଚ ପାଇଁ କରିବାକୁ ପଡ଼େ ସଂଘର୍ଷ, ପ୍ରଶ୍ନ ଉଠିଲା କେତେ ସଫଳ…

କନକ ବ୍ୟୁରୋ: ଏ ଏମିତି ଏକ ସଂଘର୍ଷର କାହାଣୀ ଯାହାକୁ ଯିଏ ଅଙ୍ଗେ ନିଭାଇଛି ସେ ହିଁ ଜାଣିଛି ଏହା କେତେ ଲଜ୍ଜ୍ୟା ଜନକ । ଆମେ କହୁଛି ଖୋଲାରେ ଶୌଚ ଯିବା କଥା । ଆଉ ଯେତେ ବେଳେ ଏହା ମହିଳାଙ୍କ କ୍ଷେତ୍ରରେ ଲାଗୁହୁଏ ତାହା ଆହୁରି ସଂଘର୍ଷ ପୂର୍ଣ୍ଣ । ହେଲେ ଏବେ ଏମିତି ପ୍ରଶ୍ନ କାହିଁକି ଉଠିଲା…

ଏକ କି ଦୁଇ ନୁହଁ ୨୭ ବର୍ଷରୁ ମହିଳା ବେଶରେ ଜୀବନ ଯାପନ କରୁଛନ୍ତି ଜଣେ ପୁରୁଷ ! ଖୁବ୍ ରୋମାଞ୍ଚକର ଏହି ମହିଳାବେଶୀ…

ଜନ୍ନୀପୁରରେ ଜଣେ ପୁରୁଷ ମୃତ୍ୟୁ ଭୟରେ ସ୍ତ୍ରୀ ବେଶରେ ରହିବାକୁ ବାଧ୍ୟ ହୋଇଛନ୍ତି । ମା’,ବାପା , ଦୁଇ ଝିଅ, ଏବଂ ପରିବାର ସମସ୍ତଙ୍କ ବିବାହ ପରର ମୃତ୍ୟୁ ପରେ ଜଣେ ବ୍ୟକ୍ତି ସ୍ତ୍ରୀ ବେଶ ଧାରଣ କରି ଜୀବନ ଯାପନ କରୁଛନ୍ତି । ଜନ୍ନୀପୁର ଜିଲ୍ଲାର ହିଜ ଗାଁରେ ରହୁଥିବା ଚିନ୍ତାହରଣ ଚୌହାନ(୬୬)…

ପିଆଜ ଲୁହରେ ଭିଜିବ ପକେଟ ! ଆମଦାନୀ କମୁଥିବାରୁ ୬ରୁ ୧୦ ଟଙ୍କା ବଢିବ ଦର । ଗ୍ରାହକଙ୍କ ମୁଣ୍ଡ ବିନ୍ଧା କଲା…

କନକ ବ୍ୟୁରୋ: ପୁଣି କନ୍ଦାଇବ ପିଆଜ । ଖାଇବା ଥାଳିରୁ ଉଭାନ ହୋଇଯିବ ପିଆଜ । କାରଣ ଆଗକୁ ଆହୁରି ବଢିବ ପିଆଜ ଦର । ପାଖାପାଖି ୬ରୁ ୧୦ ଟଙ୍କା ଦର ବଢିପାରେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତେବେ ଆମଦାନୀ କମୁଥିବାରୁ ପିଆଜ ଦର ବଢିପାରେ । ପିଆଜ…

ନିର୍ଭୟା ଦୁଷ୍କର୍ମ ଘଟଣାର ନୁଆ ମୋଡ ! ରାଷ୍ଟ୍ରପତିଙ୍କୁ ଦୟା ଯାଚିକା ଦେବାକୁ ଅମଙ୍ଗିଲେ ଅଭିଯୁକ୍ତ , ଫାଶୀ ପାଇବେ କି…

ସାରା ଦେଶକୁ ଥରାଇ ଦେଇଥିବା ନିର୍ଭୟା ଘଟଣା ଏକ ନୂଆ ମୋଡ ନେଇଛି । ତିହାଡ ଜେଲ ଓ ମଣ୍ଡଳି ଜେଲରେ ବନ୍ଦୀ ହୋଇରହିଥିବା ତିନି ଅପରାଧି ରାଷ୍ଟ୍ରପତିଙ୍କୁ ଦୟା ଯାଚିକା (ମରସି ପେଟିସନ୍ ) ପଠାଇବାକୁ ମନାକରିଦେଇଛନ୍ତି । ତେବେ ମରସି ପେଟିସନ୍ ଦେବାର ସମୟ ବର୍ତ୍ତମାନ ଶେଷ ହୋଇଯାଇଛି । ଏହି…