Daily Archives

November 5, 2019

ବାତ୍ୟା ଲଗାଇଲା ପରିବା ବଜାରରେ ନିଆଁ ! ଖବର ଶୁଣି ପରିବା ଦର ଆକାଶ ଛୁଆଁ । ପିଆଜ ୭୦କୁ, ପୋଟଳ ୬୦ । ବାୟା କଲା ବିଲାତି…

କନକ ବ୍ୟୁରୋ: ବାତ୍ୟା ବଢାଇଲା ପରିବା ଦର । ବାତ୍ୟା ଖବର ଶୁଣି ବଜାରରେ ହୁ ହୁ ହୋଇ ବଢିଲା ପରିବା ଦର । ଗୋଟିଏ ପଟେ ସମ୍ଭାବ୍ୟ ବତ୍ୟା ଖବର ଗଣମାଧ୍ୟରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିିଥିବା ବେଳେ ଅନ୍ୟପଟେ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି ବେପାରୀ । ବାତ୍ୟା ଆଳରେ…

ପୋଲିସଙ୍କୁ କିଏ ଦେବ ସୁରକ୍ଷା ? ତିସ୍ ହଜାରୀ ପରିସରରେ ପୋଲିସ-ଓକିଲ ଗଣ୍ଡଗୋଳ ପରେ ତେଜିଲା ବିବାଦ, କଳା ଫିତା ବାନ୍ଧି…

କନକ ବ୍ୟୁରୋ : ଉତ୍ତର ଦିଲ୍ଲୀର ତିସ୍‌ ହଜାରୀ ଅଦାଲତ ପରିସରରେ ଶୁକ୍ରବାର ଅପରାହ୍ନରେ ପୁଲିସ୍‌ ଓ ଓକିଲ ମୁହାଁମୁହିଁ ହେବାର ଦିନେ ଛାଡ଼ି ମଙ୍ଗଳବାର ଦିଲ୍ଳୀ ପୁଲିସ୍‌ କର୍ମଚାରୀ ପୁଲିସ୍‌ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନଭେମ୍ବର ୨ ତାରିଖରେ ପୁଲିସ୍‌ ଓ ଓକିଲ ମଧ୍ୟରେ…

କଲେଜ ଛାତ୍ରୀଙ୍କୁ କମେଂଟ ମାରିବା ପଡିଲା ମହଙ୍ଗା: ଗାଁ ଦାଣ୍ଡରେ ୨ ଯୁବକଙ୍କୁ ମାଡ ମାରିବା ପରେ ଆଣ୍ଠେଇ ଆଣ୍ଠେଇ ନେଲେ…

କନକ ବ୍ୟୁରୋ: ମହଙ୍ଗା ପଡିଲା କମେଂଟ ମାରିବା । କଲେଜ ଛାତ୍ରୀଙ୍କୁ କମେଂଟ ମାରି ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚାଲିଲେ ୨ ଯୁବକ । ଭଦ୍ରକ ତିହିଡି ସୟା ବାଲିଚତୁରୀ ଗାଁରୁ ଏଭଳି ଚିତ୍ର ଆସିଛି । କଲେଜ ଛାତ୍ରୀଙ୍କୁ କମେଟ ମାରିବା ଅଭିଯୋଗରେ ଗାଁ ଲୋକ ୨ ଯୁବକଙ୍କୁ ଧରି ନିସ୍ତୁକ ପିଟିଥିଲେ ।…

ମରିକି ବି ଅମର ‘ସୁରଜ’…ଦୁର୍ଘଟଣାରେ ଅକାମୀ ହୋଇଗଲା ମସ୍ତିଷ୍କ…ହେଲେ ଆଖି ବୁଜିବା ଆଗରୁ ୬ ଜଣଙ୍କୁ ଜୀବନ…

କନକ ବ୍ୟୁରୋ: ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣେ ପୁଅର ବାପାମାଆଙ୍କ ହୃଦୟ ବି ଏତେ ବଡ ହୋଇପାରେ ତାହା କଳ୍ପନା ବାହାରେ । ନିଜ ପୁଅର ଜୀବନ ଦୀପ ଲିଭି ଲିଭି ଆସୁଛି ଜାଣିବା ପରେ ବି ପୁଅ ଶରୀରର ଅଙ୍ଗଗୁଡିକ ଦାନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଓଡିଆ ପରିବାର । …

ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା । ଅବପାତର ରୂପ ନେଲା ଲଘୁଚାପ, ଓଡିଶାରେ ବାତ୍ୟା ନୁହେଁ,…

କନକ ବ୍ୟୁରୋ : ଅବପାତର ରୂପ ନେଲା ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ବର୍ତ୍ତମାନ ପାରାଦୀପ ଠାରୁ ୯୫୦ କିଲୋମିଟର ଦୂରରେ ରହିଛି । ଆଣ୍ଡାମାନ ସାଗର ଦ୍ୱୀପ ଠାରୁ ଏହା ହଜାରେ କୋଟିଏ କିଲୋମିଟର ଦୂରରେ ରହିଛି । ତେବେ…

ବାତ୍ୟା ନେଇ ଆତଙ୍କିତ ନହେଉ ଓଡିଶା । ବାତ୍ୟା ନୁହେଁ ବର୍ଷା ପାଇଁ ସତର୍କ ରହିବାକୁ ଏସଆରସିଙ୍କ ସୂଚନା

କନକ ବ୍ୟୁରୋ: ଓଡିଶାକୁ ନାହିଁ ବାତ୍ୟା ଭୟ । ଓଡିଶା ଉପକୂଳ ଛୁଇଁନପାରେ ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ବଡ ସୂଚନା ଦେଲେ ଏସଆରସି ପ୍ରଦୀପ କୁମାର ଜେନା । ଓଡିଶା ପାଇଁ ବାତ୍ୟାର କୌଣସି ସୂଚନା ନାହିଁ । ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ପଶ୍ଚିମବଙ୍ଗ କିମ୍ବା ବାଲାଂଦେଶ ଆଡେ…