Daily Archives

November 3, 2019

କଶ୍ମୀରରୁ ଗିରଫ ହେଲା ଆତଙ୍କବାଦୀ । ଲସ୍କର ଏ ତୋଏବା ଆତଙ୍କି ସଂଗଠନରୁ ସମ୍ପର୍କ ଥିବା ସୂଚନା

ଜମ୍ମୁ କଶ୍ମୀରର ବାରମୁଳା ଜିଲ୍ଲାର ସୋପୁର୍ରେ ଜଣେ ଏଲଇଟି (ଲସ୍କର ଏ ତୋଏବା) ଆତଙ୍କବାଦୀ ଗିରଫ ହୋଇଛି। ମିଳିତ ସୁରକ୍ଷା ବାହିନୀ ଆଜି ସୋପୁର୍ରେ ତଲାସୀ ଚଳାଇଥିବା ବେଳେ ଏଲଇ୍ଟି ଆତଙ୍କବାଦୀଙ୍କୁ ଜୀବନ୍ତ ଧରିବାରେ ସକ୍ଷମ ହୋଇଥିଲେ। ତା’ର ନାମ ଡାନିସ ଚନ୍ନା ଏବଂ ସେ ବାରମୁଳା ଓଲ୍ଡ…

କଂଗ୍ରେସରେ ନିରଞ୍ଜନ ହଟାଅ ଅଭିଯାନ ! ପୁଣି ବଢ଼ିଲା କନ୍ଦଳ, ବିରୋଧୀ ଗୋଷ୍ଠୀଙ୍କ ରୁଦ୍ଧଦ୍ୱାର ବୈଠକ, ନୂଆ ସଭାପତି ପାଇଁ…

କନକ ବ୍ୟୁରୋ : କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ନେଇ ପୁଣି ଦାବି ଜୋରଧରିଛି । ଆଜି ପୁଣି ଏକ ଗୋଷ୍ଠୀ ମେଳି ବାନ୍ଧି ଚିନ୍ତନ ବୈଠକ କରିଛନ୍ତି । ଯେଉଁଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଜଣେ ଯୁବ ନେତାଙ୍କୁ ରାଜ୍ୟ କଂଗ୍ରେସର ନେତୃତ୍ୱ ଦେବାକୁ ସ୍ଥିର କରାଯାଇଛି ।…

ଆତ୍ମ ଘୋଷିତ ଭଗବାନ ରାମ ରହିମ ସହଯୋଗୀ ହନିପ୍ରୀତଙ୍କୁ ଆଶ୍ୱସ୍ତି । ପଞ୍ଚକୁଲା ହିଂସାକାଣ୍ଡ ମାମଲାରେ ଦେଶଦ୍ରୋହ ଧାରା…

କନକ ବ୍ୟୁରୋ: ଡେରା ସଚ୍ଚା ସୌଦାଗର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ସହଯୋଗୀ ହନିପ୍ରୀତଙ୍କ ଉପରୁ ହଟିଲା ଦେଶଦ୍ରୋହ ଧାରା । ଏନେଇ ଜିଲ୍ଲା ଅଦାଲତ ରାୟ ଶୁଣାଇଛନ୍ତି । ପଞ୍ଚକୁଲା ହିଂସା ମାମଲାରେ ଜିଲ୍ଲା ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ହନିପ୍ରୀତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ…

ହରଡଘଣାରେ ନଗଡ଼ା । ବିକାଶ ବାଟରେ ଦୁର୍ନୀତିର ପାଦ । କୋଟି କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ, ପିଡି, ବିଡିଓ ସହ…

କନକ ବ୍ୟୁରୋ: ନଗଡ଼ା ବିକାଶରେ ଦୁର୍ନୀତିର ଗନ୍ଧ। କୋଟି କୋଟି ଟଙ୍କାର କାମ ହୋଇଥିବା ଦର୍ଶାଯାଇଥିଲେ ହେଁ ବାସ୍ତବରେ ତାହା ହୋଇନାହିଁ। ବିକାଶ ଅଧାରେ ଅଟକି ଯାଇଛି। ଅର୍ଥ ବାଟମାରଣା ହୋଇଛି। ଏଭଳି ସାଂଘାତିକ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମିଳିବା ପରେ କେତେକ ସୂଚନା ଅଧିକାର କର୍ମୀ…

ଉଦ୍ଧତ ପୋଲିସ କର୍ମୀଙ୍କୁ ଶିଷ୍ଟାଚାର ଶିଖାଇଲେ ଏସପି । ବିଧାୟକଙ୍କୁ ନମସ୍କାର କଲେନି ବୋଲି ଦେଲେ ଦଣ୍ଡ ।

ବିଜନୌର୍ ଜନପଦ ଏସପି ସଂଜୀବ ତ୍ୟାଗୀ ଚାନ୍ଦପୁର ଥାନାରେ କାର୍ଯ୍ୟରତ ଥିବା ୨ ଜଣ ପୋଲିସ୍ ଅଫିସରଙ୍କୁ ଦଣ୍ଡ ଦେଇଛନ୍ତି । ବିଧାୟକଙ୍କୁ ନମସ୍କାର କଲେ ନାହିଁ ବୋଲି ଦୁଇ ପୋଲିସ କର୍ମଚାରୀଙ୍କୁ ଲାଇନରେ ହାଜର୍ କରିଛନ୍ତି । ସେ ଜିଲ୍ଲା ପୋଲିସ୍ ଙ୍କୁ ଜନପ୍ରତିନିଧିଙ୍କୁ ସମ୍ମାନ କରିବା ପାଇଁ…

ମା’ ଛାଡ଼ି ଚାଲିଗଲା, ବାପା ମାନସିକ ବିକାରଗ୍ରସ୍ତ : ମାଗିଯାଚି ୨ ନାତିଙ୍କ ମୁହଁରେ ଦାନା ଦେଉଛି ବୁଢ଼ୀ ଜେଜେମା’

କନକ ବ୍ୟୁରୋ : ରାହା ଖୋଜୁଛନ୍ତି ଦୁଇ ବେସାହାରା ଶିଶୁ । ବାପା ମାନସିକ ବିକାରଗ୍ରସ୍ତ । ମା’ ପାଖରେ ନାହିଁ । ଆଉ ଏବେ ଜେଜେମା’ଙ୍କ ପାଖରେ ବିତୁଛି ଦୁଇ ଅସହାୟ ଶିଶୁଙ୍କ ଜୀବନ । ପରିଣତ ବୟସରେ ମାଗି ଯାଚି ଦୁଇ ଶିଶୁଙ୍କୁ ମୁହଁରେ ଆହାର ଦେଉଛନ୍ତି ଜେଜେମା । ଝାଟିମାଟି ଚାଳଛପର ଘରେ…