Daily Archives

November 3, 2019

ବଲିଉଡ୍ କିଙ୍ଗଖାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲା ଦୁବାଇ । ଦୁବାଇର ପ୍ରସିଦ୍ଧ ବ୍ରୁଜ୍ ଖଲିଫା ଟ୍ୱାୱାରରେ ଲେଖାଗଲା…

ଗତକାଲି ବଲିଉଡ୍ ବାଦଶାହା,କିଙ୍ଗଖାନ୍ , ବାଜିଗର୍ ନାମରେ ଖୁବ୍ ଖ୍ୟାତ ସୁପରଷ୍ଟାର ଶାହରୁଖ୍ ଖାନଙ୍କ ୫୪ ତମ ଜନ୍ମଦିନ ଥିଲା । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ଏବଂ କୋ-ଷ୍ଟାରମାନେ ଶାହରୁଖଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଦୁବାଇର ବ୍ରୁଜ୍ ଖଲିଫାରେ…

ନଭେମ୍ବରରେ ୭ ଦିନ ଏବଂ ଡିସେମ୍ବରରେ ୮ ଦିନ ବ୍ୟାଙ୍କ ବନ୍ଦ: ଜାଣିରଖନ୍ତୁ କେଉଁ କେଉଁ ଦିନ ଛୁଟି ରହିବ ବ୍ୟାଙ୍କ

କନକ ବ୍ୟୁରୋ: ନଭେମ୍ବର ଏବଂ ଡିସେମ୍ବର ମାସରେ ଦେଶରେ ୧୫ ଦିନ ବ୍ୟାଙ୍କ ଛୁଟି ରହିବ। ନଭେମ୍ବରରେ ୭ ଦିନ ଏବଂ ଡିସେମ୍ବରରେ ୮ଦିନ ବ୍ୟାଙ୍କ ବନ୍ଦ ରହିବ। ନଭେମ୍ବର ୩ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହୁଥିବାବେଳେ ୯ ତାରିଖ ଦ୍ବିତୀୟ ଶନିବାର, ୧୦ ତାରିଖ ରବିବାର, ୧୨ ତାରିଖ କାର୍ତ୍ତିକ…

ଆହୁରି ଶକ୍ତିଶାଳୀ ହେବ ଭାରତ । ଜର୍ମାନ ସହ ହେଲା ୨୦ଟି ଚୁକ୍ତି ସ୍ୱାକ୍ଷରିତ, ୨୦୨୨ ସୁଦ୍ଧା ନୂଆ ଭାରତ ଏବଂ ଆତଙ୍କୀଙ୍କ…

କନକ ବ୍ୟୁରୋ: ଭାରତ-ଜର୍ମାନୀ ମଧ୍ୟରେ ୨୦ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଜର୍ମାନ୍ ଚାନ୍ସେଲେର ଆଞ୍ଜେଲା ମର୍କେଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ଅବସରରେ ଦୁଇଦେଶ ମଧ୍ୟରେ କୃଷି,…

ଶୀତର ପହଲି ପରଶ : ଚିଲିକାରେ ବିଦେଶାଗତ ପକ୍ଷୀ, ପକ୍ଷୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

 କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତର ଆଗମନରେ ଗଣମାଧ୍ୟମରେ ଖବର ପାଲଟିଛି ଚିଲିକା । ଶୀତ ଏବଂ ଅତିଥିଙ୍କୁ ନେଇ ଚିଲିକାରୁ ଆସିଛି ଖବର । ଶୀତର ଆଗମନରେ ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଶୁଭିଲାଣି ଅତିଥିଙ୍କ କିଚିରି ମିଚିରି ଶଦ୍ଦ । ନୀଳ ଆକାଶରେ ମାଇଲ ମାଇଲ୍ ବାଟ…

ଟ୍ରାଇ ଧାର୍ଯ୍ୟ କଲା ଇନକମିଂ କଲ୍ ରିଙ୍ଗର ସମୟ: ମୋବାଇଲ୍ ପାଇଁ ୩୦ ସେକେଣ୍ଡ, ଲ୍ୟାଣ୍ଡଲାଇନ୍ ପାଇଁ ୬୦ ସେକେଣ୍ଡ

କନକ ବ୍ୟୁରୋ: ଟେଲିକମ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ଏକ ନୂଆ ନିୟମ ଆଣିଛି । ଶୁକ୍ରବାର ଲ୍ୟାଣ୍ଡଲାଇନ୍ ଓ ମୋବାଇଲ୍ ଫୋନ ଉଭୟ ପାଇଁ କଲ୍ ରିଙ୍ଗ୍ ସମୟ ଧାର୍ଯ୍ୟ କରିଛି ଟ୍ରାଇ । ଏବେ ମୋବାଇଲ୍ ଫୋନକୁ ଆସୁଥିବା ଇନକମିଂ କଲ୍ ୩୦ସେକେଣ୍ଡ ପର୍ଯ୍ୟନ୍ତ ରିଙ୍ଗ ହେବା ସହ ଲ୍ୟାଣ୍ଡଲାଇନ୍…

ବାଲେଶ୍ୱରରୁ ଆମେରିକା : ଦେଶ ପାଇଁ ଗୌରବ ଆଣିଲେ ଯୁବ ପ୍ରତିଭା, ମୋବାଇଲ୍ କ୍ୟାମେରାରେ ଫଟୋ ଉଠାଇ ଅନ୍ତର୍ଜାତୀୟ…

କନକ ବ୍ୟୁରୋ : ଦେଶ ପାଇଁ ଗୌରବ ଆଣିଛନ୍ତି ବାଲେଶ୍ୱରର ଯୁବ ପ୍ରତିଭା । ବିନା ପ୍ରଶିକ୍ଷଣରେ ମୋବାଇଲ୍ କ୍ୟାମେରାରେ ଫଟୋ ଉଠାଇ ଅନ୍ତର୍ଜାତୀୟ ଫଟୋଗ୍ରାଫି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ବାଲେଶ୍ୱରର ଶ୍ରୀତମ ସେଠୀ ।  ଆମେରିକା ନିିୟୁର୍କ ସିଟିରୁ ଲୁସି ଆୱାର୍ଡ ଜିତି ଦେଶ ପାଇଁ ଗୌରବ…