Daily Archives

November 2, 2019

ବାଇକକୁ ଧକ୍କା ଦେଲା ଟ୍ରଲର : ଜଣେ ମୃତ, ଜଣେ ଗୁରୁତର

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ବଡ଼ ପୋଖରୀଠାରେ ଦୁର୍ଘଟଣା  ।ଶନିବାର ଅପରାହ୍ନରେ ଏକ ବାଇକ୍‌କୁ ଅଜଣା ଟ୍ରଲର ଧକ୍କା ଦେବାରୁ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପରିଚାଳନା ନିର୍ଦ୍ଦେଶକ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟବସାୟୀ ହେଲେ ବୈଶିଙ୍ଗା…

ଚନ୍ଦ୍ର ଦକ୍ଷିଣମେରୁରେ ନିଶ୍ଚିତ ପହଞ୍ଚିବ ଲ୍ୟାଣ୍ଡର ବିକ୍ରମ । ଦ୍ୱିତୀୟ ମିଶନ ପାଇଁ ବ୍ଲୁ-ପ୍ରିଣ୍ଟ ଆରମ୍ଭ, ସୂଚନା…

କନକ ବ୍ୟୁରୋ : ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ପ୍ରଥମ ଚେଷ୍ଟାରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରିବାରେ ବିଫଳ ହୋଇଥିଲା । କିନ୍ତୁ ଏବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱିତୀୟ ଥର ପାଇଁ ବିକ୍ରମ…

ଫସଲ ଖାଉଛି ଜଙ୍ଗଲୀ ଜନ୍ତୁ : ଧାନ ବିଲରୁ ବାରାହା ଘଉଡେଇବାକୁ ରାତି ଅନିଦ୍ରା, ଟିଣ ଡବାକୁ ବଜାଇ ବାଣ ଫୁଟାଇ ତଡୁଛନ୍ତି…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ବାରହା ଆତଙ୍କ । ଧାନ ଫସଲ ପାଚି ଆସୁଛି, ଆଉ କ୍ଷେତରେ ଏବେ ବାରହା ଉପଦ୍ରବ ଚରମ ସୀମାରେ ପହଂଚିଛି । ବାରହା ଘଉ ଡାଇବାକୁ ଗଞ୍ଜାମ ଜିଲ୍ଲାର ଚାଷୀ ରାତି ସାରା ଉଜାଗର ହେଉଛନ୍ତି । ଚାଷୀ ବାରହା ଘଉଡେଇବା ପାଇଁ ବିଭିନ୍ନ ଉପାୟ ଆପଣେଇଛନ୍ତି । ଟିଣ ଡବାକୁ…

ଗାଡି ପାର୍କିଂକୁ ନେଇ ପୋଲିସ-ଓକିଲ ମୁହାଁମୁହିଁ । ଗୁଳି ଚାଳନାରେ କାରରେ ଲାଗିଲା ନଆଁ । ଗୁରୁତର ଅବସ୍ଥାରେ ମେଡିକାଲରେ…

କନକ ବ୍ୟୁରୋ: ଉତ୍ତର ଦିଲ୍ଲୀର ତିସ୍ ହଜାରୀ ଅଦାଲତ ପରିସରରେ ଶୁକ୍ରବାର ଅପରାହ୍ନରେ ପୁଲିସ୍ ଓ ଓକିଲ ମୁହାଁମୁହିଁ । ପୁଲିସ ଓ ଓକିଲଙ୍କ ମଧ୍ୟରେ ମାରପିଟ୍ ହେବା ସହ ଗୁଳି ଚାଳନା ହୋଇଥିଲା । ଏହି ଗୁଳି ଚାଳନାରେ ଏକ ପୁଲିସ୍ ଗାଡ଼ିରେ ନିଆଁ ଲାଗି ଯାଇଛି । ଏହା ସହିତ ଜଣେ ଓକିଲ ମଧ୍ୟ ଆହତ…

ଭିମସାରର ଡାକ୍ତରଙ୍କ ସପକ୍ଷରେ ବାହାରିଲା ସମ୍ବଲପୁର ନେଟୱାର୍କ ଅଫ୍ ପଜିଟିଭି ପିପୁଲ୍ ସଂଗଠନ : ଏଡ୍ସ ସଂକ୍ରମିତ…

କନକ ବ୍ୟୁରୋ : ବୁର୍ଲା ଭିମସାରରେ ଏଚ୍ଆଇଭି ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର ପ୍ରଶାନ୍ତ ସ୍ୱାଇଁଙ୍କ ସପକ୍ଷରେ ବାହାରିଛି ସମ୍ବଲପୁର ନେଟୱାର୍କ ଅଫ୍ ପୋଜିଟିଭି ପିପୁଲ୍ । ଡାକ୍ତର ସ୍ୱାଇଁଙ୍କ ବିରୋଧରେ ହୋଇଥିବା ତଦନ୍ତ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ…

ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର : ଛାତ୍ରଛାତ୍ରୀଙ୍କୁ ଡାଲମା ବଦଳରେ ପରସାଗଲା ପାଣିଆ ଡାଲି

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନରେ ଅନିୟମିତତା । ଛାତ୍ରଛାତ୍ରୀଙ୍କୁ ଡାଲମା ବଦଳରେ ମିଳିଲା ପାଣିଆ ଡାଲି । ମେନୁ ଚାର୍ଟରେ ଡାଲମା ଥିବାବେଳେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସଙ୍ଗେ ପରସା ଗଲା ପାଣିଆ ଡାଲି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ମୁରଲୀଧର ଉଚ୍ଚ ପ୍ରାଥମିକ…