Daily Archives

October 22, 2019

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ସମ୍ଭାବନା : ୨୬ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ…

କନକ ବ୍ୟୁରୋ : ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ତାମିଲନାଡ଼ୁ ଉପକୂଳ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତିକରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର…

କାର ଭିତରେ ଦୁଷ୍କର୍ମ ଅଭିଯୋଗ । ପୀଡିତାଙ୍କ ଏତଲା ଆଧାରରେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ପୋଲିସ । 

କନକ ବ୍ୟୁରୋ : ଧର୍ମଗଡରେ କାର ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲିଫ୍ଟ ଦେବା ବାହାନାରେ କାରକୁ ଡାକିନେଇ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆଣିଲେ ଯୁବତୀ । ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ପୀଡିତା । ପୀଡିତା ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଯୁବକଙ୍କୁ…

ରୂପା ମୁକୁଟ ସାଙ୍ଗକୁ ସୁନାର ଚିତା । ଭକ୍ତ ବେଶରେ ଆସି ଭଗବାନଙ୍କୁ ଲୁଟି ଚାଲିଥିଲେ, ଶେଷରେ ଧରାଇଦେଲା ସିସିଟିଭି ।

କନକ ବ୍ୟୁରୋ : ଭକ୍ତ ବେଶରେ ଆସି ଭଗବାନଙ୍କୁ ଲୁଟିଲେ । ଚୋର ଆସୁଥିଲା ଭକ୍ତ ବେଶରେ ଆଉ ଭଗବାନଙ୍କୁ ଲୁଟୁଥିଲା । ହେଲେ ଧରାପଡୁନଥିଲା ଚୋର । ଶେଷରେ ସିସିଟିଭି ଧରାଇଦେଲା ଚୋରକୁ । ଏପରି ଅଭିନବ ଉପାୟରେ ଚୋରି ହେଉଥିଲା ରାଜଧାନୀ ଖଣ୍ଡଗିରି ,ନିକଟରେ ଥିବା ଅଭିରାମ ଆଶ୍ରମରୁ । ଦୀର୍ଘଦିନ ଧରି…

କଳକୀ ଭଗବାନଙ୍କ ଭବନରୁ ଆବିର୍ଭାବ ହେଉଛନ୍ତି ସାକ୍ଷାତ ଲକ୍ଷ୍ମୀ ! ଚଢାଉ ବେଳେ ଜବତ ହେଲା ୯୦ କିଲୋର ସୁନା ଏବଂ କୋଟି…

ସ୍ୱୟଂକୁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର କହୁଥିବା ଧର୍ମଗୁରୁ ବିଜୟ କୁମାର ନାଇଡୁ ତଥା “କଳକୀ ଭଗବାନ”ଙ୍କ ନାଁରେ ପ୍ରସିଦ୍ଧ ବାବା ସତରେ ଲକ୍ଷ୍ମୀପତୀ ସାବ୍ୟସ୍ତ ହୋଇଛନ୍ତି । ଆୟକର ବିଭାଗର ଚଢାଉ ପରେ “କଳକୀ ଭଗବାନ”ଙ୍କ ନିକଟରୁ କୋଟି କୋଟି ଟଙ୍କାର ଦେଶୀ-ବିଦେଶୀ ମୁଦ୍ରା ଏବଂ ସୁନା ମିଳିଛି…

ଅନୁଗୁଳରେ ଜମୁଛି ଗଜଲକ୍ଷ୍ମୀ ପୂଜା : ସୁନ୍ଦର ଆଲୋକମାଳାରେ ଝଲସୁଛି ୧୭ କିଲୋମିଟର ପରିମିତ ସହର

କନକ ବ୍ୟୁରୋ : ସ୍ୱପ୍ନପୁରୀ ପାଲଟିଛି ଅନୁଗୁଳ ସହର । ରଙ୍ଗୀନ ଆଲୋକମାଲା ସାଙ୍ଗକୁ ସୁଉଚ ତୋରଣରେ ଝଲସୁଛି ପୁରା ସହର । ପୂଜା ବଜାର ବୁଲି ମଣ୍ଡପରୁ ମଣ୍ଡମ ମାଆଙ୍କ ଦର୍ଶନ କରିବା ସହ ମେଳାରେ ଚଟପଟା ଖାଦ୍ୟ ଖାଇବାରୁ ମଜା ଉଠାଉଛନ୍ତି ଲୋକେ । ଝଟକୁଛି ଅନୁଗୁଳ । ଆକାଶ ମାର୍ଗରୁ ଅନୁଗୁଳକୁ…

ଜଳ ପାଲଟିଛି ଜହର । ଦୂଷିତ ପାଣି ବଢାଉଛି କିଡନୀ ରୋଗ, ୨ ବର୍ଷରେ ଗଲାଣି ୧୦ରୁ ଅଧିକ ଜୀବନ ।

କନକ ବ୍ୟୁରୋ : ପାଣି ବିନା ବଂଚିବା କଷ୍ଟକର ହୋଇଥିବାବେଳେ, ଏବେ ସେହି ପାଣି ହିଁ ସାଜିଛି କାଳ । ୨ ବର୍ଷରେ ଗଲାଣି ୧୦ରୁ ଅଧିକ ଜୀବନ । ଦୂଷିତ ପାଣି ପିଇ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଖୁଦଖାଇ ସାଇ ବାସିନ୍ଦା । ସେପଟେ ଦୂଷିତ ପାଣି…