Daily Archives

October 22, 2019

ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଲମ୍ବୀ କରିବ ମାଛ । ଜୀବିକା ଯୋଗାଇବାକୁ ସରକାର ଛାଡିବେ ଯାଆଁଳା, ଧରିବେ ବିକିବେ…

କନକ ବ୍ୟୁରୋ : ମାଲକାନଗିରିର ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଲମ୍ବୀ କରିବ ମାଛ ଚାଷ । ସ୍ୱାଭିମାନ ଅଂଚଳର ଆଦିବାସୀଙ୍କୁ ଜୀବିକା ଯୋଗାଇବାକୁ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଯାଆଁଳ ଛାଡିଛି ଜିଲ୍ଲା ପ୍ରଶାସନ । ଆଉ ଏବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୨୦ କୋଟି ଟଙ୍କା ।…

ଛାତ ଉପରେ ଫଳୁଛି ସୁନା ! ନିଜ ଛାତ ଉପରେ ପନିପରିବା ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର ବିଜୟଲକ୍ଷ୍ମୀ

କନକ ବ୍ୟୁରୋ: ଛାତରେ ଫଳିଛି ପନିପରିବା । ଘରର ଛାତ ଉପରେ ହେଉଛି ପରିବା ଚାଷ । ବଜାରରେ ମିଳୁଥିବା ବିଭିନ୍ନ ପନିପରିବା ଛାତ ଉପରୁ ହିଁ ମିଳିଯାଉଛି । ଯାହା ଫଳରେ ବଜାର ଉପରେ ଭରସା ନକରି ଦୀର୍ଘ ୨ରୁ ୩ ବର୍ଷ ହେବ ନିଜ ଆବଶ୍ୟକତା ମେଣ୍ଟାଉଛନ୍ତି ବାଲେଶ୍ୱର ବିଜୟଲକ୍ଷ୍ମୀ । ସହରରେ ଦିନକୁ…

ପାକିସ୍ତାନ ପୁଞ୍ଝ ର ମେଢର ସେକ୍ଟରରେ ଗୁଳିବିନିମୟ ! ଫସିରହିଛନ୍ତି ୧୨ ଜଣ ସ୍କୁଲ୍ ପିଲା , ଉଦ୍ଧାର କାର୍ଯ୍ୟରେ…

ପାକିସ୍ତାନ ପକ୍ଷରୁ ଭାରତୀୟ ସୀମାକୁ ପୁଣିଥରେ ଟାର୍ଗେଟ୍ କରାଯାଇଛି । ପୁଣିଥରେ ଫାୟାରିଙ୍ଗ୍ କରିବା ଆରମ୍ଭ କରିଛି ପାକିସ୍ତାନ । ପାକିସ୍ତାନ ପୁଞ୍ଝ ର ମେଢର ସେକ୍ଟରରେ ସିଜ୍ ଫାୟାର୍ ଉଲ୍ଲଘଂନ କରି ଫାୟାରିଙ୍ଗ୍ ଆରମ୍ଭ କରିଥିଲା ପାକିସ୍ତାନ । ତେବେ ଗୁଳି ବିନିମୟ ମଧ୍ୟରେ ୧୨ ଜଣ ସରକାରୀ…

ସୀମାରେ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ : ଇମ୍ରାନଙ୍କୁ ରାଜନାଥଙ୍କ ଚେତାବନୀ, ସୁଧୁରିଯାଅ. . . ନହେଲେ ଭାରତୀୟ…

କନକ ବ୍ୟୁରୋ : ସୁଧୁରିବାର ନାଁ ନେଉନାହିଁ ପାକିସ୍ତାନ । ପୁଣି ପଣ୍ଡ ହେଲା ପାକର ଅନୁପ୍ରବେଶ ଉଦ୍ୟମ । ଗତକାଲି ରାତିରେ ପୁଂଛରେ ନିୟନ୍ତ୍ରଣ ରେଖା ନିକଟରେ ମୋର୍ଟାରମାଡ ସହ ଗୁଳିମାଡ କରିଛି ପାକିସ୍ତାନ । ଯାହାର ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ପାକିସ୍ତାନୀ ରେଂଜର୍ସଙ୍କୁ କାଠୁଆ…

ବିରାଟ ବାହିନୀର ବିଜୟ ଉତ୍ସବରେ ସାମିଲ ହେଲେ ଧୋନୀ । ମ୍ୟାଚ୍ ଶେଷରେ ସାଥୀ ଖେଳାଳୀଙ୍କ ସହ ଡ୍ରେସିଂ ରୁମରେ ନଜର ଆସିଲେ…

କନକ ବ୍ୟୁରୋ : ରାଞ୍ଚି ଟେଷ୍ଟରେ ବଡ ବିଜୟ ସହ ସିରିଜ୍ କ୍ଲିନ୍ ସୁଇପ କରିଛି ବିରାଟ ବାହିନୀ । ଆଉ ଟିମ୍ ଇଣ୍ଡିଆର ବିଜୟ ପରେ ଭାରତୀୟ କ୍ରିକେଟ ଦଳର ଡ୍ରେସିଂ ରୁମରେ ନଜର ଆସିଥିଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ସାଥୀ ଖେଳାଳୀଙ୍କ ସହ କୋଚ୍ ରବି ଶାସ୍ତ୍ରୀଙ୍କୁ ସାକ୍ଷାତ…

ବିଦେଶୀ ନାଗରିକଙ୍କ ହଜିଯାଇଥିବା ଫୋନ୍ ଫେରାଇ ପ୍ରଶଂସାର ପାତ୍ର ପାଲଟିଲା ପୋଲିସ୍ ! ବିଦେଶୀ କହିଲେ “ଧନ୍ୟବାଦ ଭାରତ”

ପ୍ରଶଂସାର ପାତ୍ର ପାଲଟିଲା ପୋଲିସ୍ । ଉତ୍ତରପ୍ରଦେଶର ରାଜକୀୟ ରେଳୱେ ପୋଲିସ୍ (ଜିଆରପି) ପକ୍ଷରୁ ସୋମବାର ରାତିରେ ଜଣେ ଆମେରିକୀୟ ନାଗରିକଙ୍କୁ ତାଙ୍କ ହଜିଯାଇଥିବା ମୋବାଇଲ୍ ଫୋନ୍ ଫେରସ୍ତ ଦିଆଯାଇଥିଲା । ନିଜ ହଜିଯାଇଥିବା ଫୋନଟିକୁ ପାଇ ପୋଲିସ୍ ଅଫିସରଙ୍କୁ ଧନ୍ୟବାଦ ଦେଇଥିଲେ ଏହି ବିଦେଶୀ…