Daily Archives

October 22, 2019

ମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଗୁପ୍ତରେ ଜିଲ୍ଲା ଗସ୍ତ କର, ବାହାରେ ନୁହେଁ ସ୍କୁଲ କିମ୍ବା ଆହାର…

କନକ ବ୍ୟୁରୋ :  ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।  ଜିଲ୍ଲା ଗସ୍ତ ସମୟରେ ସ୍କୁଲ, ଅନାଥାଶ୍ରମର ସ୍ଥିତି ପରଖନ୍ତୁ । ଏହାଛଡା ସ୍କୁଲ ଓ ଆହାରକେନ୍ଦ୍ର ମଧ୍ୟାହ୍ନ ଭୋଜନ ଖାଇବା ସହ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରନ୍ତୁ । ଆଉ ଏଥିପାଇଁ ବିଭିନ୍ନ ସ୍କୁଲ, ଅନାଥାଶ୍ରମ ଓ ଆହାରକେନ୍ଦ୍ରକୁ…

ବାଛି ନେଲେ ଅସଲି ସୁନା, ଛାଡ଼ି ଗଲେ ଇମିିଟେସନ୍ ଗହଣା । ରାଜଧାନୀରେ ଦମ୍ପତିଙ୍କୁ ଲୁଟିଲେ ଦୁର୍ବୃତ, ଘର ବନ୍ଦ କରି…

କନକ ବ୍ୟୁରୋ : ରାତି ଅଧରେ ଘରେ ପଶି ସୁନା ଗହଣା ଲୁଟିନେଲେ ଦୁର୍ବୃତ । ଘରର ଝରକା ତାଡି ଭିତରକୁ ପଶିବା ସହ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି । ନଗଦ ଟଙ୍କା ବି ଲୁଟ୍ ହୋଇଛି । ତେବେ ଲୁଟେରା ଅସଲି ସୁନା ଗହଣା ଲୁଟି ନେଇଥିବା ବେଳେ ଇମିିଟେସନ୍ ଗହଣା ଅର୍ଥାତ୍ ନକଲି…

ଜଟିଳ ହେଉଛି ସ୍ମିତାରାଣୀ ମୃତ୍ୟୁ ମାମଲା । ନ୍ୟାୟ ପାଇଁ ଗୁହାରି କଲେ ସ୍ମିତାଙ୍କ ସ୍ୱାମୀ, ମାନବାଧିକାର କମିଶନ ଓ…

କନକ ବ୍ୟୁରୋ : ଧର୍ମଶାଳା ପଂଚାୟତ ଅଧିକାରୀ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମୃତ ପତ୍ନୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି ସ୍ୱାମୀ ସୁଶୀଲ ବିଶ୍ୱାଳ । ଅଭିଯୁକ୍ତ ରୂପେଶ ଭଦ୍ରଙ୍କୁ ଫସାଇ ଦିଆଯାଇଛି ବୋଲି ତାଙ୍କ ସରପଂଚ ପତ୍ନୀ ଯୁକ୍ତି ବାଢ଼ୁଥିବା ବେଳେ…

କଦଳୀ କାନ୍ଦିରେ ବ୍ରାଉନସୁଗାର ଚାଲାଣ । କ୍ୟାମେରାରେ କଏଦ ହେଲା ଧଳାଜହର କାରବାରର ସାଂଘାତିକ୍ ଚିତ୍ର, ନିଶା କବଳରେ…

କନକ ବ୍ୟୁରୋ : କଦଳୀ କାନ୍ଦୀରେ ବ୍ରାଉନ ସୁଗାର । ପୁଲିସ ଓ ଅବକାରୀ ବିଭାଗର ଆଖିରେ ଧୂଳି ଦେଇ କଦଳୀ କାନ୍ଦି ଭିତରେ ଆମଦାନୀ ହେଉଛି ଏହି ଧଳା ଜହର । ଆଉ ବାହାରକୁ ଆସିବା ପରେ କାଗଜ ପୁଡ଼ିଆରେ ବିକ୍ରି ହେଉଛି । ସିଗାରେଟ୍ ଜରିଆରେ ଏହି ନିଷାକୁ ସେବନ କରୁଛନ୍ତି ଗ୍ରାହକ । କଟକରୁ କେନ୍ଦ୍ରାପଡ଼ା…

ନନ୍ଦନକାନନର ନୂଆ ଅତିଥି: ମାଡ୍ରାସରୁ ଆସିଲା ୯ଟି ଆନାକୋଣ୍ଡା ସହ ୩ ନୀଳ ନଦୀର କୁମ୍ଭୀର

କନକ ବ୍ୟୁରୋ: ନନ୍ଦନକାନନର ନୂଆ ଅତିଥି । ବାରଙ୍ଗ ସ୍ଥିତ ନନ୍ଦନକାନନକୁ ଆସିଲା ଆନାକୋଣ୍ଡା । ଏହା ସହ ନୀଳ ନଦୀର କୁମ୍ଭୀର ମଧ୍ୟ ନନ୍ଦନକାନନକୁ ଆସିଛି । ତେବେ ୯ଟି ଆନାକୋଣ୍ଡା ଏବଂ ୩ ଟି ନୀଳ ନଦୀ କୁମ୍ଭୀର ସହ ମୋଟ ୧୧ଟି ସରୀସୃପ ନନ୍ଦନକାନନର ନୂଆ ଅତିଥି ସାଜିଛନ୍ତି । ତେବେ ତାମିଲନାଡୁର…

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାନହାନୀ ଅଭିଯୋଗ ଆଣିଲେ ମନଜିତ୍ । ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ନେଇ…

କନକ ବ୍ୟୁରୋ : ସାଂସଦ ଅନୁଭବ- ମନଜିତ୍ ବିବାଦ ପ୍ରସଙ୍ଗ । ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାନହାନୀ ଅଭିଯୋଗ ଆଣିଲେ ମନଜିତ୍ ଦାଶ । କଟକ ପୁରୀଘାଟ ଥାନାରେ ଏନେଇ ଅଭିଯୋଗ ଆଣିଛନ୍ତି ମନଜିତ୍ । ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ମୋ ନାଁରେ ଅପପ୍ରଚାର କରୁଥିବା ବେଳେ ଏହା ଯୋଗୁଁ ମୋର…