Daily Archives

October 19, 2019

ଚର୍ଚ୍ଚାରେ ସମୋ ବିବିଙ୍କ ସର୍ଭିସ ସେଣ୍ଟର । ସ୍ୱାମୀ ଚାଲିଯିବା ପରେ ଗାଡ଼ି ଧୋଇ ପରିବାର ପୋଷୁଛନ୍ତି ସ୍ୱାବଲମ୍ବୀ…

କନକ ବ୍ୟୁରୋ : ସ୍ୱାବଲମ୍ବୀ ମହିଳା ସମୋ ବିବି । ଅଳ୍ପ ବୟସରୁ ସ୍ୱାମୀଙ୍କୁ ହରାଇଛନ୍ତି, କିନ୍ତୁ କାହା ପାଖରେ ହାତ ପତାଇ ନାହାନ୍ତି । ସ୍ୱାମୀଙ୍କ ଦେହାନ୍ତ ପରେ ଦୁଃଖ ରୂପି ପାହାଡ ଡେଇଁ ସ୍ୱାବଲମ୍ବୀ ହୋଇପାରିଛନ୍ତି ସମୋ । ଝିଅ ଓ ନାତିଙ୍କ ମୁହଁରେ ଦାନା ଦି ମୁଠା ଦେବା ପାଇଁ ରାସ୍ତାକଡରେ…

ବିଡିଏର ପାର୍କିଂ ଫି ଛାଡ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛି ଏସପ୍ଲାନେଡ । ଲୋକଙ୍କ ଠାରୁ ପାର୍କିଂ ଫି ବାବଦରେ ଆଦାୟ…

କନକ ବ୍ୟୁରୋ : ବେଆଇନ ପାର୍କି ଫି-ଆଦାୟ ନେଇ କଟକଣାକୁ ମାନୁନି ସପିଙ୍ଗ ମଲ ଏସ-ପ୍ଲାନେଡ । କାଳି ଗାଈର ଭିନେ ଗୋଠ ପରି ବିଏମସି ଓ ବିଡିଏ କଟକଣା ଲାଗୁ କରିବା ପରେ ମଧ୍ୟ ଏବେବି ପାର୍କି ଫି ଆଦାୟ କରୁଛି ଏହି ମଲ । ଏହି ମଲକୁ ଆସୁଥିବା ଗ୍ରାହକମାନଙ୍କୁ ଲୁଟିଛନ୍ତି ଏହାର କର୍ତୁପକ୍ଷ ।…

ଓଡିଶାରେ କାମ ଦେଉନି ବିଏସଏନଏଲ୍ । କଥା ହେବା ପାଇଁ ସୀମା ଡେଇଁ ଆନ୍ଧ୍ର ଯାଉଛନ୍ତି ଲୋକେ ।

କନକ ବ୍ୟୁରୋ : ଲୋକ ଓଡ଼ିଶାର, କଥା ଆନ୍ଧ୍ରର । ଫୋନରେ ଟିକିଏ କଥା ହେବା ପାଇଁ ନେଟୱାର୍କକୁ ଚାହିଁ ରହିଛନ୍ତି ଲୋକେ । ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି, କେତେବେଳେ ଆସିବ ନେଟୱାର୍କ । ଏହା ଆଜି କି କାଲିର ସମସ୍ୟା ନୁହେଁ, ଦୀର୍ଘ ୭ ବର୍ଷ ହେଲା, ଏମିତି ନେଟୱାର୍କ ସମସ୍ୟାକୁ ସାମ୍ନା…

ବିଜେପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ବିଜେପୁର ବାହାର ନେତାଙ୍କୁ ନିର୍ବାଚନମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ, ୨୮୫…

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାରର ସମୟସୀମା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ବିଜେପୁର ବାହାରର ନେତାଙ୍କୁ ସନ୍ଧ୍ୟା ୫ଟା ସୁଦ୍ଧା ନିବାଚନମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଏହାକୁ ଉଲ୍ଲଘଂନ…

୩ ଦିନରେ ଛାଡ ସରକାରୀ କ୍ୱାର୍ଟର । ପୂର୍ବତନ ବିଧାୟକଙ୍କୁ ଚରମବାଣୀ ଶୁଣାଇଲେ ବାଚସ୍ପତି ।

ସରକାରୀ କ୍ୱାର୍ଟର ଦଖଲରେ ରଖିଥିବା ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଆସନ୍ତା ୩ ଦିନ ମଧ୍ୟରେ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ମାସ ୧୬ ତାରିଖରେ ମାସକ ମଧ୍ୟରେ କ୍ବାର୍ଟର ଛାଡ଼ିବାକୁ ପୂର୍ବତନ ବିଧାୟକମାନଙ୍କୁ ନୋଟିସ ଜାରି କରିଥିଲେ ବାଚସ୍ପତି। କେବଳ…

ମିଳୁନି ସରକାରୀ ପ୍ରୋତ୍ସାହନ, କୌଳିକ ବୃତିରୁ ମୁହଁ ଫେରାଇ ନେଉଛନ୍ତି ବାଉଁଶ କାରିଗର

କନକ ବ୍ୟୁରୋ : ସରକାରୀ ସହାୟତା ଏବଂ ପ୍ରୋତ୍ସାହନ ଅଭାବରୁ ଏବେ ନିଜ କୌଳିକ ବୃତିରୁ ମୁହଁ ଫେରାଇ ନେଉଛନ୍ତି ବାଉଁଶ କାରିଗର । ଦିନକୁ ଦିନ ଲୋପପାଇବାକୁ ବସିଛି ବାଉଁଶ କାରିଗରୀ କୌଶଳ । ବାଉଁଶର ଅଭାବ ସାଙ୍ଗକୁ ଅତ୍ୟଧିକ ଦାମ୍ ପାଇଁ ବାଧକ ସାଜିଛି ବାଉଁଶ କାରିଗରଙ୍କ ପାଇଁ । ନିଜସ୍ୱ ସ୍ୱଳ୍ପ…