Daily Archives

October 18, 2019

ରାଜ୍ୟପାଳଙ୍କ ଗାଡି ରାସ୍ତା ପାର କରୁଥିବା ବେଳେ ହଠାତ୍ ପଶିଆସିଲେ ସାଇକେଲ ଆରୋହୀ । ଦୁର୍ଘଟଣାଗସ୍ତ ହେଲା ଏସ୍କର୍ଟ…

କନକ ବ୍ୟୁରୋ : ରାଜ୍ୟପାଳଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣାଗସ୍ତ । ଉଦଳାରୁ ବାରିପଦା ଯିବା ବାଟରେ ପୁରୁଣାପାଣି ନିକଟରେ ଗୁରୁବାର ଅପରାହ୍ନରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁଇଟି ଦୁର୍ଘଟଣାଗସ୍ତ ହୋଇଛି। ତେବେ ଏହି ଘଟଣାରେ କୌଣସି ବଡ ଅଘଟଣା ହୋଇନଥିବା ଜଣାପଡିଛି । ସୂଚନାଯୋଗ୍ୟ,…

ରାମ ମନ୍ଦିର ନିର୍ମାଣ ନେଇ ବଡ ବୟାନ ଦେଲେ ମନ୍ଦିରର ମଡେଲ ପ୍ରସ୍ତୁତ କରିଥିବା ଡିଜାଇନର । କହିଲେ, ୫୦ ପ୍ରତିଶତ ପଥର…

ଖୁବଶୀଘ୍ର ଅଯୋଧ୍ୟା ମାମଲାରେ ଆସିବ ରାୟ । ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଅଯୋଧ୍ୟା ବିବାଦରେ ପଡିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ଦୀର୍ଘ ୪୦ ଦିନ ଧରି ଚାଲିଥିବା ଏହି ମାମଲାର ଶୁଣାଣି ଶେଷ ହେବା ପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ପୂରା କୋଟି କୋଟି ଦେଶବାସୀ ଅପେକ୍ଷା କରି…

ବିଚାରପତି ନିଯୁକ୍ତିରେ କଲେଜିୟମ ବ୍ୟବସ୍ଥାକୁ ବିରୋଧ । ହାଇକୋର୍ଟ ବାର ଆସୋସିଏସନ୍ ସମର୍ଥନରେ ସବୁ ଜିଲ୍ଲା ଓକିଲ ସଂଘ

କନକ ବ୍ୟୁରୋ: କଟକ ହାଇକୋର୍ଟ ପରିସରରେ ଏକାଠି ହେଲେ ଆଇନଜୀବୀ । ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ଅନ୍ୟ ଜିଲ୍ଲା ବାର ଆସୋସିଏନସର କର୍ମକର୍ତ୍ତା ଏକାଠି ହୋଇ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ବୈଠକ ପରେ ହାଇକୋର୍ଟ ବାର ଆସୋସିଏସନ୍କୁ ସମର୍ଥନ କରିଛନ୍ତି ସବୁ ଜିଲ୍ଲାର ଓକିଲ ସଂଘ ।…

ମୁଢି ବିକାଳିଙ୍କ ଭାଗ୍ୟ ବଦଳାଇଛି ସୌରଶକ୍ତି । ସୋଲାର ଚାଳିତ ବିଦ୍ୟୁତ ସାହାଯ୍ୟରେ ମୁଢି ଭାଜି ପରିବାର ପ୍ରତିପୋଷଣ…

କନକ ବ୍ୟୁରୋ: ସୌରଶକ୍ତି ବଦଳାଇ ପାରିଛି ମୁଢି ବିକାଳିଙ୍କ ଭାଗ୍ୟ। ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ କ୍ଷତି ସହୁଥିବା ଏହି ପରିବାରକୁ ସୌରଚାଳିତ ବିଦ୍ୟୁତସେବା ଯୋଗାଇବା ପରେ ପିଲାଛୁଆଙ୍କୁ ପାଠ ପଢାଇ ଖୁସିରେ ଚାଳାଇ ପାରୁଛନ୍ତି ସୁନନ୍ଦା। ଏବେ ବିନା ବାଧାବିଘ୍ନରେ ମୁଢି ତିଆରି କରୁଛନ୍ତି,…

ଡଙ୍ଗା ବୁଡିର ଲାଇଭ ଦୃଶ୍ୟ…ଆସାମ ସୋନିତପୁର ଜିଆ ଭରେଲି ନଦୀରେ ବୁଡିଗଲା ଡଙ୍ଗା; ୭୦ରୁ ଅଧିକ ଉଦ୍ଧାର, ଏବେବି…

କନକ ବ୍ୟୁରୋ: ଡଙ୍ଗା ବୁଡିବାର ଲାଇଭ ଦୃଶ୍ୟ । ଆସାମ ସୋନିତପୁରରେ ଜିଆ ଭରେଲି ନଦୀରେ ଯାତ୍ରୀଙ୍କୁ ନେଇ ଯାଉଥିବା ଡ଼ଙ୍ଗା ବୁଡ଼ି ଯାଇଛି । ସୂଚନା ଅନୁସାରେ ଏହି ଡ଼ଙ୍ଗାରେ ପ୍ରାୟ ୭୦ରୁ ୮୦ଜଣ ଯାତ୍ରୀ ନଦୀ ପାର ହେଉଥିଲେ । ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେବା ସମୟରେ ଏଭଳି ଦୁର୍ଘଟଣା…

ଜୀବନକୁ ବଳିପଡିଛି ଯନ୍ତ୍ରଣା…ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଜଣା ରୋଗରେ ଆକ୍ରାନ୍ତ…

କନକ ବ୍ୟୁରୋ: ୧୩ ବର୍ଷ ହେବ ଅଜଣା ରୋଗରେ ଶଯ୍ୟାଶାୟୀ ହୋଇପଡିଛନ୍ତି ଆଦିବାସୀ ଯୁବତୀ । ଶୈଶବ ଅବସ୍ଥାରେ ରୋଗାଗ୍ରସ୍ତ ହୋଇ କିଶୋରି ବୟସରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗାଁର ୨୪ ବର୍ଷୀୟ ଚମ୍ପା କାଲାକୁରା ଅସହ୍ୟ ହୋଇ…