Daily Archives

October 18, 2019

ବେଆଇନ ପାର୍କିଂ ଫିକୁ ନେଇ ଆକ୍ସନରେ ବିଏମସି : ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡର ଚଢ଼ାଉ, ଜବତ ହେଲା…

କନକ ବ୍ୟୁରୋ : ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଧରପଗଡ଼ । ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଚଢାଉ କରିଛି । ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଗୁଡିକ ପାର୍କିଂ ଫି ନେଲେ, କାର୍ଯାନୁଷ୍ଠାନ ନିଆଯିବ ବୋଲି…

ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବଡ ବୟାନ: କହିଲେ, ଦେଶ ଆଗରେ ବାସ୍ତବ ତଥ୍ୟର ଉପସ୍ଥାପନ ପାଇଁ ହେଉ ଇତିହାସର ପୁନଃଲିଖନ

କନକ ବ୍ୟୁରୋ: ଇତିହାସ ଲିଖନକୁ ନେଇ ବଡ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ଶାହା କହିଛନ୍ତି, ଦେଶ ଆଗରେ ବାସ୍ତବ ତଥ୍ୟର ଉପସ୍ଥାପନ ପାଇଁ ଇତିହାସର ପୁନଃଲିଖନ ହେବା ଆବଶ୍ୟକ । ଭାରତୀୟଙ୍କ ମତାମତ ଆଧାରରେ ଦେଶର ଇତିହାସ ପୁଣି ଥରେ ଲେଖାଯିବା ଦରକାର । ଭାରତ କୌଣସି ପଡୋଶୀ ରାଷ୍ଟ୍ର…

ପ୍ରଚାରରେ କମ୍ପୁଛି ବିଜେପୁର ମୈଦାନ: ଏପଟେ ମୁଖ୍ୟମନ୍ତ୍ରୀ, ସେପଟେ କେନ୍ଦ୍ରମନ୍ତ୍ରୀ; ଦଳୀୟ ପ୍ରାର୍ଥୀଙ୍କ ପାଇଁ…

କନକ ବ୍ୟୁରୋ: ବିଜେପୁରରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଦ୍ୱିତୀୟ ଦିନରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଇସିଲଟ ବ୍ଲକ, କେନ୍ଦୁଭଟା ଛକ, ଗୌରିମୁଣ୍ଡା ଛକ, ଗାଇସିଲଟ୍, କେନ୍ଦୁମୁଣ୍ଡା, କଠଉମାଲ, ବଡ଼…

ପ୍ଲାଷ୍ଟିକ ମୁକ୍ତ ହେବ ଗାଁ : ୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରେ ବ୍ୟାନ ହେବ ପ୍ଲାଷ୍ଟିକ୍ ବ୍ୟବହାର

କନକ ବ୍ୟୁରୋ: ୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରେ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର । ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ କମ ବ୍ୟବହାର କରିବା ସହ ଉପଯୁକ୍ତ ଡିସପୋଜ ପାଇଁ ପଂଚାୟତରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଂଟ ରୁଲ ଅନୁସାରେ ନିର୍ଦ୍ଦେଶ…

ବିଦ୍ୟୁତ୍ ଆଘାତରେ ଦୁଇ ମୃତ । ୧୧ କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ ଜଣଙ୍କର ଜୀବନ, ଜଣେ ଗୁରୁରତ

କନକ ବ୍ୟୁରୋ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ସହଦେବ ସାହୁ ଓ ଦେବାନନ୍ଦ ସାହୁ ବୋଲି…

ବିଦା ହେଲେ ଦୁର୍ନୀତିଗ୍ରସ୍ତ : ତିନି ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର, ଟ୍ୱିଟ୍ କରି ସୂଚନା ଦେଲେ ଡିଜିପି

କନକ ବ୍ୟୁରୋ : ବିଦା ହେଲେ ଦୁର୍ନୀତିଗ୍ରସ୍ତ । ତିନି ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ନେଇ ସୂଚନା ଦେଲେ ଡିଜିପି । କ୍ଷମତାର ଦୂରୂପଯୋଗ କରିବା ଅଭିଯୋଗରେ ତିନି ଜଣ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ନେଇ ଟୁଇଟ୍ କରି ସୂଚନା ଦେଲେ ଡିଜିପି । SI Banamali…