Daily Archives

October 16, 2019

ଜନ୍ମଦିନରେ ନବୀନଙ୍କ ବଡ ଭେଟି: ଫୁଲବାଣୀରେ ହେବ ମେଡିକାଲ କଲେଜ । ଅନ୍ୟ ୫ ଜିଲ୍ଲାର ସ୍ୱାସ୍ଥ୍ୟସେବା ନେଇ ମଧ୍ୟ…

କନକ ବ୍ୟୁରୋ: ଜନ୍ମଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଣି ବଡ ଘୋଷଣା କଲେ ନବୀନ । ଫୁଲବାଣୀ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଲବାଣୀରେ ହେବ ମେଡିକାଲ କଲେଜ । ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।…

ସମ୍ବଲପୁର ଜେଲ ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତକୁ ମିଳିଲା ‘ହ୍ୟାଣ୍ଡଲୁମ୍ ମାର୍କ ଟ୍ୟାଗ୍’ । ଏଣିକି…

କନକ ବ୍ୟୁରୋ : ବିଦେଶରେ ଆଦୃତ ହେବ କଏଦୀଙ୍କ ହସ୍ତକଳା । ସମ୍ବଲପୁର ଜେଲରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ହସ୍ତତନ୍ତ ଏବେ ବିଦେଶକୁ ଯିବ । ଜେଲ୍ ନିର୍ମିତ ହସ୍ତତନ୍ତ ସାମଗ୍ରୀକୁ ମିଳି ସାରିଛି ସରକାରଙ୍କ ବୟନ କଳା ମନ୍ତ୍ରଣାଳୟର ହ୍ୟାଣ୍ଡଲୁମ୍ ମାର୍କ ଟ୍ୟାଗ୍ । ସମ୍ବଲପୁର ମଣ୍ଡଳ…

ସେନା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ପରୀକ୍ଷାର୍ଥୀଙ୍କୁ ନେବା ପାଇଁ ଚାଲିବ ୨ଟି ସ୍ୱତନ୍ତ୍ର ଟ୍ରେନ ।…

କନକ ବ୍ୟୁରୋ : ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ । ସେନା ପରୀକ୍ଷାର୍ଥୀଙ୍କ ପାଇଁ ଗଡିବ ୨ଟି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ । ଟ୍ରେନରେ ଭିଡକୁ ଦୃଷ୍ଟିରେ ରଖି ୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି ପୂର୍ବତଟ ରେଳବାଇ । ଗୋଟିଏ ଟ୍ରେନ୍…

ଲାଲଗଡରେ ବଢୁଛି ଲାଲବାହିନୀର ଅତ୍ୟାଚାର । ମୋବାଇଲ ଧରିଲେ ମାଡ, ବଜାରକୁ ଆସିଲେ ପୋଲିସ ଇନଫର୍ମର ସନ୍ଦେହରେ ଦିଆଯାଉଛି…

କନକ ବ୍ୟୁରୋ : ଲାଲଗଡରେ ବଢୁଛି ଲାଲବାହିନୀର ଅତ୍ୟାଚାର । ସମାନ୍ତରାଳ ଶାସନ ଭିତରେ ବଳି ପଡୁଛନ୍ତି ନିରୀହ ଲୋକେ । ମାଓବାଦୀଙ୍କ ନାଲିଆଖିରେ ଅସହ୍ୟ ଜୀବନ । ଅତିଷ୍ଠ ହୋଇପଡିଛନ୍ତି ଆଦିବାସୀ । ନକ୍ସଲ କବଳରୁ ଜୀବନ ବଞ୍ଚାଇବା ଆଶାରେ ଭିଟାମାଟି ଛାଡି ଦେଇଛନ୍ତି ମାଓ ଇଲାକାର ୬ ଆଦିବାସୀ…

ସାବାଡ ହେବେ ଶତ୍ରୁପକ୍ଷ: ଆକାଶରୁ ଆଖିବୁଜା ଆକ୍ରମଣ କରିବ ଶକ୍ତିଶାଳୀ ଡ୍ରୋନ । ସେନାରେ ସାମିଲ ହେବ ଅତ୍ୟାଧୁନି ଡ୍ରୋନ

କନକ ବ୍ୟୁରୋ: ସେନାକୁ ମିଳିବ ନୂଆ ବଳ । ଶକ୍ତିଶାଳୀ ହେବ ସେନା । ଭାରତୀୟ ସେନାରେ ସାମିଲ ହେବ ଅତ୍ୟାଧୁନିକ ଡ୍ରୋନ୍ । ୧୦ ହଜାର ଫୁଟ ଉଚ୍ଚତାରେ ମୁତୟନ ସେନାଙ୍କ ପାଖରେ ଡ୍ରୋନ ପହଞ୍ଚାଇବ ଯୁଦ୍ଧାସ୍ତ୍ର । ଆଉ ଦରକାର ପଡିଲେ ଶତ୍ରୁଙ୍କ ଉପରେ ଆଖିବୁଜା ଆକ୍ରମଣ କରିବ ଡ୍ରୋନ । ଭାରତ ସହ ଦୁଇ…

ସମୁଦ୍ରର ସାଂଘାତିକ ରୂପ । ସାତଭାୟାକୁ ମାଡି ଆସୁଛି ସମୁଦ୍ର, ଗାଁକୁ ତାଡି ନେଇଛି ଜୁଆର ।

କନକ ବ୍ୟୁରୋ : ଗାଁକୁ ଡରାଉଛି ସମୁଦ୍ର । କୂଳ ଲଙ୍ଘି ଜନବସତି ଆଡକୁ ମାଡି ଆସୁଛି ଦରିଆ । କେତେବେଳେ ଯେ, କଣ ହେବ ତାର ଠିକଣା ନାହିଁ । ପ୍ରତି ମୂହୁର୍ତରେ ଡରି ଡରି ବଞ୍ଚୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ସାତଭାୟା ଅଂଚଳର ମଣିଷ । ସମୁଦ୍ରର କରାଳ ରୂପରୁ ରକ୍ଷା କରିବା ପାଇଁ ସାତଭାୟା…