Daily Archives

October 16, 2019

ସେନା ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ଚେତିଲା ପୋଲିସ । ସୁରକ୍ଷା ପାଇଁ ଷ୍ଟେସନରେ ୨ ପ୍ଲାଟୁନ୍ ଫୋର୍ସ ହେବେ ମୁତୟନ,…

କନକ ବ୍ୟୁରୋ : ଗତକାଲି ରାଜଧାନୀ ରେଳଷ୍ଟେସନରେ ସେନା ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ଆଜି କଡ଼ା ପଦକ୍ଷେପ ନିଆଯାଇଛି। ବୁଧବାର ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ୨ଟି ପ୍ଲାଟୁନ୍‌ ଫୋର୍ସଙ୍କୁ ମୁତୟନ କରାଯାଇଛି। ଏହି ଫୋର୍ସଙ୍କୁ ଆରପିଏଫ୍‌ ଓ ଜିଆରପି ପକ୍ଷରୁ ଦିଲ୍ଲୀ ତଥା ଦ୍ରୁତଗାମୀ ଟ୍ରେନ୍‌…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟକା । ସେବା ଯୋଗାଇ ଦେବାକୁ ମନା କଲେ ବେସରକାରୀ ଡାକ୍ତରଖାନା

କନକ ବ୍ୟୁରୋ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେବା ଯୋଗାଇଦେବାକୁ ମନାକଲେ ବେସରକାରୀ ଡାକ୍ତରଖାନା । ଆଜି ଏ ନେଇ ଘୋଷଣା କରିଛନ୍ତି ଅଲ ଓଡିଶା ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବିଶମେଂଟ ଫୋରମ । ଏ ନେଇ ଫୋରମ ପକ୍ଷରୁ ସରକାରଙ୍କୁ ଚିଠି ଲେଖାଯାଇଛି । ଫୋରମ ଅଭିଯୋଗ କରିଛି ସରକାର ଠିକ ସମୟରେ…

ଆର୍ମି ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ଗଣ୍ଡଗୋଳ ପରେ ପୁଲିସ କମିସନରଙ୍କ ପ୍ରତିକ୍ରିୟା । ଆଗକୁ ଭୁବନେଶ୍ୱରରେ…

କନକ ବ୍ୟୁରୋ: ଓଡିଶାରେ ସେନା ପରୀକ୍ଷାକୁ ପୋଲିସର ନା । ସେନାରେ ଭର୍ତ୍ତି ହେବା ରାଜଧାନୀରେ ରାଜ୍ୟ ବାହାରର ଛାତ୍ର ପରୀକ୍ଷା ଦେବାକୁ ଆସି ଗଣ୍ଡଗୋଳ କରିବା ପରେ ପୋଲିସ କମିଶନର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଆଗକୁ ଏଭଲି ପରୀକ୍ଷା ଓଡିଶାରେ ନକରିବାକୁ ପୋଲିସ କମିଶନର ୧୨୦ ବାଟାଲିୟନ…

ମାରୁତି କାର, ଧଳା କୁର୍ତା,ପାଇଜାମା ସାଙ୍ଗକୁ କୋହ୍ଲାପୁରୀ ଚପଲ । କ୍ୟାରିୟର ଆରମ୍ଭରୁ ଏଯାଏଁ, ଏମିତି ସାଧାସିଧା ଜୀବନ…

କନକ ବ୍ୟୁରୋ: ଦାମୀ ପୋଷାକପତ୍ର, ଚଳଣିରେ ଆଭିଜାତ୍ୟ, ସୌଖୀନ ଜୀବନଯାପନ ଶୈଳୀ କ’ଣ ଜଣଙ୍କର ବ୍ୟକ୍ତିତ୍ୱର ମାପକାଠି ହୋଇପାରେ? ଏହିସବୁ ପ୍ରଶ୍ନ ମନକୁ ଆସିବା ବେଳେ ସାମନାକୁ ଆସିଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରଳ ଓ ନିରାଡମ୍ବର ଜୀବନ ଶୈଳୀ ତାଙ୍କ ବ୍ୟକ୍ତିତ୍ୱକୁ ଚର୍ଚ୍ଚିତ ଓ…

ଭାରତର ସବୁଠୁ ଅତ୍ୟାଧୁନିକ ବିଧାନସଭା ହେବ ଓଡିଶା ବିଧାନସଭା। ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ସୂଚନା, ଭଙ୍ଗାଯିବ ଏମଏଲଏ…

କନକ ବ୍ୟୁରୋ: ବଦଳିବ ବିଧାନସଭାର ଚିତ୍ର । ଭାରତର ସବୁଠୁ ଅତ୍ୟାଧୁନିକ ବିଧାନସଭା ହେବ ଓଡିଶା ବିଧାନସଭା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଏମଏଲଏ କଲୋନୀର କିଛି ଅଂଶ ଭଙ୍ଗାଯିବ । ସେହିସ୍ଥାନରେ ତିଆରି ହେବ ମାଂଟେସରୀ କ୍ୱାର୍ଟର୍ସ । ଏହି…

ଦେବାଳିଆ ରାଜ୍ୟର ଦୁର୍ନାମ ଭିତରୁ ଓଡ଼ିଶା ବିକାଶର ବିନ୍ଧାଣୀ ସାଜି ସୁନାମ ଆଣିଛନ୍ତି ନବୀନ ।

କନକ ବ୍ୟୁରୋ: ଟଙ୍କିକିଆ ଚାଉଳ ଯୋଜନାରୁ ମୋ’ ସରକାର କାର୍ଯ୍ୟକ୍ରମ । ଗୋଟିଏ ପଟେ ଗରିବ ଲୋକଙ୍କ ଆଖିରୁ ଲୁହ ପୋଛିବାକୁ ପ୍ରୟାସ, ଅନ୍ୟ ପଟେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ଉତରଦାୟତ୍ୱ । ଏହାରି ମଧ୍ୟରେ ଲମ୍ବିଛି ନବୀନ ସରକାରଙ୍କ ମାଳ ମାଳ ଯୋଜନା । ଅସହାୟ, ଆଦିବାସୀ, ମହିଳା,…