Daily Archives

September 24, 2019

ଇତିହାସ ହୋଇଯିବ କି ଟେଲିଫୋନ୍ ଲ୍ୟାଣ୍ଡଲାଇନ୍? ଟ୍ରାଇ ରିପୋର୍ଟର ବଡ କଥା

କନକ ବ୍ୟୁରୋ : ଇତିହାସ ପାଲଟିବାକୁ ଯାଉଛି ଲ୍ୟାଣ୍ଡଲାଇନ୍ ଫୋନ୍ ସେବା । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇର ରିପୋର୍ଟ ଅନୁସାରେ, ଓଡିଶାରେ କମିଛି ଲ୍ୟାଣ୍ଡଲାଇନ୍ ଗ୍ରାହକଙ୍କ ସଂଖ୍ୟା । ଖାଲି ଓଡିଶା ନୁହେଁ, ସାରା ଦେଶରେ ଏହି ଅବସ୍ଥା । ମୋବାଇଲ ଫୋନର ବ୍ୟବହାର ଯେତିକି…

କମେଣ୍ଟମରାକୁ ନେଇ ସମ୍ବଲପୁରରେ ମହାଭାରତ । ଗାଁ ଦାଣ୍ଡରେ ୫ ଜଣଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣିଲେ ଦୃର୍ବୁତ

କନକ ବ୍ୟୁରୋ : ସୀମା ଟପିିଗଲା ନୃଶଂସତା । ଗାଁ ଦାଣ୍ଡରେ ବୀଭତ୍ସ ହତ୍ୟା । ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣିଲେ ଦୃର୍ବୁତ । କମେଣ୍ଟମରାକୁ ନେଇ ସମ୍ବଲପୁରରେ ଘଟିଛି ନୃଶଂସ ହତ୍ୟାକାଣ୍ଡ । ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେପଟେ ୪ ଜଣଙ୍କୁ ଅଟକ…

ପୁଲିସ କବଜାରେ ଜୁନାଗଡ଼ ଯୌନ ଯାତନାର ସୈତାନ । ୭ ଜଣଙ୍କୁ ଅଟକ ରଖି ଜେରା କରୁଛି କଳାହାଣ୍ଡି ପୁଲିସ୍, ନ୍ୟାୟ ଦେବାକୁ…

କନକ ବ୍ୟୁରୋ : ଜୁନାଗଡ଼ରେ ଯୁବତୀଙ୍କୁ ଯୌନଯାତନା ଏବଂ ଭାଇରାଲ ଭିଡିଓ ଘଟଣାରେ ୭ ଜଣଙ୍କୁ ଅଟକ ରଖିଛି ପୁଲିସ୍ । ଦୁଷ୍କର୍ମ ସହ ସଂପୃକ୍ତ ଥିବା ଯୁବକଙ୍କ ସମେତ ଏକାଧିକ ଲୋକଙ୍କୁ ପଚରାଉଚୁରା କରୁଛି କଳାହାଣ୍ଡି ପୁଲିସ୍ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଥିବା…

ଗର୍ଭବତୀଙ୍କ ‘ଆଶା’ ଭରସା: ଉଛୁଳା ନଦୀ ଦେଖି ମଉଳି ଯାଉଥିଲା ଆଶା, ଦେବଦୂତ ସାଜି ସାହା ହେଲେ ପୁଷ୍ପଲତା

କନକ ବ୍ୟୁରୋ: ପ୍ରସବ ଯନ୍ତ୍ରଣାରେ ଛାଟିପିଟି ହେଉଥିଲେ ପ୍ରସୂତି । ସମୟ ଯେତିକି ଗଡୁଥିଲା, ଗର୍ଭ ଯନ୍ତ୍ରଣା ସେତିକି ବଢୁଥିଲା । ଆଉ ଯନ୍ତ୍ରଣାକୁ ଚାପି ଘର କୋଣରେ ବସିଥିଲା ଯନନୀ । କାରଣ ଭରା ନଦୀ ପାର ହୋଇ ହସ୍ପିଟାଲ ଯିବାକୁ ତାର ସାହସ ନଥିଲା । ହେଲେ ଏତିକି ବେଳେ ସାମ୍ନାକୁ ଆସିଥିଲେ…

ଭୟଙ୍କର ଭୂମିକମ୍ପରେ ଥରିଲା ପିଓକେ । ଦୁଇ ଫାଳ ହୋଇଗଲା ରାସ୍ତା, ମାଟି ଆଁରେ ପଶିଗଲା ଗାଡି ।

କନକ ବ୍ୟୁରୋ : ଭୂମିକମ୍ପର ଝଟକାରେ ରାଜଧାନୀ ଦିଲ୍ଲୀ ସମେତ ଦୋହଲିଲା ସମଗ୍ର ଉତ୍ତର ଭାରତ । ପଞ୍ଜାବ, ହିମାଚଳପ୍ରଦେଶ, ହରିୟାଣା ଓ କାଶ୍ମୀରରେ ତ୍ରୀବ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ପାକିସ୍ତାନରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଭୂକମ୍ପର ତ୍ରୀବତା ରିକ୍ଟର ସ୍କେଲରେ ୬.୩ ରହିଥିବା…

ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ଦ୍ୱନ୍ଦ୍ୱ ପରେ ପରିବହନ ବିଭାଗର ସ୍ପଷ୍ଟୀକରଣ । ଜାଣନ୍ତୁ ୧ ତାରିଖରୁ କଣ ହେବ ନିୟମ

କନକ ବ୍ୟୁରୋ: ଅକ୍ଟୋବର ୧ ତାରିଖରୁ କେବଳ ଅନଲାଇନରେ ସଂଯୁକ୍ତ ଥିବା ପଲ୍ୟୁସନ ସାର୍ଟିଫିକେଟ ହିଁ ବୈଧ ପ୍ରମାଣିତ ହେବ । ଯେଉଁ ପ୍ରଦୂଷଣ ମାପୁଥିବା କେନ୍ଦ୍ର ଅନଲାଇନରେ ବାହନ ସଫ୍ଟୱେୟାର ସହିତ ଲିଙ୍କ କରିବେ ନାହିଁଁ ସେମାନଙ୍କ ସାର୍ଟିଫିକେଟ ଅବୈଧ ଘୋଷଣା କରାଯିବ । ବର୍ତମାନ ରାଜ୍ୟରେ ୧୬୩ଟି…