Daily Archives

September 24, 2019

ଉତ୍ତର ଭାରତରେ ତାଣ୍ଡବ ରଚିଲା ଭୂକମ୍ପ: ଭୟଙ୍କର ଭୂକମ୍ପରେ ପିଓକେରେ ୫ ମୃତ, ୫୦ ଆହତ । କ୍ଷୟକ୍ଷତି ବଢିବା ଆଶଙ୍କା

କନକ ବ୍ୟୁରୋ: ଉତ୍ତର ଭାରତର ଅନେକ ଅଞ୍ଚଳରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବାବେଳେ କାଶ୍ମୀରରେ ବି ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ସେହିପରି ପଞ୍ଜାବ ଓ ହରିୟାଣାରେ ବି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲୋକ ଭୟଭୀତ ହୋଇ ଘରୁ…

ମୈଦାନକୁ କମବ୍ୟାକ ପାଇଁ ମାହିଙ୍କ କସରତ। ରାଞ୍ଚି ଷ୍ଟାଡିୟମରେ ଟେନିସ୍ ଖେଳାଳିଙ୍କ ସହ ଅଭ୍ୟାସ କରୁଥିବାର ନଜର ଆସିଲେ…

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ୩୮ ବର୍ଷୀୟ ଧୋନୀ କ୍ରିକେଟ ମୈଦାନକୁ ଫେରିବା ପାଇଁ ନିଜର ଫିଟନେସ ଉପରେ ଗୁରୁତ୍ୱ ଦେଉଛନ୍ତି । ନିଜକୁ ଫିଟ ରଖିବା ନିଜ ଗୃହରାଜ୍ୟ ରାଂଚିରେ ଝାଳ ବୁହାଉଛନ୍ତି । ଝାଡଖଣ୍ଡ…

କନ୍ଦାଉଛି ପିଆଜ: ଦେଶର ବିଭିନ୍ନ ସ୍ଥାନରେ ଆକାଶ ଛୁଆଁ ପିଆଜ ଦର; ଦିଲ୍ଲୀ, ଗୁରୁଗାଁ, ମୁମ୍ବାଇରେ ପିଆଜ କିଲୋ ୮୦ ଟଙ୍କା…

କନକ ବ୍ୟୁରୋ: ଦେଶରେ ପିଆଜ ଦର ଆକାଶ ଛୁଆଁ । ବିଭିନ୍ନ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ହେଲାଣି । ୮୦ଟଙ୍କା ଛୁଇଁଲାଣି କେଜି ପିଛା ପିଆଜ । ବାଣିଜ୍ୟନଗରୀ ମୁମ୍ବାଇରେ ପିଆଜ କିଲୋଗ୍ରାମ ପିଛା ୭୫ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଦିଲ୍ଲୀରେ ବି ଗତ କିଛି ଦିନ ତଳେ କେଜି ପିଛା ପିଆଜ ୩୦ରୁ ୪୦…

ପୁଲିସ କର୍ମୀଙ୍କୁ ନେତାଙ୍କ ନାଲିଆଖି: ଜନତା ଦରବାରରେ ପୁଲିସକୁ ଅଶ୍ୱିନୀ ଚୌବେଙ୍କ ଖୋଲା ଧମକ; କହିଲେ ଖାକି ପୋଷାକ…

କନକ ବ୍ୟୁରୋ: ପୁଲିସ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ । ଜନତା ଦରବାରେ ପୁଲିସ କର୍ମଚାରୀଙ୍କୁ ନାଲି ଆଖି ବି ଦେଖାଇଲେ । ବିହାର ବକ୍ସର ଜିଲ୍ଲାରେ ଆୟୋଜିତ ଜନତା ଦରବାରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ପୁଲିସ ଅଧିକାରୀମାନଙ୍କୁ ଧମକ ଦେଇଛନ୍ତି । ଯାହାର ଭିଡିଓ ଆପଣ ତଳେ…

ସରକାରଙ୍କ ବଡ ନିଷ୍ପତି: ଯଦି ୭ବର୍ଷ ଚାକିରି କାଳ ଭିତରେ ହୋଇଯାଏ କର୍ମଚାରୀଙ୍କ ମୃତ୍ୟୁ ତେବେ ପରିବାର ଲୋକଙ୍କୁ ମିଳିବ…

• ସରକାରୀ କର୍ମଚାରୀଙ୍କ ପରିଜନଙ୍କୁ ଆଶ୍ୱସ୍ତି • ୭ ବର୍ଷରୁ କମ ସେବା ଅବଧିରେ କର୍ମଚାରୀଙ୍କ ମୃତ୍ୟୁ ହୋଇଗଲେ ମିଳିବ ଅଧିକ ପେନସନ • ପୂର୍ବରୁ ଅନ୍ତିମ ଦରମାର ୩୦ ପ୍ରତିଶତ ଅଂଶ ପେନସନ ରୂପରେ ମିଳୁଥିଲା ସରକାରୀ କର୍ମଚାରୀଙ୍କ ପରିବାର ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଣିକି ଯଦି…

ଏବେ ସାଧାରଣ ଲୋକ ବି ବୁଲିପାରିବେ ସିଆଚିନ୍ ବେସ୍ କ୍ୟାମ୍ପ୍ ! ଜନତାଙ୍କ ପାଇଁ ସିଆଚିନ୍ କ୍ୟାମ୍ପ୍ ଖୋଲିବା ପାଇଁ…

ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚିନ୍ କୁ ଏବେ ସାଧାରଣ ଜନତା ମଧ୍ୟ ଯାଇପାରିବେ । ଶତ୍ରୁଦେଶରୁ ଭାରତକୁ ସୁରକ୍ଷା ଦେବା ପାଇଁ କିଭଳି ଭାରତୀୟ ଯବାନ ହାଡଭଙ୍ଗା ଶୀତକୁ ଖାତିର ନକରି ସିଆଚିନ୍ ସୀମାରେ ଦେଶକୁ ସୁରକ୍ଷା ଦେଉଛନ୍ତି ଏହାର ଅନୁଭବ ଏବେ ସାଧାରଣ ଲୋକ ମଧ୍ୟ କରିପାରିବେ ।…