Daily Archives

September 14, 2019

ଲଗାଣ ବର୍ଷାରେ ଜଳସ୍ତର ବଢିବା ସାଙ୍ଗକୁ ଆକର୍ଷଣୀୟ ଦିଶୁଛି “ଷ୍ଟାଚ୍ୟୁ ଅଫ୍ ୟୁନିଟି”! ପାଣି ଭିତରେ ପ୍ରଭୁ ଠିଆ ହେଲା…

ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି “ଷ୍ଟାଚ୍ୟୁ ଅଫ୍ ୟୁନିଟି” ନର୍ମଦା ନଦୀ ପାଖରେ ଏକ ଟାପୁ ଉପରେ ଅବସ୍ଥିତ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଷ୍ଟାଚ୍ୟୁ ପାଖରେ କେବେ ବି ପାଣି ଦେଖିବାକୁ ମିଳିନଥିଲା । କିନ୍ତୁ ଲଗାଣ ବର୍ଷା ଯୋଗୁଁ ପ୍ରଥମ ଥର ପାଇଁ ପ୍ରତିମୂର୍ତ୍ତି ଚାରିଆଡେ ପାଣି…

ରଜୌରୀ ଓ ମେଣ୍ଢର ସେକ୍ଟରରେ ପାକିସ୍ତାନ ପଟୁ ଗୁଳିବର୍ଷା : ମୁହଁତୋଡ଼୍ ଜବାବ ଦେଲା ଭାରତୀୟ ସେନା

କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ । ଶାନ୍ତି ବାର୍ତ୍ତାର ବାହାନା ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।  ପାକିସ୍ତାନ ପଟୁ ରଜୌରୀ ଓ ମେଣ୍ଢର ସେକ୍ଟରରେ ଗୁଳିବର୍ଷା କରିଛି । ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ହେବା ସହ ସ୍କୁଲଗୁଡିକ ଅନିଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ…

ଗଧ ଭରସାରେ ପାକିସ୍ତାନ : ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଗଧ ମେଳା ଆୟୋଜନ କଲେ ଇମ୍ରାନ ସରକାର  

କନକ ବ୍ୟୁରୋ : ପାକିସ୍ତାନକୁ ଏବେ ଗଧ ହିଁ ଭରସା । ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଇମ୍ରାନ୍ ସରକାର ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି ଗଧ । ଭାରତ ସହ ପରମାଣୁ ପରମାଣୁ ଖେଳୁଥିବା ପାକିସ୍ତାନର ଅର୍ଥବ୍ୟବସ୍ଥା ଗଧ ଭରସାରେ ଚାଲିଛି । ଭାରତ ଚାନ୍ଦ ଛୁଉଁଥିବା ବେଳେ ଗଧ ହିଁ ଇମ୍ରାନ ସରକାର…

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର ! ଦେଢ଼ବର୍ଷ ଶିଶୁ ମୃତ ଓ ୫ ଗୁରୁତର

ବାଲେଶ୍ୱର ଖନ୍ତାପଡ଼ା ଥାନା ପଣପଣା ଠାରେ ଶନିବାର ଏକ କାର୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ ଘଟଣାସ୍ଥଳରେ ଦେଢ଼ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତ ଶିଶୁର ନାମ ଗୁଡ଼ି ପଲେଇ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପଣପଣା ଗାଁରୁ ଦୁଇଟି ପରିବାରର ୬ଜଣ…

ରପ୍ତାନୀକୁ ବଢାଇବା ପାଇଁ ମେଗା ସପିଙ୍ଗ୍ ଫେଷ୍ଟିଭାଲ୍ ଏବଂ ସୁଲଭ ଗୃହ ନିର୍ମାଣ ଲାଗି ରିହାତି ଦରରେ ଋଣ ପ୍ରଦାନ କରିବେ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଶନିବାର ଆର୍ଥୀକ ସୁଧାର ଉପରେ କଥାବାର୍ତ୍ତା କରି ମୋଦି ସରକାର ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପଦକ୍ଷେପ ନେଉଥିବା କଥା କହିଛନ୍ତି । କେବଳ ଏତିକି ନୁହଁ ସେ ଗୃହନିର୍ମାଣ କ୍ଷେତ୍ରରେ ମଧ୍ୟ କେତେକ ପଦକ୍ଷେପ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ,…

ନା ଗାଁକୁ ମିଳିଛି କାମ, ନା ମାଆକୁ ମିଳିଲା ସମ୍ମାନ। ଆମ୍ବୁଲାନ୍ସ ପାଇବାକୁ ଚାଲିଛି କସରତ। ପାହାଡ, ପାଣି ପାରି ହେଲେ…

କନକ ବ୍ୟୁରୋ: ପାହାଡ ଚଢି ପାଣି ପାରି ହେଲେ ମିଳିବ ମାତୃତ୍ୱ । ଗର୍ଭରେ ଥିବା ସନ୍ତାନ ଦେଖିବ ଦୁନିଆର ଆଲୋକ । ଏହି ଆଶା ରଖି ୫ କିଲୋମିଟର ପାହାଡିଆ ରାସ୍ତା ଚାଲି, ନଦୀରେ ପଶି ପାଣି ପାରି ହୋଇ, ଖଟିଆରେ ବୁହା ହୋଇ, ଆମ୍ବୁଲାନ୍ସ ପାଖରେ ପହଂଚିଲେ ଗର୍ଭବତୀ ମହିଳା । ଏଭଳି କିଛି ଚିତ୍ର ଆସିଛି…