Daily Archives

September 14, 2019

ପାଣ୍ଡିଆନଙ୍କ ପାଠଶାଳା । ଅଧିକାରୀଙ୍କୁ ପଢାଇଲେ ‘ମୋ ସରକାର’ ପାଠ । ଥାନା ଓ ଡାକ୍ତରଖାନାରେ କିଭଳି ରହିବ ଆଚରଣ,…

କନକ ବ୍ୟୁରୋ :  ମୋ ସରକାର ମାଧ୍ୟମରେ ଲୋକଙ୍କ ଭଲମନ୍ଦ ବୁଝିବେ ଖୋଦ୍ ମୁଖ୍ୟମନ୍ତ୍ରୀ । ଗାନ୍ଧୀ ଜୟନ୍ତୀ ଅବସରରେ ୫-ଟିକୁ ଭିତ୍ତି କରି ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ । ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ସିଧା ଫୋନ କରିବେ ଜନତାଙ୍କୁ । ଥାନା ଓ ହସ୍ପିଟାଲରେ…

ପ୍ରକୃତି ଦେଖାଇଦେଲା ପାକିସ୍ତାନ ! ନିଜ ସୈନ୍ୟଙ୍କ ଶବ ସହ କଲା ଭେଦଭାବ , ସାମ୍ନାକୁ ଆସିଲା ପାକ୍ ସେନାର ଅସଲ ଚେହେରା ।

ନିଜ ସୈନ୍ୟଙ୍କ ମଧ୍ୟରେ ହିଁ ଭେଦଭାବ କରିବା ଭଳି ଘୃଣ୍ୟ କାମ କରିଛି ପାକିସ୍ତାନ । ଦୋମୁହାଁ ଚରିତ୍ର ଭଳି କାମ କରୁଥିବା ପାକ୍ ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ପାକିସ୍ତାନର ଅସଲ ଚେହେରା ନଜର ଆସୁଛି । ବାସ୍ତବରେ ପାକ୍ ସୀମାରେ ନିହତ ହୋଇଥିବା ପଞ୍ଜାବୀ ମୁସଲିମ୍ ଯବାନଙ୍କ ଶବକୁ…

ମାଲକାନଗିରି ବଜାରରେ ଚହଳ ସୃଷ୍ଟି କଲା ପ୍ଲାଷ୍ଟିକ ଅଣ୍ଡା ! ଅଣ୍ଡାଖୋଳକୁ ଜଳାଇଲେ ବାହାରୁଛି ଉତ୍କଟ ପ୍ଲାଷ୍ଟିକର ଗନ୍ଧ…

ପ୍ଲାଷ୍ଟିକ୍ ଚାଉଳ , ପ୍ଲାଷ୍ଟିକ ପତ୍ରକୋବି ଆଉ ପ୍ଲାଷ୍ଟିକ ଅଣ୍ଡା ବଜାରରେ ଚହଳ ସୃଷ୍ଟି କରିଥିବା ବେଳେ ଏବେ ଓଡିଶାର ଉପାନ୍ତ ଜିଲ୍ଲା ମାଲକାନଗିରିରେ ପ୍ଲାଷ୍ଟିକ ଅଣ୍ଡା ମିଳିବା ଘଟଣା ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ମାଲକାନଗିରି ବଜାରରେ ମିଳିଛି ପ୍ଲାଷ୍ଟିକ୍ ଅଣ୍ଡା । ମିଳିଥିବା…

ବୟସର ଅପରାହ୍ଣରେ ବି ଭୁଲି ନାହାନ୍ତି ନିୟମକୁ । ଗାଡି ଚଲାଇବା ପାଇଁ ୭୫ ବର୍ଷ ବୟସରେ ତିଆରି କଲେ ଡିଏଲ୍

ନୂଆ ଟ୍ରାଫିକ୍ ନିୟମକୁ ନେଇ ଲୋକଙ୍କ ମଧ୍ୟରେ ବର୍ତ୍ତମାନ କୋକୁଆ ଭୟ ଖେଳିଯାଇଛି । ଗାଁଠାରୁ ଆରମ୍ଭ କରି ସହରର ପ୍ରତିଟି ଗଳି କନ୍ଦିରେ ଏବେ ଟ୍ରାଫିକ ପୁଲିସ ବେପରୁଆ ଗାଡି ଚାଳକ ତଥା ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ ମଜା ଚକାଇବା ପାଇଁ ଜଗିବସିଛି । ଆଉ ଯଦି କୌଣସି ବ୍ୟକ୍ତି ନିୟମ ଭାଙ୍ଗୁଥିବା…

ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ୍ : ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ…

କନକ ବ୍ୟୁୁରୋ : ଛାଡ଼ପତ୍ର ପାଇଥିବା ମହିଳାଙ୍କ ସମେତ କୋର୍ଟରେ ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ୍ । କୋର୍ଟରେ ବିବାହ ବିଚ୍ଛେଦ ପାଇଁ କେସ୍ ଲଢ଼ୁଥିବା ମହିଳାଙ୍କୁ ପେନସନ୍ ଦେବେ ରାଜ୍ୟ ସରକାର । ଛାଡ଼ପତ୍ର ହୋଇନଥିବା ତଥା କୋର୍ଟରେ କେସ୍ ଲଢ଼ୁଥିବା ମହିଳାଙ୍କୁ…

ଅଟୋ ସେକ୍ଟରରେ ମାନ୍ଦାବସ୍ଥା ! ମାରୁତି ସୁଜୁକି ପରେ ଏବେ ମହିନ୍ଦ୍ରା ଉପରେ ମାନ୍ଦାବସ୍ଥା , ୧୭ ଦିନ ପାଇଁ ବନ୍ଦ ରହିବ…

ଦେଶର ପ୍ରସିଦ୍ଧ ଅଟୋ କମ୍ପାନୀ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ନିଜ ପ୍ଲାଣ୍ଟ୍ କୁ ୧୭ ଦିନ ପାଇଁ ପ୍ରଡକ୍ସନ୍ ବନ୍ଦ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ତା ଚାଲିଥିବା ସମୟରେ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ମହିନ୍ଦ୍ରା ଦେଶର ଦ୍ୱିତୀୟ ବଡ଼ ଅଟୋ…