Daily Archives

September 10, 2019

ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ । ମାମଲାର ଦେଢ ବର୍ଷ ପରେ ଦୁଷ୍କର୍ମକାରୀକୁ ମିଳିଲା ଦଣ୍ଡ ।

କନକ ବ୍ୟୁରୋ : ଦୁଷ୍କର୍ମ ଓ ହତ୍ୟା ପାଇଁ ଫାଶୀ ଦଣ୍ଡାଦେଶ । ଜଗତସିଂହପୁରରେ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତକୁୁ ଫାଶୀ ଦଣ୍ଡାଦେଶ ହୋଇଛି । ଜଗତସିଂହପୁର ଏଡିଜେ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ କାଳିଆକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୮ ମାର୍ଚ୍ଚ ଏରସମାରେ ୯ ବର୍ଷର…

ବଢିବ ଓମଫେଡ୍ କ୍ଷୀର ଦର ! ଉଭୟ ଚାଷୀ ଓ ଖାଉଟିଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ ।

କନକ ବ୍ୟୁରୋ : ବଢିପାରେ ଓମଫେଡ୍ କ୍ଷୀର ଦର । ଉଭୟ ଚାଷୀ ଓ ଖାଉଟିଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ । ଘରୋଇ ଦୁଗ୍ଧ ସଂସ୍ଥା ପୂର୍ବରୁ ଦରବୃଦ୍ଧି କରିସାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଗୋପାଳନ କ୍ଷେତ୍ରରେ…

ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ହେବାକୁ ଆହ୍ୱାନ ଦେଲେ ଗଜପତି ମହାରାଜା ! ପ୍ରେସ୍ ରିଲିଜ୍ ଜରିଆରେ ଦେଲେ…

ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ପାଇଁ ଗଜପତିଙ୍କ ଆହ୍ୱାନ । ପ୍ରେସ୍ ରିଲିଜ୍ ଜରିଆରେ ପ୍ରତିକ୍ର୍ରିୟା ଦେଲେ ଗଜପତି ମହାରାଜା । ପବିତ୍ର ଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ । ପ୍ରତିବର୍ଷ ଆଷାଢ ଶୁକ୍ଳ ପକ୍ଷ ତିଥିରେ ଅନୁଷ୍ଠିତ ହୁଏ ରଥଯାତ୍ରା । ରଥଯାତ୍ରା ପରେ ରତ୍ନସିଂହାସନରେ…

ପଚାଶ ଟଙ୍କାରେ ପେଟପୂରା ଖାଇବା । ଟ୍ରେନରେ ଯାତ୍ରୀଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇଦେବ ଭାରତୀୟ ରେଳବାଇ ।

କନକ ବ୍ୟୁରୋ : ଟ୍ରେନରେ ଯାତ୍ରା କଲା ବେଳେ, ରେଳବାଇର ଖାଦ୍ୟକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ଅଧିକାଂଶ ଯାତ୍ରୀ ଟ୍ରେନରେ ଭଲ ଖାଦ୍ୟ ମିଳୁନଥିବା ଅଭିଯୋଗ କରିଥାନ୍ତି । ଏପରିକି ସୋସିଆଲ ମିଡିଆରେ ରେଳବାଇର ଖାଦ୍ୟକୁ ନେଇ ଅନେକ ସମୟରେ ସମାଲୋଚନା କରାଯାଉଥିବା ବେଳେ, ଏହାକୁ…

ବଦଳିଲା ଟ୍ରାଫିକ୍ ପୋଲିସର ତରିକା, ଜୋରିମାନା ବଦଳରେ ସଚେତନତା : ନିଆଯାଉଛି ୫୦୦ ଟଙ୍କାର ଫାଇନ, ଦିଆଯାଉଛି ହେଲମେଟ

କନକ ବ୍ୟୁରୋ : ବଦଳିଲା ଟ୍ରାଫିକ ପୁଲିସର ତରିକା । ଜୋରିମାନା ବଦଳରେ ନୂଆ ଟ୍ରାଫିକ ନିୟମ ନେଇ ଲୋକଙ୍କୁ ସଚେତନ କରାଯାଉଛି । ହେଲମେଟ ପିନ୍ଧିନଥିବା ଲୋକଙ୍କ ଠାରୁ ୫୦୦ ଟଙ୍କାର ଫାଇନ୍ ନିଆଯାଇ, ତାଙ୍କୁ ହେଲମେଟ୍ ଦିଆଯାଉଛି । ମୋଟା ଅଙ୍କର ଜରିମାନା ଆଦାୟକୁ ନେଇ ରାଜମହଲରେ ଛକରେ ପୁଲିସ…

ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ନେଲେ ଜ୍ୟାକ ମା : ଶିକ୍ଷା କ୍ଷେତ୍ରରେ ତଥା ଜନକଲ୍ୟାଣ କାର୍ଯ୍ୟରେ କଟିବ ବାକି…

କନକ ବ୍ୟୁରୋ : ଅବସର ନେଲେ ଆଲିବାବା ଗ୍ରୁପର କର୍ତ୍ତାଧର୍ତ୍ତା ଜ୍ୟାକ ମା । ନିଜ ୫୫ତମ ଜନ୍ମଦିନରେ ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି ଚୀନର ବିଶିଷ୍ଟ ପୁଞ୍ଜିପତି । ତାଙ୍କ ଉଦ୍ୟମରେ ଆଲିବାବା ଚୀନ ବଜାରର ସବୁଠାରୁ ସଫଳ ଅନଲାଇନ ରିଟେଲ ମାର୍କେଟ ହୋଇପାରିଛି ଅବସର ପରେ…